ଯେତେବେଳେ ନିଶା ପେଶା ହୋଇଯାଏ, ସେତେବେଳେ ଜୀବନ ଜିଇଁବାର ଆନନ୍ଦ ଆସେ । ଯିଏ ପିଲାଟି ବେଳୁ ବଂଶୀ ପ୍ରତି ଆକର୍ଷିତ ହେଉଥିଲେ ଆଉ ବଂଶୀର ସ୍ୱରରେ ବିଭୋର ହେଉଥିଲେ ସେ ସମୟକ୍ରମେ ପାଲଟିଗଲେ ଇଞ୍ଜିନିୟର । ହେଲେ ତଥାପି ମନ ଭିତରେ ବଂଶୀ ପ୍ରତି ଦୁର୍ବଳତା ତାଙ୍କୁ...
ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏଠାରେ ଶହ ଶହ ବିରଳ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ହେଉଥିଲା । ହେଲେ ଏବେ ମାତ୍ର ୬ଟି କୁମ୍ଭୀରଙ୍କୁ ନେଇ ନାଁକୁ ମାତ୍ର ଚାଲିଛି ପ୍ରକଳ୍ପ । କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି,...
ଭଦ୍ରକ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ବିଦ୍ୟାଧର ସାହୁ ପାରା ମାନଙ୍କୁ ତାଙ୍କର ପରିବାରର ସଦସ୍ୟ ଭାବନ୍ତି । ସେହିପରି ଗଂଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ କୁକୁରଙ୍କ ସେବାରେ ଲାଗିଛନ୍ତି ।
ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି । ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ଲାଗିଲା ରୋକ୍ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ବୃଦ୍ଧି କରିଛନ୍ତି । ନିୟମିତ ନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ...
ଆଜି ଅଗଷ୍ଟ ମାସର ଶେଷ ରବିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ୮୦ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍...
ବାପା ଚାଲିଗଲେ, ମାଁ ଚାଲିଗଲେ । ଏତେ ବଡ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । କୋମଳ ବୟସରେ ପରଘରେ ମୂଳ ଲାଗୁଛି ସରିତା । ଦୁଇ ଅନାଥ ଭାଇ ଭଉଣୀଙ୍କ ବିଷୟରେ ଜାଣିବା ଆମର ଏହି ବିଶେଷ ରିପୋର୍ଟ ନାବାଳିକା ମୁଣ୍ଡରେ ସଂସାର ବୋଝ...
ନିମଚ ଜିଲ୍ଲାର ସିଙ୍ଗୋଲି ଥାନା ଅଞ୍ଚଳରୁ ଏପରି ବର୍ବର ଘଟଣା ଘଟିଛି । ଘଟଣାର ପୂରା ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚୋରି ସନ୍ଦେହରେ ଲୋକମାନେ ପୀଡିତଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବାଣଦା ଗାଁର...
୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ...
ଖେଳୁ ଖେଳୁ ପ୍ରେସର କୁକରରେ ନିରୀହ ଦେଢ଼ ବର୍ଷର ଶିଶୁ ମୁଣ୍ଡ ଭର୍ତ୍ତି କରିଦେଇଥିଲା । ହେଲେ ମୁଣ୍ଡ ବାହାର ନକରି ପାରିବାରୁ ଛଟପଟ ହୋଇ ବିକଳ ଭାବରେ କାନ୍ଦିବାରେ ଲାଗିଲା । ପରିବାର ଲୋକଙ୍କ ଅନେକ ଚେଷ୍ଟା ପରେ ବି କୁକରୁ କୁନି ପୁଅର ମୁଣ୍ଡ ବାହାର...
ଗତ ଚାରି ଦିନ ହେଲେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ଦିନ ୪୬୧୪୬, ଶୁକ୍ରବାର ଦିନ ୪୪୬୫୮, ଶନିବାର ଦିନ ୪୬୭୫୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ହେବାର ମୁଖ୍ୟ କାରଣ...
ଜଳମଗ୍ନ ହୋଇ ମାୟାନଗରୀର ବଡ଼ ଭାଗ ବୁଡ଼ିଯିବ । ପ୍ରକୃତି ଚେତାବନୀ ଦେଲାଣି, ବେଳହୁଁ ସାବଧାନ ହେବାକୁ ପଡ଼ିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବେଇ ସହର ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ,...
