ଅନ୍ତେବାସୀ ଥିଲେ, ବନ୍ଧୁ ହେଲେ । ଆଉ ଏବେ ପତିପତ୍ନୀା ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇଛନ୍ତିା
ଆଗାମୀ ନିର୍ବାଚନ ପାଇଁ ଦଳର ଟିକେଟ୍ ନେଇ ମନ୍ତ୍ରୀ, ବିଧାୟକ ମାନେ ଚର୍ଚ୍ଚା କରୁଥିବା ବେଳେ ଏହା ଉପରେ ବିରାମ ଲଗାଇବାକୁ ପ୍ରଣବ ଏଭଳି କହିଥିବା ଆଲୋଚନା ହେଉଛି ।
ସାବିନାଙ୍କ ଭଳି ଅନେକ ନାବାଳିକା ଝିଅ ପରିସ୍ଥିତିର ଚାପରେ ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କାଟିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।
CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ନଗଦ ଟଙ୍କା ଓ କିଛି ଆସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି ।
ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ।
୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଟଙ୍କା ଏବଂ ୧୫ ହଜାରରେ ମିଳିବ ଲକ୍ଷାଧିକ ଟଙ୍କା। ଶହ ଶହ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଠକି ନେବା ପରେ ଠକ ସଂସ୍ଥା ଆପ୍ ବନ୍ଦ କରି ଛୁ’ ମାରିଛି l
ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।
ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍ କମାଣ୍ଡର ମହମୁଦ୍ ଅଲ୍-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।
ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫୋନ୍ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ।
ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ।
କଟକ ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟ ସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ହାଇକୋର୍ଟ ସଫା ସଫା ଶୁଣାଇଛନ୍ତି।
ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ ଓ ବଜ୍ରପାତରୁ ବଞ୍ଚାଇବ ତାଳ ଗଛ। ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି। ତେଣୁ ଘଞ୍ଚ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ଜୋର୍ ଦିଆଯାଇଛି।
ଅକ୍ଷୟ ମହାନ୍ତି, ଓଡିଆ ସଙ୍ଗୀତ ଜଗତର ମଉଡ଼ମଣି, ନେମ୍ ଆଉ ଫେମ୍ ଯାହାଙ୍କଠାରୁ ସୃଷ୍ଟି ସଙ୍ଗୀତ, କବିତା ଗଳ୍ପ କି ଉପନ୍ୟାସ ସବୁଥିରେ ସେ ଥିଲେ ମାହିର, ସେ ଥିଲେ ଏକଲବ୍ୟ।
ଟ୍ରାକ୍ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଟଙ୍କା। ରିଜର୍ଭ ବ୍ୟାଙ୍କ ସାମ୍ନାରେ ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍ ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ। ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ...
ସହିପାରିଲେନି ସାବତ ମାଆର ଯନ୍ତ୍ରଣା। ୧୩ ବର୍ଷ ବୟସରୁ ଗାଁକୁ ଅଲ୍ବିଦା କହିଥିଲେ ଯେ ୬୩ ବର୍ଷ ବୟସରେ ଫେରିଲେ...
ବର୍ବରତାର ସୀମା ଟପିଲେ ହମାସ୍ ଆତଙ୍କବାଦୀ। ହତ୍ୟା କରି କଲେ ଲାଇଭ୍ ଷ୍ଟ୍ରିମିଂ। ଗତ କିଛିଦିନ ମଧ୍ୟରେ ଅନେକ ଭୟାନକ ଦୃଶ୍ୟ ଇସ୍ରାଏଲ୍ରୁ ଆସିଛି । ହମାସ୍ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଲଙ୍ଘିଛି...
ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବାକୁ ଦାଦନ ଯାଇଛି ପୁଅ । କିନ୍ତୁ ଆଉ ଫେରିବାରେ ନାଁ ଧରୁନି । ଘର ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀଣା ବାପା । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି...
ବିଜୟ, ବିଗ୍ ବି, ସେହେନଶା..ନାଁ ଅନେକ ପରିଚୟ ଗୋଟିଏ ଅମିତାଭ୍ ବଚ୍ଚନ । ଶତାବ୍ଦୀର ମହାନାୟକ, ଅଭିନୟ ତାଙ୍କଠୁ ଆରମ୍ଭ ଆଉ ତାଙ୍କରି ପାଖରେ ଶେଷ । ଆଜି ତାଙ୍କୁ ୮୧ ବର୍ଷ ହୋଇଛି, ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ଶତାଧିକ ଫ୍ୟାନ...