• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

lima das
ଓଡିଶୀ ପାଇଁ ସମର୍ପିତା ଲିମା : ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତି ପାଇଁ ସାରା ଜୀବନ ସାଧନାରେ ନିମଗ୍ନ

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ...

Independence Day
Independence Day 2021 : ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଦିନକୁ ଚୟନ କରିବାର କାରଣ କ’ଣ ?

ସ୍ୱାଧୀନତା ଏକ କ୍ଲାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

TN postmaster
ପୋଷ୍ଟ ମାଷ୍ଟରଙ୍କୁ ସଲାମ୍ : ନଦୀ, ନାଳ ପାହାଡ଼ ପାର କରି ୧୧୦ ବର୍ଷୀୟ ବୃଦ୍ଧାଙ୍କୁ ପେନସନ୍ ଦେବାକୁ ଯାଆନ୍ତି ଏସ୍ କ୍ରିଷ୍ଟୁରାଜା

ସ୍ମାର୍ଟଫୋନ୍ ଫୋନ୍ ଯୁଗରେ ନିସ୍ୱାର୍ଥପର ଭାବେ ଡାକେସବା ଜାରି ରଖିଛନ୍ତି । ଦୁର୍ଗମ ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ପେନସନ୍ ପହଞ୍ଚାଇବା ପାଇଁ ପ୍ରତି ମାସ ରବିବାର କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲ ଦେଇ ବିପଦପୂର୍ଣ୍ଣ ଯାତ୍ରା କରନ୍ତି । ନଦୀ, ନାଳ ପାହାଡ଼ ପାର କରି ତାଙ୍କୁ...

vaccination
ଦେଶରେ ଟିକାକରଣ ୫୦ କୋଟି ପାର୍ : ଟ୍ୱିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରାଯାଇଛି । ଆଉ ଏଥିମଧ୍ୟରୁ କେବଳ ଶୁକ୍ରବାର ଦିନ ୪୩. ୨୯ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

court
’ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ’

ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ବ୍ୟକ୍ତିଙ୍କ ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ।...

bolangir
ଧୋକାବାଜ ସ୍ୱାମୀ....ସ୍ତ୍ରୀ,ପିଲାକୁ ଛାଡି ଅନ୍ୟ ମହିଳାଙ୍କୁ ଆଣି ଘରେ ରଖିଛି, ଏସପିଙ୍କ ନିକଟରେ ଅଭିଯୋଗ ହେଲେ ପୀଡ଼ିତା

ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା...

udala
ପରୀକ୍ଷା ଫଳକୁ ନେଇ ଅସନ୍ତୋଷ : ତାତିଲେ ଅଭିଭାବକ, ପ୍ରିନ୍ସିପାଲଙ୍କୁ ଘେରିଲେ

୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି...

afghanistan-army
ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୨୪ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା

ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ଆତଙ୍କୀ ଦେଶକୁ କବଜା କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।

Nuapada
ଅସହାୟ ଦୂରଙ୍କ ଦୁଃଖ ଶୁଣିବ କିଏ ? ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ

ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ...

Bhadrak
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ, ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ମହିଳା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ...

narottam-mishra
ଲୋକଙ୍କୁ ବଞ୍ଚାଇବାକୁ ଯାଇ ବନ୍ୟା ପାଣିରେ ଫସିଗଲେ ମନ୍ତ୍ରୀ : ଉଦ୍ଧାର କଲା ଭାରତୀୟ ବାୟୁସେନା

ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ନିଜେ ଫସିଗଲେ ମନ୍ତ୍ରୀ । ବନ୍ୟାର କରାଳରୂପରୁ ଲୋକଙ୍କୁ ରକ୍ଷା କରିବେ କ’ଣ ତାଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିପ୍ଟ କରାଗଲା ।

New Traffic Rul
ନୂଆ ଟ୍ରାଫିକ୍ ନିୟମ : ଆଉ ଗାଡ଼ି ଅଟକାଇବେ ନାହିଁ ଟ୍ରାଫିକ୍ ପୋଲିସ୍, ଅଯଥାରେ ହେବ ନାହିଁ ଚେକିଂ

ରାସ୍ତାରେ ଆଉ କାର୍ ଅଟକାଇବନି ଟ୍ରାଫିକ୍ ପୋଲିସ୍ । ବିନାକାରଣରେ ଚେକିଂ ମଧ୍ୟ କରାଯିବ ନାହିଁ । ଫଳରେ ବିନା ବାଧାରେ ଯିବାଆସିବା କରିହେବ । ବର୍ତ୍ତମାନ ଟ୍ରାଫିକ୍ ପୋଲିସ୍ ଅନାବଶ୍ୟକ ଭାବରେ ଆପଣଙ୍କୁ ଆଉ ହଇରାଣ କରିବେ ନାହିଁ । ନୂଆ ନିର୍ଦ୍ଦେଶ ଅନୁସାରେ ପୋଲିସ କମିଶନର...

