ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି।
ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି।
ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି।
ଭାରତୀୟ ସର୍ରାଫା ବଜାରରେ ଆଜି ସୁନା ଦର ହ୍ରାସ ପାଇଥିବା ବେଳେ ରୂପା ଦରରେ ବୃଦ୍ଧି ଘଟିଛି। ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ୍ରାସ ପାଇଛି।
ବିଜେପି ନେତାଙ୍କୁ ନୃଶଂସ ହତ୍ୟା। ତାମିଲନାଡୁରେ ବିଜେପି ନେତା ବାଲାଚନ୍ଦ୍ରନଙ୍କୁ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଜାତିଭିତ୍ତିକ ଜନଗଣନା ନେଇ ଅନେକ ରାଜ୍ୟ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି।
ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି।
ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି।
କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି।
କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଫତ୍ୱା ଜାରି ହୋଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡ଼ାଇ ଟିଭିରେ ଉପସ୍ଥାପନା କରିବେ।
IBPS ରିସର୍ଚ୍ଚ ଆସୋସିଏଟ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା।
ଅଟୋଗ୍ରାଫ୍ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି ରିତ୍ସୁକିଙ୍କୁ ପ୍ରଶଂସା କରି କହିଥିଲେ, Waah! ହିନ୍ଦୀ ତୁମେ କେଉଁଠୁ ଶିଖିଲ ? ଏତେ ଭଲ ଭାବରେ ତୁମେ ହିନ୍ଦୀ ଜାଣିଛ ?
ବଲାଙ୍ଗିର ଆର୍ଟିଓ ଛକର ସିରିଜ୍ ଦୁର୍ଘଟଣା ଏକ ପ୍ରି ପ୍ଲାନ୍ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା।
ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।
ବଲାଙ୍ଗିର ଆର୍ଟିଓ ଛକରେ ସିରିଜ୍ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି। ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍ର ଡ୍ରାଇଭର୍ ସିଟ୍ରେ ବସିଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବେ ହ୍ୟୁମାନ ସାଗର। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସୂଚନା ଦେଇଛନ୍ତି ।
ବେଜିଂରେ ନୂଆ କରୋନା କେସ୍ ସାମ୍ନାକୁ ଆସିବା ପରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଜୋର ଜବରଦସ୍ତ ହୋଟେଲ୍ରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯାଇଛି। ମହାମାରୀ ଆରମ୍ଭ ହେବା ପରଠୁ ବେଜିଂ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛି।