ଫାରୁକ୍ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’।
କିନ୍ତୁ ପୋଲିସ୍ର ଏହି ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।
୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-୨୦ ବିଶ୍ୱକପ୍।
୨୦୨୧ ମସିହାରେ ଦିଆଯାଇଥିବା ଏହି ସାକ୍ଷାତକାରରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍ ବ୍ୟବହାର କରନ୍ତି।
ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧)କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।
ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ।
ଏହି ଘଟଣା ପରେ ଗାଁରେ ଲାଗି ରହିଛି ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ଗାଡ଼ି ପୋଡାଜଳା କରିଥିବା ସୂଚନା ମିଳିଛି।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ।
ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।
ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?
ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।
ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ।
ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍ ଖୋଲିବ।
ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।
ଅସୁରକ୍ଷିତ ଅଭୟାରଣ୍ୟ ! ସୀମା ଟପିଲା ଶିକାରୀଙ୍କ ବର୍ବରତା। ବଳି ପଡ଼ିଗଲେ ଗଜରାଜ। ବାରହା ହେଉ କି ହରିଣ ବା ହାତୀ, କାହାକୁ ଛାଡ଼ୁନାହାନ୍ତି ଶିକାରୀ ।
ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।
ଏହି ପିଲାମାନଙ୍କର ବୟସ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ।