• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Daily Horoscope
Daily Horoscope 11th October 2023: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୧ ତାରିଖ ବୁଧବାର ଚନ୍ଦ୍ର –ସିଂହ ଅହୋରାତ୍ର ତିଥି-୧୨ଶୀ ସନ୍ଧ୍ୟା ୦୫.୩୭ ଗତେ ୧୩ ଶୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତବାର- କର୍କଟ ପୁଷ୍କର ଦୋଷ- ୧ ପାଦ ପଶୁସମ୍ପଦ ନାଶ ଅନ୍ନଦାନ ସନ୍ଧ୍ୟା ୦୫.୩୭...

Group clash erupts over land dispute in Bhadrak
ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ୍‌, ପୋଲିସ୍‌କୁ ବି ଛାଡ଼ିଲେନି...

ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍‌ ପରିସର ରଣକ୍ଷେତ୍ର ପାଲଟି ଥିଲା ।

Meet Banapriya Nayak, an epitome of woman empowerment
ସଫଳତା ଆଣିଦେଲା ମାଆ ଦେଇଥିବା ସଂସ୍କାର

ଶ୍ରୀକ୍ଷେତ୍ରର ବୋହୂ.. ଈଶ୍ୱର ବିଶ୍ୱାସୀ ଆଉ ପରିଶ୍ରମୀ.. ମାଆ ଶିଖେଇଥିବା କଳାକୁ କୌଶଳ କରି ଆଜି ସେ ଜଣେ ସଫଳ ଉଦ୍ୟୋଗୀ

Apana Eka Nuhanti | Boy in Polasara suffering from Thalassemia seeks govt help for treatment
‘ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି, ହେଲେ ଟଙ୍କା ଆସିବ କେଉଁଠି ? ’

ସ୍କୁଲ ଯାଇପାରୁନି.. ଚାଲିଲେ ହାଲିଆ ଲାଗୁଛି.. ମାସକୁ ଦୁଇଥର ରକ୍ତ ଦିଆଯାଉଛି.. ସମସ୍ତଙ୍କ ଭଳି ହସି ପାରୁନି, ଖେଳି ପାରୁନି.. ବହୁତ କଷ୍ଟ ହେଉଛି.. ମୁଁ ପାଠ ପଢିବି.. ବଡ଼ ମଣିଷ ହେବି..ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି..ହେଲେ ୨୨ ଲକ୍ଷ ଆସିବ କେଉଁଠୁ ?

Elderly man dies at old age home in Champua, sons don’t bother to pay last respect
‘ମୁଁ ଗୋଟେ ଅନାଥ ବାପାର ଜୁଈ’

ଜୀବନରେ କେତିକି ପାଇଲି, ଆଉ କେତେ ହରାଇଲି ଜାଣିନି.. ହେଲେ ସଂସାର ଛାଡ଼ି ଆରପାରିକୁ ଗଲା ବେଳକୁ ଆଜି କିନ୍ତୁ ଅନାଥ ଭଳି ଯାଉଛି..ଏଠି ଗୋଟେ ବାପାର ଜୁଈ ଜଳୁଛି..

Woman in Odisha’s Dhenkanal seeks financial assistance for son’s treatment
ଶେଜରେ ଭେଣ୍ଡିଆ ପୁଅ, ଶୁଖୁନି ମାଆର ଲୁହ..

ଆଖିର ଲୁହ ଶୁଖିଲା ନାହିଁ କି ଘରେ ସୁଖ ବୋଲି ଆଉ କିଛି ବି ନାହିଁ.. ଡାକ୍ତର ରିପୋର୍ଟ ଆସିବା ପରେ ସବୁ କିଛି ଯେମିତି ବଦଳିଗଲା.. କେତେ ସ୍ୱପ୍ନ ସଜେଇଥିଲା ଜଗା.. ସେସବୁ କଣ ଅଧାରେ ରହିଯିବ ! ଚିନ୍ତା କରି କରି ଦିନ ରାତି କାନ୍ଦୁଛନ୍ତି...

Former Odisha DGP Sarat Mishra passes away
୮୮ ବର୍ଷରେ ପୂର୍ବତନ ଡିଜିପି ଶରତ ମିଶ୍ରଙ୍କ ପରଲୋକ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।ଡେଙ୍ଗୁ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା...

