• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

nda-exam
ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି : NDA ପରୀକ୍ଷା ଦେଇପାରିବେ ଝିଅ

ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ...

Sunanda Pushkar Death Case
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଆଶ୍ୱସ୍ତି : କଂଗ୍ରେସ ନେତାଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ...

Afghanistan's first female mayor
’ଘରେ ଅପେକ୍ଷା କରିଛି, ତାଲିବାନୀ ଆସି ମୋତେ ଓ ପରିବାରକୁ ମାରି ଦିଅନ୍ତୁ’

ମୃତ୍ୟୁ ଆସନ୍ନ । ତଥାପି ନିର୍ଭିକ, ନିଶ୍ଚଳ । ଆଖି ଆଗରେ ସ୍ୱାମୀଙ୍କୁ ହତ୍ୟା କରିପାରନ୍ତି. . .ପିଲାଙ୍କ ଉପରେ ଅତ୍ୟାଚାର କରିପାରନ୍ତି । ତାଲିବାନୀ କୌଣସି ବି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି । ତଥାପି ଦମ୍ଭ ଧରି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଜରିଫା...

biswabandhu
ଗରିବ ମେଧାବୀ ବିଶ୍ୱବନ୍ଧୁ : ନାସାରେ କାମ କରିବାର ସୁଯୋଗ ପାଇଲେ କେନ୍ଦୁଝରର ୧୫ ବର୍ଷିୟ ଛାତ୍ର

ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି କେନ୍ଦୁଛରର ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା...

aligarh
ଅଲିଗଡ଼ର ନାମ ହେବ ହରିଗଡ଼, ମେନପୁରୀ ଜିଲ୍ଲାର ନାମ ବି ବଦଳିବ

ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର...

corona virus
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : କୋଭିଡ -19 ଆଣ୍ଟିଜେନ୍ ଟେଷ୍ଟିଂ କିଟର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

କରୋନା ମହାମାରୀର ତୃତୀୟ ଲହରୀ ପ୍ରସଙ୍ଗରେ ବିଶେଷଜ୍ଞଙ୍କ ଚେତାବନୀ ମଧ୍ୟରେ ସରକାର ସୋମବାର ଦିନ COVID-19 ଆଣ୍ଟିଜେନ୍ ଟେଷ୍ଟିଂ କିଟର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତତ୍କାଳ ପ୍ରଭାବ ପାଇଁ COVID-19 ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ରପ୍ତାନିକୁ ସୀମିତ ବର୍ଗରେ ରଖାଯାଇଛି ବୋଲି ବୈଦେଶିକ ବାଣିଜ୍ୟ...

Taliban
ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର : ବିଶ୍ୱର ସବୁଠାରୁ ଧନୀ ଆତଙ୍କୀ ସଂଗଠନରେ ସାମିଲ ତାଲିବାନ

ଧନୀ ଆତଙ୍କୀ ସଂଗଠନରେ ତାଲିବାନୀ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାର୍ଷିକ ପାଖାପାଖି ୧୨ ହଜାର କୋଟିର ଟର୍ଣ୍ଣଓଭର । ତେବେ ଏଇଠି ପ୍ରଶ୍ନ ଉଠୁଛି, ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଲିବାନ ପାଖକୁ ଟଙ୍କା କେଉଁଠୁ ଆସେ ? କିଏ ଏତେ ଟଙ୍କା ଦେଉଛି ? ବେଆଇନ୍ କାରବାର...

taliban-
କାହାକୁ ଭୟ ତ କିଏ ଖୁସିରେ ଝୁମୁଛି . . . କାବୁଲ କବଜା ପରେ ଆମ୍ୟୁଜମେଣ୍ଟ୍ ପାର୍କରେ ମସ୍ତି କରୁଛନ୍ତି ତାଲିବାନୀ

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି ।...

