/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729170692.jpg)
Ice Cream Factory
ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍ । ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ରାଉରକେଲାରୁ ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି ଉପରେ ରେଡ୍ କରିଛି ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ । ଦୀର୍ଘ ଦିନ ଧରି କମ୍ପାନି ଅପମିଶ୍ରିତ ଆଇସିକ୍ରିମ୍ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଛି । ଏନେଇ ବାରମ୍ବାର ନୋଟିସ୍ ସତ୍ତ୍ବେ କୌଣସି ଜବାବ ଦିଆଯାଇନଥିଲା କିମ୍ବା ପ୍ରକ୍ରିୟାରେ ସୁଧାର ଆସିନଥିଲା । ତା ଛଡ଼ା ଆବଶ୍ୟକ ଲାଇସେନ୍ସ ବି ନଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
Advertisment
ତେବେ ଆଜି ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)