MLA
ଜଣେ ନିଆରା ନେତା : ସାଧାରଣ ଚାଷୀଙ୍କ ପରି କାଦୁଅ ବିଲରେ କାମ କରୁଛନ୍ତି, ଠୋଲାରେ ଭାତ ଖାଉଛନ୍ତି, ମାଟି ଘରେ ରହୁଛନ୍ତି

ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି...

prashant-kishore
ବ୍ରେକ୍ ନେବାକୁ ଚାହାନ୍ତି ନିର୍ବାଚନ ରଣନୀତିଜ୍ଞ : କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋର ପଞ୍ଜାବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଏନେଇ ପ୍ରଶାନ୍ତ କିଶୋର ଅମରିନ୍ଦରଙ୍କୁ ଏକ ଚିଠି ଲେଖି କିଛି ସମୟ ବ୍ରେକ୍ ନେବାକୁ ଚାହୁଁଥିବା ଲେଖିଛନ୍ତି । ଏଥିପାଇଁ ମୁଖ୍ୟ ପରାମର୍ଶଦାତା ପଦର ଦାୟିତ୍ୱ ଉଠାଇ ପାରିବେ...

Supreme Court
’ସ୍ତ୍ରୀର ସମ୍ମାନ କରନ୍ତୁ, ନହେଲେ ଭୋଗିବାକୁ ପଡ଼ିବ ଜେଲଦଣ୍ଡ’ : ସ୍ୱାମୀଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ମହାମାରୀ ଯୋଗୁଁ ଶୁଣାଣି ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଅନଲାଇନରେ ହାଜର ରହିବାକୁ କୁହାଯାଇଥିଲା । ତେବେ ଶୁଣାଣି ପରେ ପୁନର୍ବାର ଏକାଠି ରହିବାକୁ କୋର୍ଟ ସେମାନଙ୍କୁ କହିଛନ୍ତି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ହେଁ ସାଥୀ ହୋଇ ରହିବାକୁ ରାଜି ହୋଇଛନ୍ତି ଆବେଦନକାରୀ ।

satabhaya
ଇତିହାସ ପାଲଟିବ ସାତଭାୟା : ମା ପଞ୍ଚୁ ବରାହୀଙ୍କ ମନ୍ଦିର ଦେଖି ପାରିବେନି ଆଗାମୀ ପୀଢ଼ି

ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ...

 IAC-1 Vikrant
ସ୍ୱଦେଶୀ ବିମାନ ପରିବହନକାରୀ IAC-1 ବିକ୍ରାନ୍ତ ସମୁଦ୍ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର IACର ବହୁ ପ୍ରତୀକ୍ଷିତ ସି-ଟ୍ରାଏଲ ବା ସମୁଦ୍ର ପରୀକ୍ଷଣ ହୋଇଛି INS ବିକ୍ରାନ୍ତର ଏହା ପୁନର୍ଜୀବିତ ରୂପ । ଆସନ୍ତା ବର୍ଷ ଅଗଷ୍ଟରେ ଏହାର ଜଳାବତରଣ କରାଯିବ । ଏହା ପରେ INS ବିକ୍ରାନ୍ତ ନାମରେ ଏହା କାର୍ଯ୍ୟକ୍ଷମ ହେବ ।...

sonepur
ମୁଁ ଭଲ ହେବାକୁ ଚାହେଁ, ଭଲ ହେଲେ ପାଠ ପଢ଼ି ଚାକିରି କରିବି . . ସାହାଯ୍ୟ କରିବାକୁ ଗୁହାରୀ କରୁଛି ଅଜଣା ରୋଗରେ ପୀଡ଼ିତ ଅଜିତ

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ...

SONEPUR
ଘର ଭିତରେ ପାଣି, ଘର ବାହାରେ ପାଣି : ୨୦ ଦିନ ହେଲା ପାଣି ଘେରରେ ଆଦିବାସୀ ପରିବାର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟୀ ଗାଁର ହାଇସ୍କୁଲ ସମ୍ମୁଖରେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ଦିନଧରି ରହୁଛନ୍ତି ଆଦିବାସୀ ପରିବାର । ଲଘୁଚାପ ଜନିତ ବର୍ଷାଯୋଗୁଁ କେନାଲ ପାଣି ବଢିଯିବାରୁ ଏଭଳି ସ୍ଥିତି ଉପୁଜିଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ହିନସ୍ତା ହେଉଛନ୍ତି । କେନାଲ...

salipur
ଅସହାୟ ଶାଶୂବୋହୂ : ଘର ନାହିଁ କି ବଞ୍ଚିବାର ରାହା ନାହିଁ, ସରକାରୀ ସହାୟତା ଅପେକ୍ଷାରେ ରାଧା ଓ ଉଷାମଣି

ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।