Advertisment

୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା

୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା । ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍ ।

author-image
Santosh Kumar Sahoo

ମିଶନ ୨୪ ପାଇଁ ବିଜେପିର ବଡ଼ ଗୋଟି ଚାଳନା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାୟ ୩୫ ପ୍ରତିଶତ ସିଟରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ସବୁ ବର୍ଗକୁ ସାମିଲ କରିବା ସହ ପ୍ରାୟ ୫୦ ପ୍ରତିଶତ କେବଳ ଯୁବ ଓ ମହିଳା ଚେହେରାଙ୍କୁ ସାମ୍ନାକୁ ଆଣିଛି। କୁହାଯାଉଛି ଓଡ଼ିଶାରେ ଏକା ସାଙ୍ଗେ ଲୋକସଭା ସହ ବିଧାନସଭା ନିର୍ବାଚନ ଥିବାରୁ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଆସନ ସ୍ଥାନ ପାଇନାହିଁ।

Advertisment
BJD BJP General Elections 2024
Advertisment
Advertisment