୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ ।
ଆଇନଜୀବୀ ସୁଧିର ଚରଣ ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।
କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।
ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।
ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା ।
ସହରରେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଶାଙ୍କ ଦାଉରେ ସହରବାସୀ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନାହାନ୍ତି ।
ଅକାମୀ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ? ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି।
ବନ୍ଧୁକ ମାଜିଲେ ମହିଳା, ପୋଲିସ ପାଇଗଲା କାରଖାନା ଠିକଣା । ଦେଖୁନାହାନ୍ତି ବନ୍ଧୁକୁ କେମିତି ରଗଡ଼ି ରଗଡ଼ି ମଜା ଚାଲିଛି ।
ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ ।
ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୮ମୀ ଦିବା ୦୯.୩୧ ଗତେ ୯ମୀ ।
ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।
ସୁନାବେଡାରୁ ଡୁମୁରିପୁଟ ଦେଇ କୋରାପୁଟ ମାତ୍ର ୧୨ କିମି, ହେଲେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ।
ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।
ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି ।
ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି ।
ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ ।
ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି ।
CAS ଭିନେଶଙ୍କ ଅବେଦନକୁ ଗ୍ରହଣ କରିଥିବା ବେଳେ ୧୧ରେ ଏହାର ରାୟ ପ୍ରକାଶ ପାଇବାର ଥିଲା । ତେବେ ଏହା ପୁଣି ଥରେ ୧୩ ତାରିଖକୁ ଘୁଂଚିଛି ।