• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Loot In Bhubaneswar
ରାଜଧାନୀରେ ପୁଣି ମାତିଲେ ଲୁଟେରା

ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର।

Odisha Politics
ଆଉ ୮ ଦିନ ପରେ ଆରମ୍ଭ ହେବ ନମିନେସନ, ଏବେ ବି ଅନେକ ସ୍ଥାନରେ ହୋଇନି ପ୍ରାର୍ଥୀ ଘୋଷଣା

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

Odisha Politics
ସମ୍ବଲପୁର ଲୋକସଭା ଅଧୀନରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।

Sura Routray
କଂଗ୍ରେସ ରଖିପାରିବ ତ ଜଟଣୀ ସିଟ୍ ?

କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ, ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

Eid
ଏପ୍ରିଲ୍‌ ୧୧ରେ ପାଳନ ହେବ ଇଦ୍

ଆଜି ଚାନ୍ଦ ଦେଖା ନ ଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି ।

Loot In Bhubaneswar
ରାଜଧାନୀରେ ପୁଣି ମାତିଲେ ଲୁଟେରା, ୩ଟି ଫ୍ଲାଟରେ ବୁଲାଇଲେ କଳାକନା

ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର।

Sura Routray
କଂଗ୍ରେସକୁ ଜଟଣୀ ଟେନସନ୍, ତୀବ୍ର ହେଉଛି ଦାଦା-ପୁତୁରା କଳି

କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

ITI student Making Footwear
ITI ପଢ଼ୁଆ ଆଦିବାସୀ ଯୁବକଙ୍କ ନିଆରା ଉଦ୍ୟୋଗ, ୟୁଟ୍ୟୁବ୍ ଦେଖି ତିଆରି କରୁଛନ୍ତି ଶସ୍ତା ସୁନ୍ଦର ଚପଲ

ଇଏ ଏମିତି ସେମିତି ଚପଲ ନୁହେଁ। ଇଏ 'ଚପଲ୍: ମେଡ୍-ଇନ୍ ଚାଲାଣପୁଟ'। ହଁ, ଚାଲାଣପୁଟ ହେଉଛି, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ରାଜପୁଟ ପଞ୍ଚାୟତର ଏକ ଛୋଟିଆ ଆଦିବାସୀ ଗାଁ ।

Sura Routray
ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।

Baijayant Panda
ଘରକୁ ଫେରିଲେ ଲାଓସରେ ଫସିଥିବା ୧୭ ଓଡ଼ିଆ, ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଚିଠି ଲେଖିଥିଲେ ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଶ୍ରମିକମାନେ ଓଡ଼ିଶା ପହଁଚିଛନ୍ତି ।

Ticket Tension in BJD
ବିଜେଡିରେ ତେଜୁଛି କନ୍ଦଳ ! କେଉଁଠି ଆଶାୟୀଙ୍କ ପ୍ରତିବାଦ, କେଉଁଠି ଆମଦାନୀ ନେତାଙ୍କୁ ବିରୋଧ

ଘୋଷଣା ହୋଇ ନ ଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ ।

Ticket tension in BJD
ବିଜେଡିକୁ ଭରସା ଆମଦାନୀ ନେତା ! ବିରୋଧୀ ଦଳରୁ ଆସୁଛନ୍ତି, ନେଉଛନ୍ତି ଶାସକ ଦଳରୁ ଟିକେଟ

ବିରୋଧୀ ନେତାଙ୍କ ପାଇଁ ଏବେ ସାହାଣମେଲା ବିଜେଡି ଦରବାର । ଲଗାତର ଭାବେ ପାଞ୍ଚ ପାଞ୍ଚ ଥର ସରକାରରେ ଥିବା ବିଜେଡିକୁ ଘାରିଛି କି ହାରିବା ଭୟ ?

prisoners escape
ଭବାନୀପାଟଣା ଜେଲରୁ ୨ କଏଦୀ ଫେରାର, ଜେଲ୍ ପାଚେରୀ ଡେଇଁ ମାରିଲେ ଛୁ

ସିସିଟିଭି ଫୁଟେଜ୍ ଓ ପାଚେରୀ ନିକଟରେ ପଡ଼ିଥିବା ରକ୍ତଛିଟାକୁ ଆଧାର କରି, ପ୍ରାଥମିକ ତଦନ୍ତରୁ ଉଭୟ କଏଦୀ ଜେଲ୍ ପାଚେରୀ ଡେଇଁ ପଳାଇଥିବା ଜଣାପଡ଼ିଛି ।

Mehbooba Mufti
କାଶ୍ମୀରରେ ହେବ ମହାଲଢ଼େଇ, ଗୁଲାମ ନବୀ ଆଜାଦଙ୍କୁ ଟକ୍କରରେ ଦେବେ ମେହବୁବା ମଫତି

ଆଗାମୀ ନିର୍ବାଚନରେ ଅନନ୍ତନାଗ-ରଜୌରୀ ଦେଖିବ ବିଗ୍ ଫାଇଟ୍। କାହିଁକି ନା ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଜାମ୍ମୁ କାଶ୍ମୀରର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବରୁ ଘୋଷଣା କରିସାରିଛନ୍ତି ।

Rain
ତାତିରୁ ମିଳିଲା ତ୍ରାହି, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Ganja Seized
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ଗାଡ଼ି ଛାଡ଼ି ଛୁ ମାରିଲା ଡ୍ରାଇଭର

ପ୍ରାୟ ୧୨୦ କେଜି ଗଞ୍ଜେଇ ସହ ଏକ ପିକ୍-ଅପ୍ ଭ୍ୟାନ ଜବତ କରିଛି କୋରାପୁଟ ପୋଲିସ।

Drinking Water Problem
ଗାଁରେ ବସିଛି ପାଣିଟାଙ୍କି, କିନ୍ତୁ ଘରେ ପହଞ୍ଚି ପାରୁନି ପିଇବା ପାଣି

ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି ।

Virat Kohli
ହେୟାର କଟ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ବିରାଟ କୋହଲି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।