• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Lawyer Kicked, Slapped On Road In Karnataka
ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଓ ଚାପୁଡ଼ା, ଦର୍ଶକ ସାଜିଲେ ଲୋକେ...

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ।

Police Search Operation
ଘରେ ଘରେ ପଶି ସର୍ଚ୍ଚ କରୁଛି ପୋଲିସ୍‌, ହେଲେ କାହିଁକି ?

ମହଙ୍ଗା ପଡ଼ିଲା ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି। 

After Kotia Andhra Plans To Further Intrude Into Odisha Territory
କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର।

Russian President Vladimir Putin
ପୁଟିନଙ୍କୁ ବ୍ଲଡ୍‌ କ୍ୟାନ୍ସର ! ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ !

ଭ୍ଲାଦିମିର୍‌ ପୁଟିନ୍‌(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍‌ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍‌ ରିପୋର୍ଟରୁ ଜଣାପଡ଼ିଛି।

Labourers Trapped Inside Quarry Rescued InTamil Nadu
ଯେଉଁଠୁ ଜୀବନ ଫେରି ପାଇବା ଅସମ୍ଭବ, ସେଇଠି ହେଲା ଚମତ୍କାର; ହେଲେ...

ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍‌, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ। 

Traffic police remove illegal black screen from cars
କାର୍‌ରେ ବ୍ଲାକ୍‌ ସ୍କ୍ରିନ୍‌ ଲଗାଇଛନ୍ତି କି ? ସାବଧାନ ! ନଚେତ୍‌ ଗଣିବେ ଫାଇନ୍‌

ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍‌ ପକ୍ଷରୁ କାର୍‌ରେ ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Odisha On Alert After Delhi Fire Mishap
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।   

70-year-old woman donates Rs 20 lakh to lord Jagannath
ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ, ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା

ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ସ୍ତ୍ରୀ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି।

Coronavirus
କରୋନା ବିସ୍ଫୋରଣ: ୩ ଦିନରେ ୮ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଲକ୍‌ଡାଉନ୍‌ ଘୋଷଣା

ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।

Manik Saha Takes Oath As New Chief Minister of Tripura
ତ୍ରିପୁରାରେ ଘଡ଼ିକେ ଛୁଟୁଛି ଘୋଡା: କାଲି ଇସ୍ତଫା, ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି।  ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା  ଦେଇଥିଲେ। 

3 Dead Due To Flash Floods, Landslides in Assam
ବନ୍ୟାର ତାଣ୍ଡବ ଓ ଭୟଙ୍କର ଭୂସ୍ଖଳନ: ୩ ମୃତ, ୨୫ ହଜାର ଲୋକ ପ୍ରଭାବିତ

ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ।

 Another Low Pressure Area Likely Over BoB Next Week
ବାତ୍ୟା ‘ଅସାନି’ ପରେ ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର ! ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ

ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ଭୟ ଟଳି ଥିଲେ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। 

Controversy Over Construction Of New Building Of Srimandir Administration
ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ, ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।

Shortage of wood affects tallest chariot preparation
ରଥଯାତ୍ରାରେ ବିଶ୍ୱର ବଡ଼ ରଥ ଗଡ଼ିବା ନେଇ ସନ୍ଦେହ

ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। 

Balasore elderly man goes missing, granddaughter launches frantic search
ହଜି ଯାଇଛନ୍ତି ଜେଜେ, ମୋବାଇଲ ଫଟୋ ଦେଖାଇ ଖୋଜୁଛି ନାତୁଣୀ

ଦେଢ଼ ମାସ ହେଲାଣି ମୋ ଜେଜେ ହଜିଯାଇଛନ୍ତି। ସାରା ଓଡ଼ିଶା ବୁଲସାରିଲିଣି। କେଉଁଠି ବି ପାଉନି। ଦେଖ ଇଏ ମୋ ଜେଜେ... କିଏ ଟିକେ ଦେଖିଲେ କହିବ...

Odisha's Joranda temple comes alive in wax
ମହମରେ ଯୋରନ୍ଦା ମନ୍ଦିର, ଆଇସକ୍ରିମ୍‌ କାଠିରେ ରାମ ମନ୍ଦିର

ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ଆପଣ...

Elder sister steps into parents’ shoes
ବାପା-ମାଆ ଆରପାରିରେ, ୩ ଛୁଆଙ୍କୁ ମାଆର ସ୍ନେହ ଦେଇ ପାଳୁଛି ବଡ଼ ଭଉଣୀ....

ବାପା-ମାଆ ଆରପାରିରେ। ରୋଜଗାର କହିଲେ କିଛି ନାହିଁ। ମୁଣ୍ଡ ଉପରେ ତିନି ଭାଇ-ଭଉଣୀଙ୍କ ଦାୟିତ୍ୱ। ସକାଳୁ ଦାନ୍ତ ଘଷାଇବାଠାରୁ ରାତି ଖୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ୟାଙ୍କ ଉପରେ। ମଜୁରି ଖଟିବାକୁ ନଗଲେ ଘରେ ଚୁଲି ଜଳିବନି। ସରକାରୀ ସହାୟତା ନମିଳିଲେ ଉଜୁଡ଼ିଯିବ ସଂସାର।

Credit card transactions done without OTP
ମୋବାଇଲକୁ OTP ଆସିଲାନି କିନ୍ତୁ ଆକାଉଣ୍ଟରୁ ଟଙ୍କା ଗାଏବ ହେଲା, ହେଲେ କେମିତି?

ନିଜ ପାଖରେ କ୍ରେଡ଼ିଟ୍‌ କାର୍ଡ଼ ଅଛି, ମୋବାଇଲକୁ କୌଣସି ମେସେଜ୍‌ ବି ଆସିନି। ହେଲେ ଆକାଉଣ୍ଟରୁ କଟିଗଲା ଟଙ୍କା। ଜାଣନ୍ତୁ କଣ ଥିଲା ପୂରା ମାମଲା....

Cell tower installed, but no sign of rent
୫ ବର୍ଷ ହେଲାଣି ଟାୱାର ବସିଛି, ହେଲେ ଜମି ପାଇଁ ଭଡ଼ା ନାହିଁ କି କର୍ମଚାରୀଙ୍କୁ ଦରମା ନାହିଁ

୫ ବର୍ଷ ହେଲାଣି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ଟାୱାର ବସିଛି। ମାସକୁ ଭଡ଼ା ବାବଦକୁ ଜମି ମାଲିକଙ୍କୁ ଟଙ୍କା ମିଳୁନି କି ସୁରକ୍ଷାକର୍ମୀଙ୍କୁ ଦରମା ମିଳୁନି। ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଟାୱାରକୁ ହଟାଇ ପାରୁନାହାନ୍ତି ଜମି ମାଲିକ। ଯଦି କେତେବେଳେ କାହା ଘରେ କି କାହା ଉପରେ ପଡ଼େ...

 Jagatsinghpur bus stand biting dust
ପାଣିରେ ପଡ଼ିଲା ୮୦ ଲକ୍ଷ: ବସ୍‌ଷ୍ଟାଣ୍ଡ୍‌ ନା ଭୂତର ଘର !

ଲୋକାର୍ପଣର ୧୦ ବର୍ଷ ପରେ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି ଜଗତସିଂପୁର ବସ୍‌ଷ୍ଟାଣ୍ଡ୍‌। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଦୋକାନ ଗୃହ ଉପରେ ଗଛଲତା ମାଡିଗଲାଣି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।