• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Sikkim Flash Floods: Deadbody Found From Bangladesh And West Bengal
ସିକ୍କିମରେ ହେଲା ପ୍ରଳୟଙ୍କରୀ ବନ୍ୟା: ବାଂଲାଦେଶ, ପଶ୍ଚିମବଙ୍ଗରୁ ମିଳିଲା ମୃତଦେହ...

ଦିନ ଯେତିକି ଗଡୁଛି, ସେତିକି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିସ୍ତା ନଦୀରେ ଭାସି ଯାଇଥିବା ମୃତଦେହ ଗୁଡ଼ିକ ପଡ଼ୋଶୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଉଛି।

Death threat to BJP National VP Baijayant Panda, police arrested accused
ଧରାପଡ଼ିଲା ବୈଜୟନ୍ତଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି, କାହିଁକି ଧମକପୂର୍ଣ୍ଣ କଲ୍‌ କରିଥିଲା କହିଲା କାରଣ...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ପୋଲିସ୍‌ ହାତରେ ଧରାପଡ଼ିଛି। କାହିଁକି ଏମିତି ଫୋନ୍‌ କରିଥିଲା ଜେରା ବେଳେ ଅଭିଯୁକ୍ତ ଜଣକ ସ୍ୱୀକାର କରିଛି।

Girl performs last rites for father in Nabarangpur
ବାପାଙ୍କୁ ମୁଖାଗ୍ନି ଦେଇ ଶେଷ ଇଚ୍ଛା ପୂରଣ କଲା ଝିଅ

ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସାଜିଲା ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।

Mortal remains of Jawan Saroj Das will arrive in Odisha today
ସଲାମ୍‌ ସରୋଜ: କାନ୍ଦୁଛି ଘର, କାନ୍ଦୁଛି ଗାଁ...ଆଜି ସହିଦ ସରୋଜ ଦାସଙ୍କ ଶେଷକୃତ୍ୟ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।

Dhenkanal youth missing in Sikkim
‘ମୋ ପୁଅକୁ ଖୋଜି ଆଣନ୍ତୁ’...ନିଖୋଜ ପୁଅକୁ ଉଦ୍ଧାର ଲାଗି ଜିଲ୍ଲାପାଳଙ୍କୁ ପରିବାର ଲୋକଙ୍କ ଗୁହାରି

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।

Asian Games 2023:India complete 100 medals in Hangzhou
Asian Games 2023: ଦେଶ ପାଇଁ ଗର୍ବ ଓ ଗୌରବ, ୧୦୦ ପଦକ ହାସଲ କଲା ଭାରତ...

ଏସିଆନ୍ ଗେମ୍ସରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ଆଥଲେଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। 

two women naked and walked on road in Sundargarh
ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ: ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା...ସମସ୍ତେ ସବୁ କିଛି ଦେଖି ଚୁପ୍‌

ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

Anubhav Mohanty makes emotional appeal to wife Varsha on social media
‘ବିବାହ ବିଚ୍ଛେଦ ପରେ ଆମେ କ’ଣ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ ?

ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

Man in Odisha’s Narasinghpur accused son of harassing him
ପରିଣତ ବୟସରେ ବାର ଦୁଆର ବୃଦ୍ଧ ବାପା

ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍‌ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ। ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର...

Post Office building lies in dilapidated condition in Gopapur
ଡାକଘରକୁ ଯିବାକୁ ଡର ଲାଗୁଛି...

ଡାକ ଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

Woman in Bhubaneswar seeks financial assistance for treatment of husband and son
ଯନ୍ତ୍ରଣା ଦେଉଛି ଜୀବନ, ତଥାପି ହାରି ନାହାନ୍ତି ପୁଷ୍ପଲତା...

ଗୋଟିଏପଟେ ସିନ୍ଦୂର ବଞ୍ଚାଇବାକୁ ସଂଗ୍ରାମ ଅନ୍ୟପଟେ ସନ୍ତାନ ପାଇଁ ସଂଘର୍ଷ । ସ୍ୱାମୀଙ୍କୁ ଲିଭର ସିରୋସିସ୍, ଆଉ ଭେଣ୍ଡିଆ ପୁଅ ଅଟିଜିମର ଶିକାର। ଉଭୟଙ୍କ ଚିକିତ୍ସା ପାଇଁ ଘର ଡିହ ବିକି ସାରିଲଣି ସ୍ତ୍ରୀ ପୁଷ୍ପଲତା...

Today Panchang
Today Panchang 6th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Daily Horoscope
Daily Horoscope 6th October 2023: ନୂତନ ଚାକିରିର ସୁଯୋଗ ପାଇପାରନ୍ତି, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର ଚନ୍ଦ୍ର –ମିଥୁନ ଅହୋରାତ୍ର  ତିଥି- ୭ ମୀ ପ୍ରାତଃ ୦୬.୩୫ ଗତେ ୮ମୀ  ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର  ଘାତ ବାର- ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-...

Anubhav Mohanty
ଅନୁଭବ କହିଲେ- ‘ବର୍ଷା, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’

ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।

policeman shoots wife, two daughters dies by suicide
ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଗୁଳି କଲେ, ପରେ ନିଜେ ଆତ୍ମହତ୍ୟା କଲେ ପୋଲିସ୍‌କର୍ମୀ...

ଜଣେ ହେଡ୍‌ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ୍‌କର୍ମୀଙ୍କ ଘରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି।

Panic grips after firecracker blast damages car in Kendrapara
ରାସ୍ତାରେ ଶୁଖୁଥିଲା ବାଣ, କାର୍‌ ଚଢ଼ିଯିବାରୁ ହଠାତ୍ ହେଲା ବିସ୍ଫୋରଣ...

ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍‌ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା।

Fake godman arrested in bhubaneswar
ସ୍ୱାମୀ ସାଜିଥିଲେ ତ୍ରିକାଳଦର୍ଶୀ, ସ୍ତ୍ରୀ କରୁଥିଲେ ଝଡାଫୁଙ୍କା: ଶୂନ୍ୟରେ ଭବିଷ୍ୟବାଣୀ କରୁଥିଲେ ଭଣ୍ଡ ବାବା...

ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା।

OTP Sharing Scam
ଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ, ପାକିସ୍ତାନ ଏଜେଣ୍ଟଙ୍କ ସହ ଥିଲେ ଯୋଗାଯୋଗରେ...

ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍‌ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।

Odia Jawan martyred in Sikkim Flood
ସିକ୍କିମ ପ୍ରଳୟଙ୍କରୀ ବନ୍ୟା: ଓଡ଼ିଆ ଯବାନ ସହିଦ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍‌ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।

Party shielding mla Bijay Shankar Das
‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି’

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।