• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Holiday
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ: ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି

୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।

Subhadra Yojana
ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ, ଏଯାଏଁ ଆବେଦନ କଲେଣି ୫୦ ଲକ୍ଷରୁ ଅଧିକ ମହିଳା

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

Hamza Bin Laden
ମରିନି, ଏବେ ବି ବଞ୍ଚିଛି ଲାଡେନର ଆତଙ୍କୀ ପୁଅ

ହମଜା ତା’ର ଭାଇ ଅବଦୁଲ୍ଲା ବିନ୍‌ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।

Nurse cuts doctor's private parts
ଦୁଷ୍କର୍ମ କରିବାକୁ ପ୍ରୟାସ କରୁଥିଲେ ଡାକ୍ତର, ନର୍ସ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ

ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।

Puri Beach
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର, ପୁରୀ ବେଳାଭୂମିରେ ମିଳିବନି ମଦ

ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Arvind Kejriwal
ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ, କିନ୍ତୁ ଯାଇପାରିବେନି CM ଅଫିସ୍‌

ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି । ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହା ଇଡି ମାମଲାରେ ଜାମିନ ପ୍ରଦାନ କରିବା ସମୟରେ ଲାଗୁ କରାଯାଇଥିଲା ।

Gold Seized
ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି, ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଗତ ୨୬ତାରିଖରେ ମଧ୍ୟ ଏପରି ୩୦ କେଜି ସୁନା, ୨୦୦କେଜି ରୂପା CT GST ଧରିଥିଲା।

Horseshoe crab
ବିଲୁପ୍ତ ହୋଇଯିବ ନୀଳ ରକ୍ତ କଙ୍କଡ଼ା ! ଜାଲରେ ପଡ଼ି ହେଉଛି ମୃତ୍ୟୁ

ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡି ନୀଳ ରକ୍ତ କଙ୍କଡ଼ାଙ୍କ ମୃତ୍ୟୁ ହେଉଛି । ତେଣୁ ଏହି ପ୍ରଜାତି ଧୀରେ ଧୀରେ କମିଗଲେଣି ।

Poultry Farming
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ

ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି ।

Spacewalk
ଭୂପୃଷ୍ଠରୁ ୭୩୭ କିଲୋମିଟର ଉପରେ ସ୍ପେସ୍‌ ୱାକ୍‌ କଲେ ୨ ମହାକାଶଚାରୀ

ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।

 Divyang
ତୃତୀୟ ଶ୍ରେଣୀର ଝିଅ ଉଠାଉଛି ଦିବ୍ୟାଙ୍ଗ ବାପାର ବୋଝ

ସକାଳ ହେଲେ ଦୃଷ୍ଟିହୀନ ବାପାଙ୍କ ହାତ ଧରି ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି । ସେଥିରୁ ଯାହା ରୋଜଗାର ହେଉଛି, ସେତିକିରେ ଚଳି ଯାଉଛି ପରିବାର ।

Low Pressure
ଆସୁଛି ଆଉ ଏକ ଲଘୁଚାପ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ବର୍ଷା ସମ୍ଭାବନା ରହିଛି ।

Ajit Doval
ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍

ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।

Gold Shop
ସୁନା କିଣୁଥିଲେ ସାବଧାନ, ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ

ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଠକେଇ ହୋଇଛି । ଗତବର୍ଷ ମଧ୍ୟ ୪୯୫ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ ।

Truck Accident
କେନାଲକୁ ଖସିଲା ଟ୍ରକ୍‌, ଚାଲିଗଲା ୭ ଜୀବନ

ଟ୍ରକ୍‌ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Capital Hospital
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମରୁଡ଼ି ! ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି ।

Berhampur
ଚୋରି କରିବାକୁ ଆସି ବେକ କାଟି ଦେଲା ଚୋର

ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।

Special Story
ପରପୁରୁଷ ସହ ଚାଲିଗଲା ମାଆ, ସାପ କାମୁଡ଼ାରେ ଆଖିବୁଜିଲେ ବାପା...କେମିତି ଚଳିବ କୁନି ଝିଅ...

ଯମୁନା ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି । ଘରେ ରୋଜଗାରିଆ କେହି ନଥିବାରୁ ବୃଦ୍ଧ ଜେଜେ ମାଆ ଓ ଜେଜେ ବାପା ମୂଲ ଲାଗିବା ସହ ଛେଳି ଚାଷ କରି ପରିବାର ଚଳାଉଛନ୍ତି ।

Vigilance Raid
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ ।

Ganesh Puja
ଡାକ୍ତର ବେଶରେ ଶ୍ରୀଗଣେଶ, କଲେ ମୂଷିକର ଚିକିତ୍ସା

ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।