ଆଫଗାନିସ୍ତାନ ଦଖଲ ପରେ ଧୀରେ ଧୀରେ ନିଜର ନିଷ୍ଠୁର ରୂପ ଦେଖାଇବା ସହ କ୍ରୁର ଆଦେଶ ଜାରି କରୁଛି । ଏକ ସପ୍ତାହ ମଧ୍ୟରେ ଆଫଗାନୀ ନାଗରିକଙ୍କୁ ସରକାରୀ ସମ୍ପତ୍ତି, ଯାନ ଏବଂ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ । ଟୋଲ୍ ନ୍ୟୁଜ୍ ଅନୁସାରେ...
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ କରୋନା ସଂକ୍ରମଣର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିବନ୍ଧକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏକ ମାସ ମଧ୍ୟରେ ସାରା ଦେଶରେ ଜାରି କରାଯାଇଥିବା COVID-19 ନିର୍ଦ୍ଦେଶାବଳୀକୁ ବଢ଼ାଇବା ସହ କେନ୍ଦ୍ର ଗୃହ ସଚିବ...
ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପ ପୁଅଙ୍କୁ ଆକ୍ରମଣ ଘଟଣାରେ ପୋଲିସର ତନାଘନା । ଘଟଣା ବିଷୟରେ ପଚାରି ବୁଝିବା ସହ ତାଙ୍କୁ ପଚରାଉଚରା କରିଛନ୍ତି ଖୋର୍ଦ୍ଧା ଏସପି । ପୋଲିସର ଏକ ଟିମ୍ କଡବ ଗାଁକୁ ଯାଇ ପୀଡ଼ିତଙ୍କୁ ଥାନାକୁ ଆଣି ଖୋଳତାଡ଼ ଚଳାଇଛି । ଗତକାଲି...
ଖଟରେ ପଡ଼ି ପଡ଼ି ହାଡ଼ ଗଣି ହୋଇ ଗଲାଣି । ଉପରେ କେବଳ ଚର୍ମର ପରଦା ପଡ଼ିଛି । ନାହିଁନଥିବା ଯନ୍ତ୍ରଣା ଭୋଗୁଛନ୍ତି ମୁକୁନ୍ଦ ଭୋଇ । ପରିବାର ଚଳାଇବା ପାଇଁ ପର ଘରେ ମୂଲ ଲାଗୁଛି ଝିଅ
ଧର୍ମନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ । ରଙ୍ଗୀନ ଆଲୋକମାଳାରେ ମନ୍ଦିର ଗୁଡିକୁ ସଜାଇ ଦିଆଯାଇଛି । କୃଷ୍ଣ ଜନ୍ମ ଅବସରରେ ଭଳିକି ଭଳି ଫୁଲରେ ପୂରି ଉଠୁଛି ପୂରା ସହର । ପ୍ରମୁଖ ଛକ ଏବଂ ରାସ୍ତାଗୁଡ଼ିକୁ ସଜାଉଛନ୍ତି ରାଜ୍ୟ ସରକାର । ସେହିପରି...
ଆମେରିକାର ସେନା ଏବଂ ନୌସେନା ଦ୍ୱାରା ବ୍ୟବହୃତ ବ୍ଲାକହକ୍ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି ବର୍ତ୍ତମାନେ ଆମେରିକାର ସାମରିକ ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି 'ତାଲିବାନ ଅଧୀନରେ । ଏଥିମଧ୍ୟରେ ୭୫ ହଜାର ଯାନ, ୨୦୦ ରୁ...
ଡରାଇଲାଣି କରୋନାର ତୃତୀୟ ଲହରୀ । ପୁଣି ଦେଶରେ ବଢ଼ିଲାଣି ସଂକ୍ରମଣ । କିଛି ଦିନ ବ୍ୟବଧାନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦ହଜାରରୁ ଅଧିକ ରହୁଛି, ଯାହା...
କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ଆକ୍ରମଣ ଆଶଙ୍କା । କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଆମେରିକା ଶୁକ୍ରବାର ଦିନ ନାଗରିକମାନଙ୍କୁ ବିମାନ ବନ୍ଦର ଫାଟକ ଛାଡିବାକୁ ଅପିଲ କରିଛି । ସୁରକ୍ଷା ତଥା ଆସନ୍ନ ବିପଦ କାରଣରୁ ବିମାନ ବନ୍ଦରକୁ ନଯିବାକୁ ଦୂତାବାସ କର୍ମଚାରୀ ଓ ଆମେରିକୀୟ ନାଗରିକମାନଙ୍କୁ...
ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର...