• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Coastal Odisha
ଅଶାନ୍ତ ବାଂଲାଦେଶ, ଆଲର୍ଟରେ ଓଡ଼ିଶା... ସମୁଦ୍ର ପଥ ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।

Hockey India
Paris Olympics 2024: ହକିରେ ବ୍ରୋଞ୍ଜ୍‌ ମେଡାଲ ଜିତିଲା ଭାରତ

ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ ।

 Religious Festival Hoarding
ଧାର୍ମିକ ପୋଷ୍ଟରରେ ଲାଗିଲା ପର୍ଣ୍ଣଷ୍ଟାରଙ୍କ ଫଟୋ, ଚାରିଆଡ଼େ ବିବାଦ

‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।

Polavaram Project
ପୋଲାଭରମ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ସ୍ବତନ୍ତ୍ର ଟିମ୍, ବହୁ ଅଞ୍ଚଳ ବୁଡ଼ିଯିବା ଆଶଙ୍କା

କୌଣସି କ୍ଷୟକ୍ଷତି ଆକଳନ ନ କରି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଥିବାରୁ ତଳିଆ ଅଂଚଳର ଗାଁ ଗଣ୍ଡା ସହ ଜଙ୍ଗଲ ଜମି ଏବଂ ଶହ ଶହ ଏକର ଚାଷ ଜମି ବୁଡିଯିବା ଆଶଙ୍କା ରହିଥିବା କହିଛନ୍ତି ଟିମ୍ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର...

japan earthquake
ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଜାରି ହେଲା ସୁନାମୀ ଆଲର୍ଟ

ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ(JMA) ପକ୍ଷରୁ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

Sea Patrolling
ବାଂଲାଦେଶରେ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ...ପାଟ୍ରୋଲିଂ ବଢ଼ାଇବାକୁ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ

ସେହିପରି ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି ।

Mohan Bhagabt
୫ ଦିନିଆ ଓଡ଼ିଶା ଗସ୍ତରେ ମୋହନ ଭାଗବତ, କାଲି କରିବେ ମହାପ୍ରଭୁଙ୍କ ଦର୍ଶନ

ଆସନ୍ତାକାଲି ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହାପରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Illigal Ice Cream Factory
ସାବଧାନ ! ଆଇସକ୍ରିମ ବି ନକଲି

ଅମଲଭିଟା ନାଁରେ ଆଇସକ୍ରିମ୍‌ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍‌ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା ।

Rice ATM
ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM

ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।

Liquor Shop
ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ ।

Divyang Children in Jagatsinghpur
ହେ ଭଗବାନ ! ଏମାନେ କାହାର କି ଦୋଷ କରିଥିଲେ...

ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ହଠାତ ଶଯ୍ୟାଶାୟୀ ହୋଇଗଲା । ହାତ ଗୋଡ଼ ଅଚଳ ହୋଇଯିବା ସହ କଥା କହିବା ମଧ୍ୟ ବନ୍ଦ କରିଦେଲା...

Bangladesh Protest
ହେ ମହାପ୍ରଭୁ ! ଏ ମାନଙ୍କୁ କ୍ଷମାକର...

ଦର୍ଶକ ବନ୍ଧୁ ଏ ଦୃଶ୍ୟକୁ ଦେଖି କିଛି ବର୍ଣ୍ଣନା କରିବା ଆମ ପକ୍ଷେ ସମ୍ଭବପର ନୁହେଁ । ଏ ଫଟୋକୁ ଦେଖାଇବାକୁ ଆମେ ମଧ୍ୟ ଚାହୁଁନା । ହେଲେ କେବଳ ଖବର ପ୍ରସାରଣ ପାଇଁ ମହାପ୍ରଭୁଙ୍କ ପ୍ରତି ଏପରି ଅପମାନ ଜନକ ଫଟୋକୁ ଆମେ ଦେଖାଉଛୁ ।

Bridge Problem
ଖାଇଗଲେ ପୋଲ ଟଙ୍କା !

୨୦୨୧ରୁ ଏଠି ପୋଲ କାମ ଚାଲିଛି ଯେ ଚାଲିଛି... ସରିବାର ନାଁ ଧରୁନି । ନିର୍ମାଣ ଅବଧି ସିନା ସରିଗଲା, ହେଲେ ପିଲାରଟିଏ ବି ଛିଡ଼ା ହୋଇପାରିଲାନି ।

Plus Two Students
ସହିପାରିଲେନି ମାନସିକ ନିର୍ଯାତନା ! ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ ।

Bridge Problem
ପିଲାରଟିଏ ବି ପଡ଼ିଲାନି, ଖାଇଗଲେ ପୋଲ ଟଙ୍କା !

ନାବାର୍ଡ ସହାୟତାରେ ୩୫ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପୋଲ କାମକୁ ୨୭ କୋଟି ୯୬ ଲକ୍ଷ ଟଙ୍କାରେ ନିର୍ମାଣ କରିବା ପାଇଁ ଠିକାଦାର ପୂର୍ତ୍ତ ବିଭାଗ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ।

Muhammad Yunus
ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର, ନେତୃତ୍ବ ନେବେ ନୋବେଲ୍ ବିଜେତା

ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ ।

sheikh hasina
ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

Vigilance Raid
ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ଏକକାଳୀନ ୮ଟି ସ୍ଥାନରେ ରେଡ୍‌

ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।

Panchanga
Panchang Today 7th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର । ଚନ୍ଦ୍ର- ସିଂହ ରାତ୍ରି ୦୩.୧୫ ଗତେ କନ୍ୟା ତିଥି- ୩ୟା । ରାତ୍ରି ୧୦.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୩.୧୫ ଗତେ ବୃଷ ରାଶିର । 

Hockey India
ପ୍ୟାରିସ୍ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତ, କାଲି ବ୍ରୋଞ୍ଜ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ

ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍‌ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।