afghanistan-american-aircraft
ଶଙ୍କିତ ଚେହେରା ଆଉ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ : ଯନ୍ତ୍ରଣା ବଖାଣୁଛି ଆଫଗାନିସ୍ତାନରୁ ଉଡ଼ାଣ ଭରିଥିବା ବିମାନ ଭିତରର ଫଟୋ

ଭୀତତ୍ରସ୍ତ ଚେହେରା, ଭଙ୍ଗା ମନ ଆଉ ଜୀବନ ଜିଇଁବାର ଆଶା ବାଟ କଢ଼ାଇ ନେଉଛି । ବିମାନ ଭିତରର ଫଟୋ ବଖାଣୁଛି ଯନ୍ତ୍ରଣାର କାହାଣୀ । ତାଲିବାନୀ ଆତଙ୍କୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ମଣୁଛନ୍ତି ଲୋକେ । ପ୍ରତ୍ୟେକ ମୁହୂର୍ତ୍ତରେ ବଦଳିଯାଉଛି ଆଫଗାନିସ୍ତାନର...

Maharashtra
ମହାରାଷ୍ଟ୍ରରେ ବୃଦ୍ଧି ପାଉଛି ଡେଲଟା ପ୍ଲସ୍ ଭାରିଏଣ୍ଟ୍ ପ୍ରକୋପ : ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬ରେ ପହଞ୍ଚିଲା

ମହାରାଷ୍ଟ୍ରରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ସୋମବାର ଦିନ ଡେଲଟା ଭାରିଏଣ୍ଟର ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଡେଲଟା ପ୍ଲସ୍ ଭାରିଏଣ୍ଟ ରୋଗୀଙ୍କ ସଂଖ୍ୟା...

Afghanistan
ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା : ସହାୟତା ପାଇଁ ମେଲ୍ ଆଇଡି ଓ ଫୋନ୍ ନମ୍ବର ଜାରି

ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ...

joe-biden
’ଆମେରିକା ବହୁତ ସାହାଯ୍ୟ କଲା, ବର୍ତ୍ତମାନ ଆଫଗାନ୍ ନିଜେ ସ୍ଥିର କରୁ ନିଜ ଭବିଷ୍ୟତ’

ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ, ତାହା ଆମର ଫୋକସ୍ ବୋଲି ସେ କହିଥିଲେ । ଏହାଛଡ଼ା ଆଫଗାନ ରାଜନୈତିକ ନେତା ମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ...

terrible-situation-in-afghanistan
ପ୍ଲେନରେ ଜୋରଜବରଦସ୍ତ ସବାର ହେଲେ ଆଫଗାନୀ : ଉଡ଼ାଣ ଭରିବା ପରେ ବିମାନରୁ ଖସିପଡ଼ିଲେ ୩ ଜଣ

ମନା କରିବା ସତ୍ତ୍ୱେ ଦେଶ ଛାଡ଼ି ପଳାଇବା ପାଇଁ ତିନିଜଣ ଯୁବକ ବିମାନର ଟାୟାରକୁ ଦୃଢ଼ ଭାବ ଧରିଥିବା ଅନ୍ୟ ଦେଶକୁ ପଳାୟନ କରିବାକୁ ଚାହୁଁଥିଲେ । ହେଲେ ବିମାନ ଉଡ଼ାଣ କରିବା ମାତ୍ରେ ଯୁବକ ତିନି ଜଣ ପଡ଼ିଯାଇଛଥିବା କହିଛନ୍ତି ସ୍ଥାନୀୟ ଲୋକ । ବିମାନରୁ ପଡ଼ିଯିବା...