Daily Horoscope
Daily Horoscope 10th October 2023: ନୂତନ ଯାନବାହାନ କିଣି ପାରନ୍ତି, ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର,  ଚନ୍ଦ୍ର –କର୍କଟ ପ୍ରାତଃ ୦୫.୪୪ ଗତେ ସିଂହ ତିଥି- ୧୧ ଶୀ ଦିବା ୦୩.୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ପ୍ରାତଃ ୦୫.୪୪ ଗତେ କର୍କଟ ଓ ମକର ଘାତ ବାର- ମକର ପୁଷ୍କର ଦୋଷ- ୧...

World Oil Market likely to get impacted by ongoing Israel war
ବଢ଼ିପାରେ ତୈଳ ଓ ଗ୍ୟାସ୍ ଦର

ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି। 

World Cup 2023
World Cup 2023: ଆଜି ହାଇଭୋଲଟେଜ ମ୍ୟାଚ୍‌, ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ

ବିଶ୍ୱକପ୍‌ କ୍ରିକେଟ୍‌ରେ ଆଜି ହାଇଭୋଲଟେଜ ମ୍ୟାଚ୍‌। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଦୁଇ ଦଳ ।

Odisha CHSE Launches Question Bank For Class 12 Students
ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କଲା CHSE

ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ।

91st Indian Air Force Day celebration
ଆଜି ବାୟୁସେନା ଦିବସ: ଉନ୍ମୋଚିତ ହେଲା ବାୟୁସେନା ନୂଆ ପ୍ରତୀକ

ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି। 

Over 500 Killed In Israel Palestine War
ଚାରିପଟୁ ଘେରି ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନର ଆକ୍ରମଣ, ୫୦୦ରୁ ଅଧିକ ମୃତ...

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। 

Two women walking naked on road in Sundargarh
ରାସ୍ତାରେ ଉଲଗ୍ନ ବୁଲିଲେ ମା’, ଝିଅ: ସାମ୍ନାକୁ ଆସିଲା ଛାତି ଥରାଇ ଦେଲା ଭଳି କାହାଣୀ...

ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି କାହାଣୀ ସାମ୍ନାକୁ ଆସିଛି। ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛି।

Police personnel exposed while taking money from farmers in Kendrapara
ଚାଷୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ ପୋଲିସ୍‌ ବାବୁ, ଘେରିଲେ ଲୋକେ...

ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Israel-Palestine Conflict
ଇସ୍ରାଏଲ୍- ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ୨୦ ମିନିଟ୍ ଭିତରେ ୫ ହଜାର ରକେଟ୍ ମାଡ଼

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି।

3 college students killed in separate road accidents in Angul and Bolangir
ବାଟରେ ଜଗିଥିଲା ଯମ: ମର୍ଣ୍ଣିଂ ୱାକ୍‌ ବେଳେ ୩ କଲେଜ ଛାତ୍ରଙ୍କ ଉପରେ ଚଢ଼ିଗଲା ଗାଡ଼ି

ମର୍ଣ୍ଣିଂ ୱାକ୍‌ ବେଳେ ଚଢ଼ିଗଲା ଗାଡ଼ି। ଆଜି ସକାଳୁ ସକାଳୁ ଅନୁଗୁଳ ଓ ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Reality of Odisha Mahaprayan hearse scheme: Man carries deceased wife’s body on trolley in Soro
କାହା ପାଇଁ ମହାପ୍ରୟାଣ ସେବା ? ଶବ ନେବାକୁ ମନା କରିଦେଲା ସରକାରୀ ଆମ୍ବୁଲାନ୍ସ, ଶେଷରେ ଟ୍ରଲିରେ ବୁହା ହେଲା...

ଟ୍ରଲିରେ ବୁହା ହେଲା ଶବ। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

Girlfriend Somalika files objection against MLA Bijay Shankar marriage registration application
‘ପ୍ରତିବର୍ଷ ବିଜୟ ଶଙ୍କରଙ୍କ ନୂଆ ଝିଅ ଦରକାର, ତାଙ୍କ ନାଁରେ ମୋ ପାଖରେ ସବୁ ପ୍ରମାଣ ଅଛି’

ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି। 

24,000 engineering course seats vacant in Odisha, unemployment rising in state
ମାଳ ମାଳ କନକ୍ଲେଭ୍, ଗଦା ଗଦା ଏମଓୟୁ...ଚାକିରି ବେଳକୁ ପ୍ରତିଶ୍ରୁତି ଫୁସ୍

ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।