• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

maharashtra
ଲକ୍ଷ ଲକ୍ଷ ଟଙ୍କାରେ ଫାଇନାଲ୍ ହୋଇଥିଲା ଡିଲ୍ : ବଡ଼ ଭାଇର ପୋଖରୀରେ ବିଷ ପକାଇ ୨୦ ହଜାର ମାଛ ମାରିଦେଲା ଭାଇ

ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

launching-pad
ଜମ୍ମୁ କାଶ୍ମୀରରେ ୨୫୦ରୁ ଅଧିକ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ଶତ୍ରୁ ଦେଶ

ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର...

vaccine
କୋଭାକ୍ସିନ ଓ କୋଭିସିଲ୍ଡ ମିଶ୍ରଣ ଡୋଜ୍‌ର ଷ୍ଟଡି ପାଇଁ DCGIର ଅନୁମତି

ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ୍ ପରୀକ୍ଷଣ ଏବଂ ଅଧ୍ୟୟନକୁ ଅନୁମୋଦନ ମିଳିଛି । କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ର ଡୋଜ୍ କାମ କରୁଛି କି ନାହିଁ, ତାର ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫ୍...

vaccine
କରୋନା ଟିକାର ବୁଷ୍ଟର ଡୋଜ୍ ଉପରେ ବିଚାର ବିମର୍ଷ ଜାରି : ସୂଚନା ଦେଲେ ନୀତି ଆୟୋଗ ସଦସ୍ୟ

ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକଙ୍କୁ ଦିଆଯିବ କି ବୁଷ୍ଟର ଡୋଜ୍ ? ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ କରୋନା ଟିକାକରଣ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ବିଚାର କରୁଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ । ତେବେ ଏହି ନିଷ୍ପତ୍ତିକୁ ବହୁତ...

 Bronze sculpture
ସଙ୍କଟରେ ପିତଳ ମୂର୍ତ୍ତି କାରିଗର

ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା ନଥିବାବେଳେ ସଂକଟରେ ଜୀବନ ବିତାଉଛନ୍ତି ପିତଳ ମୂର୍ତ୍ତି କାରିଗର ।

teacher vacancy
୧୧ ହଜାରରୁ ଅଧିକ ଶିକ୍ଷକ ପଦବୀ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

୨ ହଜାର ୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୨୩ ତାରିଖ ଦିନ ଯଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ଟି ଟିଜିଟି ଏବଂ ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ...

nuapada
ନକ୍ସଲଙ୍କୁ ହଟାଅ, ସମାଜକୁ ପ୍ରଗତିଶୀଳ କରାଅ : ମାଓବାଦୀଙ୍କ ବିରୋଧରେ ବନବାସୀଙ୍କ ରଣ ହୁଙ୍କାର

ହାତରେ ପ୍ଲାକାର୍ଡ ଧରି ଲାଲବାହିନୀ ବିରୋଧରେ ରଣ ହୁଙ୍କାର ଦେଲେ ବନବାସୀ । କିଛି ଦିନ ତଳେ ପୋଲିସ ଇନଫରମର୍ ସନ୍ଦେହରେ ଜଣେ ନିରୀହ ଭୁଞ୍ଜିଆ ବ୍ୟକ୍ତିଙ୍କୁ ମାଓବାଦୀ ମାନେ ନିର୍ମମ ହତ୍ୟା କରିଥିଲେ ।

hocky
ହକିକୁ ନେଇ ସୁନ୍ଦରଗଡ଼ରେ ବଢୁଛି କ୍ରେଜ୍ : ହକିର ଉନ୍ନତି ପାଇଁ ରାଉରକେଲାରେ ଚାଲିଛି ଉନ୍ନୟନ କାମ

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ପରେ ଅସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ତେବେ ଏଭଳି ଉତ୍ସାହ ଆଜିୁର ନୁହେଁ କାହିଁ କେଉଁ ସମୟରୁ ସୁନ୍ଦରଗଡ଼ ଜିଲ୍ଲାର ଗାଁଠାରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସ୍ତର ଯାଏ ହକି ଖେଳ...

dhenkanal
ଆଜି ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା

ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।

Odisha
ନବୀନଙ୍କ ଦୁଇ ଆଖି ବବି ଓ ପାଣ୍ଡିଆନ : ନିଜ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ

ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି ।

odisha
ମିଛ ରିପୋର୍ଟ ଦେଇ ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ

ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

Kapil Sibal
କପିଲ ସିବଲଙ୍କ ଘରେ ଡିନରରେ ବିରୋଧୀଙ୍କ ମେଳି : ବିଜେପିକୁ ସତ୍ତାରୁ ବିତାଡ଼ିତ କରିବାକୁ ମାଷ୍ଟର ପ୍ଲାନ୍

ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ପ୍ରଥମେ ବ୍ରେକଫାଷ୍ଟ, ଆଉ ଏବେ ଡିନରରେ ହେଲା ଆଲୋଚନା । କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲଙ୍କ ଘରେ ବିରୋଧୀଙ୍କ ମେଳି । ସୋମବାର ଦିନ ବିରୋଧୀ ଦଳର ନେତାମାନଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ କପିଲ ସିବଲ...

pm modi
ଉଜ୍ଜ୍ୱଳା ୨.୦ ଲଂଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଏକ କୋଟି ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର୍

ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ରେ ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଉତ୍ତର ପ୍ରଦେଶ ମହୋବାରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି ।...

pegasus snooping case
’ସାମାଜିକ ଗଣମାଧ୍ୟମରେ ପେଗାସସ୍ ବିବାଦ ନେଇ ତର୍କ ନହେଉ, ସିଷ୍ଟମ ଉପରେ ବିଶ୍ୱାସ ରଖନ୍ତୁ ଆବେଦନକାରୀ’

ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ...

Supreme Court of India
ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଦଳକୁ ଦେବାକୁ ପଡ଼ିବ ପ୍ରାର୍ଥୀଙ୍କ ଅପରାଧିକ କୁଣ୍ଡଳୀ

ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି ।

Terrorist attack
ଅନନ୍ତନାଗରେ ବଡ଼ ଆତଙ୍କୀ ଆକ୍ରମଣ : ବିଜେପି ନେତା ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା

ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ...

 Tokyo Olympics
ଗୋଲ୍ଡେନ ବୟଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ : ନୀରଜ ଚୋପ୍ରାଙ୍କ ସହ ସେଲଫି ନେବାକୁ ଭିଡ଼ ଜମିଲା

ଟୋକିଓରୁ ସ୍ୱଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା । ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ । ଦେଶରେ ପହଞ୍ଚିବା ପରେ ଗୋଲ୍ଡେନ ବୟ୍ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ସେଲଫି ନେବାକୁ ଭିଡ଼ ଜମିଲା । ପଦକ ବିଜେତାଙ୍କୁ ଦିଲ୍ଲୀରେ...

protest
କଲବଲ କରୁଛି ମହାମାରୀ : ପେଟପାଟଣା ପାଇଁ ରାଜଧାନୀରେ ବିକ୍ଷୋଭ

କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ...

ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା
ପାକିସ୍ତାନରେ ’ଜୟ ଶ୍ରୀରାମ-ହର ହର ମହାଦେବ ନାରା’ : ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କରାଚିରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା...

elephant
ଯେତିକି ଖାଉଛନ୍ତି, ତାଠୁ ଅଧିକ ନଷ୍ଟ କରୁଛନ୍ତି : ହାତୀ ଉପଦ୍ରବରେ ତ୍ରାହି ତ୍ରାହି ଡାକିଲେଣି ଲୋକେ

ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।