ଭାଙ୍ଗି ପଡିଛି ଛାତ, ଦେଖାଯାଉଛି ରଡ୍.. ବିପର୍ଯ୍ୟସ୍ଥ ଅବସ୍ଥାରେ ଚାଲିଛି ରୋଗୀ ସେବା.. ରୋଗୀ ଟିଏ ସୁସ୍ଥ ହେବା ପାଇଁ ତିଆରି ହୋଇଥିଲା ଏହି ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଆଜି ଏହାର ପରିବେଶ ଦେଖିଲେ ଲାଗେ ଯେମିତି ଭଲ ମଣିଷ ବି ଏଠାକୁ ଆସିଲେ ସଂକ୍ରମଣର ଶିକାର ହୋଇ ଫେରିବ..
ଇତିହାସ ସୃଷ୍ଟି କରିବ ଜାନୁୟାରୀ ୨୨ ତାରିଖ..ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଆଉ ଏପଟେ ଓଡ଼ିଶାର ଫତେଗଡ଼ ରାମ ମନ୍ଦିର ବି ପ୍ରତିଷ୍ଠା କରାଯିବ.. ହୁଏତ ପ୍ରଭୁ ରାମଙ୍କ ଏହା ହିଁ ଇଚ୍ଛା ଥିଲା.. ତିଥି ଖୋଜୁ ଖୋଜୁ ସ୍ଥିର ହେଲା ଜାନୁଆରୀ ୨୨ ତାରିଖ..
ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି।
ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।
ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।
୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି ।
ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ।
MTHL ହେଉଛି ଏକ ୬ ଲେନ୍ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି ।
ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।
ସରକାରଙ୍କ ପୁଷ୍ଟିକର ଯୋଜନାର ଉଡୁଛି ଧଜିଆ। ପ୍ରସୂତୀଙ୍କଠୁ କୋମଳମତି ଶିଶୁଙ୍କ ଯାଏ, କେହି ବି ପାଉନାହାନ୍ତି ନିୟମ ମୁତାବକ ଅଣ୍ଡା। ଖୋଲା ବଜାରରେ ଅଣ୍ଡା ଦର ବୃଦ୍ଧି କାରଣରୁ ସରକାର ଦେଉଥିବା ଟଙ୍କାରେ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନି।
ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ।
ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ।
ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।
ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି?
ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।
ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।