• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Snake in Car
କାର ଭିତରେ ଫସିଲା ବିରାଟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

Palestine Flag
କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।

Delhi CM
କେଜ୍ରିୱାଲଙ୍କ ପରେ କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ରେସ୍‌ରେ ଆଗରେ ଜଣେ ମହିଳା

କେଜ୍ରିୱାଲଙ୍କ ଗିରଫଦାରି ପରେ ଆତିଶି ଆପ ସରକାରର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତାଙ୍କ ହାତରେ ଏବେ ଗୁରୁତ୍ବପୂର୍ଣ୍ଣ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସମେତ ୧୪ଟି ବିଭାଗ ରହିଛି ।

Loot
ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।

India's Pseudo-Satellite
ଲଗାତର ୯୦ ଦିନ ଆକଶରେ ଉଡ଼ିବ ସୌର ବିମାନ, ଶତ୍ରୁ ଛାତିରେ ପଶିବ ଛନକା

NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ ।

Sunita Williams
ମହାକାଶରୁ ଭୋଟ୍‌ ଦେବେ ସୁନୀତା ୱିଲିୟମ୍ସ

ପୃଥିବୀ ଠାରୁ ୪୦୦ କିଲୋମିଟର ଦୂର ସ୍ପେସ୍‌ ସେଣ୍ଟରରୁ ସୁନିତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଭୋଟ ଦେବେ ।

Arvind Kejriwal
କେଜ୍ରିୱାଲଙ୍କ ବଡ଼ ଘୋଷଣା, ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସିଏମ୍ ପଦରେ ରହିବିନି । ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି ।

Vande Bharat Express
ଓଡ଼ିଶାକୁ ମିଳିଲା ଆଉ ଦୁଇଟି ‘ବନ୍ଦେ ଭାରତ’, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ ମୋଟ ୬ଟି ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Subhadra Yojana
'ସୁଭଦ୍ରା' ଯୋଜନା: ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ ।

Poster
ସହର ଅସ୍ମିତାକୁ ବିକୃତ କରୁଛି ପୋଷ୍ଟର

ଏମିତି କି କଲେଜର ନୋଟିସ୍ ବୋର୍ଡ ମଧ୍ୟ ବାଦ୍ ପଡିନି । କେଉଁଠି ଟୁ ଲେଟ୍ ତ ଆଉ କେଉଁଠି ସିକ୍ୟୁରିଟି ଗାର୍ଡ ଆବଶ୍ୟକର ବିଜ୍ଞାପନରେ ବିକୃତ ହୋଇ ସରିଛି କଲେଜର ଚେହେରା ।

Former Block Chairman
ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଦିନ ମଜୁରିଆ

୧୯୯୭ ମସିହାରେ ଫୁଲ ପଦ୍ମପୁର ବ୍ଲକରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ଆଜି ହାତରେ କ୍ଷମତା ନାହିଁ ବୋଲି ସେ ଅଲୋଡା ହୋଇପଡିଛନ୍ତି ।

Sandip Ghosh
କୋଲକାତା ଲଜ୍ଜା: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷ ପୁଣି ଗିରଫ

ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

Srimandir
‘ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ନୀତିକାନ୍ତି ନଥିଲେ ମିଳିବ ଅନୁମତି’

ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Subhadra Yojana
ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

BJD
ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।

Gold Jewellery Stolen
ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

 Cinema Halls
୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍

ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି ।

Gold Price
ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି।

Gold Price
ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।

BJD
ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ, ସଂଗଠନ ସଜାଡ଼ିବାକୁ ଦଳପତିଙ୍କ ଘନ ଘନ ଉଦ୍ୟମ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।