Subhadra Applications to Be Rechecked
ଏଇମାସ ଶେଷ ସୁଦ୍ଧା ୨୦ ଲକ୍ଷ, ଆଉ ଡିସେମ୍ବର ଶେଷସୁଦ୍ଧା ସମୁଦାୟ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସ୍ପଷ୍ଟ କରିବା ସହ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନ ଉପରେ ବି ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି, ଖାରଜ ସବୁ ଆବେଦନର ପୁଣି ରିଚେକ୍ କରାଯିବ, କିଏ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ଜଣାପଡ଼ିବା ପରେ ଆବଶ୍ୟକ ସ୍ଥଳେ ଯୋଜନାରେ ସାମିଲ କରାଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)