ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ।
ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି।
ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ, ବିବିଧତା ସତ୍ତ୍ବେ ଆମେ ଏକ ହୋଇ ଆଗକୁ ବଢୁଛୁ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ବବନ୍ଧୁ କରିଛି ବୋଲି କହିଛନ୍ତି ମୋଦି ।
NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ।
ବର୍ଷା ଦିନ ଆସିଲେ ଆପ୍ରୋଚ ରୋଡରେ ଲହଡ଼ି ଭାଙ୍ଗୁଛି ପାଣି । ଅନ୍ୟ ଦିନେ ଧୂଳିଧୂଆଁ। ଖାଲଖମା ରାସ୍ତାରେ ଯାଆସରେ ନୟାନ୍ତ ହେଲେଣି ଅଞ୍ଚଳବାସୀ।
ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।
ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।
କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ?
କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ?
ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ନିକଟରେ ପାଇ ପ୍ରବାସୀ ଭାରତୀୟମାନେ ପିଏମଙ୍କ ସହ ସେଲଫି ନେବା ସହ ଖୁସି ପ୍ରକାଶ କରିଛନ୍ତି ।
ବିଜେପି ସରକାରର ଶହେ ଦିନର ପୂର୍ତ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଓ ମୟୂରଭଂଜ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷ ଦିନରେ ରାଇସୁଆଁ ଏୟାରଷ୍ଟ୍ରିପରୁ ବାରିପଦା ଅଭିମୁଖେ ବାହାରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ।
କାହିଁକି ଏକପାଖିଆ ଭାଇରାଲ କରାଯାଉଛି ପୀଡ଼ିତାଙ୍କ ଭିଡ଼ିଓ ? କୁଆଡ଼େ ଗଲା ପୀଡ଼ିତା ସୁଟ୍ କରିଥିବା ଥାନା ପରିସରର ଭିଡ଼ିଓ ? ପୀଡ଼ିତାଙ୍କ ଚରିତ୍ର ସଂହାର ସହ ବଦନାମ୍ ପାଇଁ କରାଯାଉଛି କି ଭାଇରାଲ୍ ?
ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ନବୀନ ସରକାର ଉପରେ ଲଗାଇଥିବା ଚାର୍ଜସିଟ୍ ଉପରେ ଆକ୍ସନ କେବେ ? ଶହେ ଦିନର ମୋହନ ସରକାରରେ ପୂରା ହୋଇଛି ବହୁ ପ୍ରତିଶ୍ରୁତି।୧୦୦ ଦିନର ଉପଲବ୍ଧି ଜାଣିଲେ ଲୋକେ, ଏବେ ଆକ୍ସନକୁ ଅପେକ୍ଷା।
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଗତ ୩ ବର୍ଷ ଧରି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।