Air India
ଆଫଗାନିସ୍ତାନକୁ ଯିବ ନାହିଁ ଏୟାର ଇଣ୍ଡିଆ ବିମାନ : ଏୟାରସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଠପ୍

ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଫଳରେ କାବୁଲରେ କୌଣସି ବିମାନ ଅବତରଣ କରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ ।

kabul
କାବୁଲର ସ୍ଥିତି ସଙ୍ଗୀନ : ଏୟାରପୋର୍ଟରେ ଗୁଳିମାଡ଼ ଯୋଗୁଁ ୩ ମୃତ

ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳିଯାଇଛି । କ୍ଷମତାକୁ ଆସିଲା ତାଲିବାନ । ଆଫଗାନିସ୍ତାନ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ । ଦେଶର ନାମ ପୁଣି 'Islamic Emirate of Afghanistan’ ରଖାଯିବ ବୋଲି ଘୋଷଣା କରିଛି...

meghalaya
ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼

ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି । ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ଘରେ କୌଣସି ସଦସ୍ୟ ରହୁ ନଥିବାରୁ କେହି ମୃତାହତ...

thiruppur
ପ୍ରେମ ବିବାହ ପାଇଁ ଭୟଙ୍କର ଦଣ୍ଡ : ପେପର କଟରରେ ଝିଅର ବେକ କାଟିବାକୁ ବାପାର ଉଦ୍ୟମ

କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି...

afghanistan nationals protest
ବାଇଡେନ୍ ତୁମେ ଦାୟୀ : ହ୍ୱାଇଟହାଉସ ବାହାରେ ଆମେରିକା ବିରୋଧରେ ଆଫଗାନୀ ନାଗରିକଙ୍କ ବିରୋଧ ପ୍ରଦର୍ଶନ

ହ୍ୱାଇଟ୍ ହାଉସ୍ ସାମ୍ନାରେ ଆଫଗାନ ନାଗରିକଙ୍କ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ନାରାବାଜି । ଆଫଗାନିସ୍ତାନ ତାଲିବାନ ଅଧୀନକୁ ଚାଲିଯିବା ପରେ ବିକ୍ଷୋଭ କରୁଛନ୍ତି ଆଫଗାନୀ ନାଗରିକ । ସମଗ୍ର ଆଫଗାନିସ୍ତାନରେ ଏବେ ତାଲିବାନ୍ କବଜାରେ । ୨୦ ବର୍ଷ ପରେ ପୁଣି ତାଲିବାନ...

uttar-prades
ଗୋଟିଏ ବାଇକରେ ସାତ ଜଣ : ହାତ ଯୋଡ଼ିଲେ ପୋଲିସ୍ କର୍ମୀ, କହିଲେ ଚାଲାଣକୁ ନହେଲେ ନାହିଁ ଯମରାଜକୁ ତ ଡରନ୍ତୁ . . .

ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରିବା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି । ଚାଲାଣ କଟିବା ପରେ ବି ମନମାନି ଚଳାଇଛନ୍ତି । ଗୋଟିଏ ବାଇକରେ ୭ ଜଣ ଲୋକ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ଉତ୍ତରପ୍ରଦେଶରେ ଗୋଟିଏ ବାଇକରେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ୟୁପି...

uttar-pradesh
ମାଗଣା ପେଟ୍ରୋଲ ପାଇଁ ମାଡ଼ପିଟ୍ : ତ୍ରିରଙ୍ଗା ଯାତ୍ରାରେ ବୋତଲ ଲୁଟିଲେ ଜନତା, ବାଦ ପଡ଼ିଲେନି ନେତା

ହୁ ହୁ ହୋଇ ବଢ଼ୁଥିବା ତୈଳ ଦର ମଧ୍ୟରେ ମାଗଣା ପେଟ୍ରୋଲ ପାଇଁ ତୁମୁଳକାଣ୍ଡ । ଯିଏ ପାରିଲା ପେଟ୍ରୋଲ ବୋତଲ୍ ଧରି ଦୌଡ଼ିଲା । ନେତା ଆଉ ଜନତା ସମସ୍ତେ ପଟ୍ରୋଲ ବୋତଲ ଲୁଟିବା ପାଇଁ ପାଗଳ । ଉତ୍ତରପ୍ରଦେଶର କୌଶାମ୍ବୀରେ ଭାରତ ଜନତା ପାର୍ଟି (ବିଜେପି)...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।