Advertisment

ନୂଆ ରୂପରେ..ମନ୍ମଥ-ମନୋଜଙ୍କ ଏନ୍ତୁଡ଼ିଶାଳ

ବଡ ବଡ଼ ଅଟ୍ଟାଳିକା ଓ ସୁସଜ୍ଜିତ ଆଲୋକ ତରଣରେ ଝଲସି ଉଠୁଛି ସମଗ୍ର ପୀଠ.. ଓଡ଼ିଶା ସାହିତ୍ୟ ଜଗତ ପାଇଁ ମନୋଜ ଦାସଙ୍କ ରହିଛି ଅନେକ ଅବଦାନ.. ୧୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ଯୁଗ ଯୁଗ ପାଇଁ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ..ପଦ୍ମଭୂଷଣ ମନୋଜ ଦାସଙ୍କୁ ମନେ ପକାଇବ ସାରା ଦେଶ ବିଦେଶ..

author-image
Santosh Kumar Sahoo

ଲୋକାର୍ପଣ ହେଲା ସ୍ବପ୍ନର ପ୍ରକଳ୍ପ ବିଶ୍ୱ ବିଖ୍ୟାତ ଐତିହାସିକ ଓ ସାହିତ୍ୟକ ମନ୍ମଥ -ମନୋଜଙ୍କ ସ୍ମାରକୀ ପୀଠ.. 2021ରେ ୧୬ କୋଟି ବ୍ୟୟରେ ଏହି ଐତିହ୍ୟ ସ୍ମାରକୀର କାର୍ଯ୍ୟ ଆରମ୍ଭ ହୋଇ 2024ରେ ସମ୍ପୂର୍ଣ ହେବା ପରେ ଏବେ ଏହାକୁ ଲୋକାର୍ପଣ କରାଯାଇଛି…ଆସନ୍ତୁ ଦେଖିବା ଭୋଗରାଇ ବ୍ଲକ ଶଙ୍କାରୀ ଗ୍ରାମର ଦୁଇ ଯୋଗଜନ୍ମା ପୁରୁଷଙ୍କ ନୂଆ ରୂପ ପାଇଥିବା ଏନ୍ତୁଡ଼ି ଶାଳର ଦୃଶ୍ୟ..

Advertisment
Baleswar Manoj Das
Advertisment
Advertisment