କିଛି ଦିନ ମଧ୍ୟରେ ବାଲେଶ୍ୱରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି।
୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।
ରାଣୀ ଏଲିଜାବେଥ୍ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।
ବାରବାଟୀ ଷ୍ଟାଡିୟମରେ ଟିକେଟ୍ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।
ଟଙ୍କା ଦେଲେ ନାହିଁ ବୋଲି ଛାଡ଼ିଲେନି ମୃତଦେହ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଆଣି ଅନ୍ତ୍ୟେଷ୍ଟି କ୍ରିୟା କରିବା ଲାଗି ବୃଦ୍ଧ ବାପାମା’ଙ୍କୁ କାନିପାତି ଭିକ୍ଷା ମାଗିବାକୁ ପଡ଼ିଛି।
ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୯ ତାରିଖ, ଗୁରୁବାର। ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ।
ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।
ଅନ୍ଲାଇନ୍ ପେମେଣ୍ଟ୍ (Online Payment) ଓ ଟ୍ରାଞ୍ଜାକ୍ସନ (Digital Transaction) ପାଇଁ ୟୁପିଆଇ (UPI) ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍ କାର୍ଡରୁ କରିପାରିବେ UPI ପେମେଣ୍ଟ।
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି।
କ୍ୟାନ୍ସର ଚିକିତ୍ସାରେ ଇତିହାସରେ ପ୍ରଥମ ଔଷଧର ପରୀକ୍ଷଣ ବେଳେ ସମସ୍ତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଆମେରିକାର ନ୍ୟୁୟର୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍ଫି ଉଠାଇ ଜଣେ ଭକ୍ତ ଫେସ୍ବୁକ୍ରେ ଫଟୋ ପୋଷ୍ଟ କରିଛନ୍ତି।
କଟକ ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରୀୟ ଅଭିଯୁକ୍ତଙ୍କ ମୃତଦେହ ପଡ଼ି ରହିଛି। ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି।
ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ।
୨ ଦିନରେ ମାଟି ତଳୁ ଦୁଇ ହାତୀଙ୍କ କଙ୍କାଳ ଠାବ ପରେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି।
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।