• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

BJD MP Amar Patnaik On Petrol Diesel Prices
କେନ୍ଦ୍ର କମାଇଲା ତୈଳ ଦର, କେବେ ଭାଟ୍‌ ଛାଡ଼ିବେ ଓଡ଼ିଶା ସରକାର ?

ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କ ପାଳି। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।

Series Of Accident In Balangir
ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ! ସାମ୍ନାକୁ ଆସିଲା CCTV ଫୁଟେଜ୍‌

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

Ollywood actor Sabyasachi Mishra on Anubhav Mohanty-Varsha issue
ଅନୁଭବଙ୍କ ଭିଡିଓରେ ଓଲିଉଡ୍‌ ଇମୋସନାଲ୍‌: ସବ୍ୟସାଚୀ କହିଲେ- ବହୁତ କଷ୍ଟ ଲାଗୁଛି....

କିଛିଦିନ ପୂର୍ବେ ଅନୁଭବ ପ୍ରଥମ ଭିଡିଓରେ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଗତକାଲି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି। 

8 Dead In Road Accident In UP
ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: ୮ ମୃତ, ୩ ଗୁରୁତର

ଟ୍ରକ୍‌କୁ ପଛ ପଟୁ କାର୍‌ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Woman, 2 Daughters Found Dead In Delhi
ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ଦୁନିଆ ଛାଡ଼ିବା ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି ନୋଟ୍‌...

ଫ୍ଲାଟ୍‌ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।

 Petrol Diesel Prices Today
ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।

GPR survey conducted at midnight
ପୁରୀରେ ରାତି ଅଧିଆ GPR ସର୍ଭେ !

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।

Monkeypox: Odisha On Alert
ମଙ୍କିପକ୍ସକୁ ନେଇ ଓଡ଼ିଶାରେ ଆଲର୍ଟ, ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍‌ କରନ୍ତୁ

ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍‌କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।

33 Killed In Lightning StrikesIn Bihar
ଆକାଶରୁ ଖସିଲା ମୃତ୍ୟୁ, ନେଇଗଲା ୩୩ ଜୀବନ

ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।

Shocking US Woman Charged $40
ହସ୍ପିଟାଲ୍‌ରେ କାନ୍ଦି ପକାଇବାରୁ ଫାଇନ୍‌ ଗଣିଲେ ମହିଳା, ବିଲ୍‌ ଆସିଲା- ୩,୧୦୦ ଟଙ୍କା

କାନ୍ଦିଲେ ବୋଲି ଗଣିଲେ ତଣ୍ଡ। ହଜାରେ ନୁହେଁ କି ଦୁଇ ହଜାର ନୁହେଁ ଏକାଥରେ ୩ ହଜାର ଟଙ୍କା ଦେଇଛନ୍ତି ଜଣେ ମହିଳା। କଥାଟା ଯେକେହିବି ଶୁଣିଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଘଟଣାଟି ସତ।

Amputated Leg Found From Jungle In Jajpur
କାହାର ଏହି କଟା ଗୋଡ଼ ? ଭୟଭୀତ ଲୋକେ...

କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Newly Married Woman Kills Herself
ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ଶେଷ ଇଚ୍ଛା ଲେଖିଲେ ନବବିବାହିତା, ‘ମୁଁ ମରିଗଲେ...’

ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’... ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ।

 Mahanadi Water Issue
ମହାନଦୀ ଜଳ ବିବାଦ: ଦିନେ ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଥିଲେ, ଏବେ କୁଆଡ଼େ ଗଲେ ବିଜେଡି ନେତା ?

ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା। 

Telangana Encounter Of 4 Rape Accused Fake
ବଡ଼ ଖୁଲାସା- ୨୦୧୯ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍‌

୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍‌କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି।  ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

Thunderstorm With Lightning To Occur In 14 Districts Of Odisha
୧୪ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା, ରୁହନ୍ତୁ ସତର୍କ...

ରାଜ୍ୟର ୧୪ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Odia Singer Humane Sagar Reacts Over Allegation Of Making Death Threats
ମୁହଁ ଖୋଲିଲେ ହ୍ୟୁମାନ କହିଲେ- ‘ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗିନି’

ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀତକାର ଜାପାନୀ ଥାନାରେ ହତ୍ୟା ଧମକ ନେଇ ଅଭିଯୋଗ କରିବା ପରେ ଗତକାଲି ହ୍ୟୁମାନ ମୁହଁ ଖୋଲିଛନ୍ତି। କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଲକ୍ଷ୍ୟ ନୁହେଁ ବୋଲି ହ୍ୟୁମାନ କହିଛନ୍ତି। 

Daily Horoscope
ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକିରିରେ ହୋଇପାରେ ପଦୋନ୍ନତି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର । ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ପାଦ- କୃଷିହାନି-ଭୂମିଦାନ।

Case Filed Against Odia Singer Humane Sagar
ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା

ବିବାଦରେ ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି।

BJD Leader Debasish Samantaray Reaction Over MP Anubhav Mohanty's Video
ଅନୁଭବଙ୍କ ଭିଡିଓକୁ ନେଇ ବିଜେଡିର ପ୍ରତିକ୍ରିୟା, ସାଂସଦ ଭାବେ ତାଙ୍କ ଭୂମିକା କ’ଣ ସେ କଥା କହିନାହାଁନ୍ତି

ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରୁ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା।

206 Kidney Stones Removed From 56-Year-Old Man
ମେଡିସିନ୍‌ ଖାଇବା ପରେ ଠିକ୍‌ ହୋଇଯାଉଥିଲେ, ହେଲେ ଅପରେସନ୍‌ ପରେ କିଡ୍‌ନୀରୁ ବାହାରିଲା ୨୦୬ ପଥର

ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ କିଡ୍‌ନୀରୁ ୨୦୬ଟି ପଥର ବାହାର କରାଯାଇଛି। କିଡ୍‌ନୀରୁ ଏତେ ସଂଖ୍ୟକ ପଥର ମିଳିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।