• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

afghanistan
କାବୁଲ ଏୟାରପୋର୍ଟରୁ ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ୍ !

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ ।୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ...

bhadrak
ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶାରେ ଚାଷୀ : ଭଦ୍ରକ ବସନ୍ତିଆ ଅଞ୍ଚଳର ଯୁବ ସଫଳ ଚାଷୀ ଭାବେ ଜଣାଶୁଣା ଉଦୟନାଥ

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା...

Rakhi Kits
ରାକ୍ଷୀ ତିଆରିରେ ବ୍ୟସ୍ତ କଟକର ଅନେକ କାରିଗର : ତିଆରି କରୁଛନ୍ତି କୋଭିଡ୍ ସହ ଅକ୍ସିଜେନ ରାକ୍ଷୀ କିଟ୍

ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ ।

Bhartruhari Mahtab,
ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ନିର୍ଯାତନା ମାମଲା ଦାୟର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର...

taliban
ତାଲିବାନୀଙ୍କୁ ବଡ଼ ଝଟକା : ଜରୁରୀକାଳୀନ ପାଣ୍ଠି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା IMF

ତାଲିବାନ ନେତୃତ୍ୱ ପାଇଁ ବଡ ପ୍ରତିବନ୍ଧକ । କ୍ଷମତା ଡୋର ଥିଲେ ସୁଦ୍ଧା କାଙ୍ଗାଳ ହୋଇ ରହିବ ତାଲିବାନ୍ । ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଚାଲିଯିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇଏମଏଫ)...

sonepur
ପିଲାଙ୍କ ପାଇଁ ଶିକ୍ଷାସେତୁ ବ୍ୟବସ୍ଥା : ମହାମାରୀ ଭୟ ଭିତରେ ଘରକୁ ଘର ଯାଇଁ ଡାଉଟ୍ କ୍ଲିୟର କରୁଛନ୍ତି ଶିକ୍ଷକ

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ...

sonepur
ଘର କୋଣରେ ପଡ଼ି ରହିଛନ୍ତି ମେଧାବୀ ତୃଷ୍ଣାରାଣୀ : ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା...

alcutta high court
ମମତା ସରକାରଙ୍କୁ ଝଟକା : ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।

afghanistan
ଆଫଗାନିସ୍ତାନରେ ରହିବନି ଗଣତନ୍ତ୍ର ଶାସନ : ଶରିଆ ଆଇନରେ ଚାଲିବ ଦେଶ

ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି । ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର...

kabul-airport
’ଆମକୁ ଭିତରକୁ ଆସିବାକୁ ଦିଅ, ତାଲିବାନୀ ଆସୁଛନ୍ତି’ ! କାବୁଲ ଏୟାରପୋର୍ଟରେ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଛନ୍ତି ଆଫଗାନୀ ମହିଳା

ଆଖିରେ ଲୁହ ଆଉ ମନରେ ଆଶାର କିରଣ ନେଇ କାବୁଲ ଏୟାରପୋର୍ଟରେ ଆଫଗାନୀ ମହିଳା । ଆମକୁ ଭିତରକୁ ଆସିବାକୁ ଅନୁମତି ଦିଅ । ତାଲିବାନୀ ଆସୁଛନ୍ତି । ଆମକୁ ଛାଡ଼ିବେନି କହି ମହିଳାମାନେ କାନ୍ଦୁଛନ୍ତି । କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ବିମାନକୁ ଅପେକ୍ଷା କରିଛନ୍ତି ।...

afghanistan
ବଦଳିନି ତାଲିବାନୀ ଶାସନ ! ଜଲାଲାବାଦରେ ସାମ୍ବାଦିକଙ୍କୁ ବାଡ଼େଇଲେ ତାଲିବାନ୍

ଗତକାଲି ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ । ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ...

taliban
ଚାରିଆଡ଼େ ଆତଙ୍କ, ଭୟ ଆଉ କାନ୍ଦବୋବାଳି : କାବୁଲ ଏୟାରପୋର୍ଟରେ ମହିଳା ଓ ପିଲାଙ୍କୁ ଆକ୍ରମଣ କଲେ ତାଲିବାନୀ

ଚାରିଆଡ଼େ ଭୟ, ଦୁଃଖ, ନିରାଶ ଆଉ ଅନିଶ୍ଚିତ ମୃତ୍ୟୁ ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଆରମ୍ଭ ହୋଇଗଲା ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ...

konark
ନିୟତିର ନିର୍ଦ୍ଦୟ ନିଷ୍ପତ୍ତି : ବୁଢ଼ୀ ମା’ ମୁଣ୍ଡରେ ମାନସିକ ଅନଗ୍ରସର ଭେଣ୍ଡା ପୁଅର ବୋଝ

ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା...

‘Mini Aeroplane’
ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ

BSKY
ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର

ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ । ଏନେଇ ଏସଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ଏଥିପାଇଁ ସହରାଞ୍ଚଳରୁ...

afganistan
ତାଳିବାନୀ ଭୟ ନା ଆଉ କିଛି ? ଆଫଗାନ୍ ଲୋକଙ୍କୁ ଶରଣ ଦେଉନାହାନ୍ତି ପଡ଼ୋଶୀ ମୁସଲିମ୍ ଦେଶ

ଧନୀ ହେଉ କି ଗରିବ ଯିଏ ଯେଉଁ ବାଟ ଯାଉଛି, ସେ ଆଫଗାନିସ୍ତାନର ସୀମା ପାର କରିବାକୁ ଚେଷ୍ଟା କରୁଛି । କିଛି ଲୋକ ପଡୋଶୀ ଦେଶ ଉଜବେକିସ୍ତାନକୁ ପଳାୟନ କରିଥିଲେ । ହେଲେ ସୀମାରେ ଥିବା ଫ୍ରେଣ୍ଡସିପ୍ ବ୍ରିଜ୍ ମଧ୍ୟ ଏହି ଲୋକମାନଙ୍କୁ ପାର କରିବାକୁ ଦିଆଯାଇନଥିଲା...

afghan-women
ତାଲିବାନୀ ଶାସନ ଫେରିବା ପରେ ଆତଙ୍କରେ ଆଫଗାନୀ ମହିଳା : କାବୁଲରେ ଅଚାନକ୍ ୧୦ ଗୁଣା ଅଧିକ ହେଲା ବୁର୍ଖା ମୂଲ୍ୟ

ତାଲିବାନ ଶାସନରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ଫଳରେ ବର୍ତ୍ତମାନ ତାଲିବାନ ଶାସନ ଫେରିବା ପରେ ମହିଳାମାନେ ବୁର୍ଖା କିଣିବା ପାଇଁ ଦୋକାନକୁ ଦଉଡ଼ୁଛନ୍ତି । ଆଫଗାନିସ୍ତାନରେ ବୁର୍ଖାର ମୂଲ୍ୟ ୧୦ ଗୁଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ତାଲିବାନ୍ ଶାନ୍ତି ଓ ବିକାଶର ନାରା...

Raksha Bandhan 2021
ରାକ୍ଷୀପୂର୍ଣ୍ଣିମାର ପୌରାଣିକ ପୃଷ୍ଠଭୂମି . . . . .

ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ...

taliban
ଟ୍ୟାଙ୍କ୍, ତୋପ, ଲ୍ୟାଣ୍ଡମାଇନ୍ ! ତାଲିବାନୀଙ୍କ ଶକ୍ତି ବଢ଼ାଉଛି ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଜାନା

ଆମେରିକାର ଅସ୍ତ୍ରଶସ୍ତ୍ର ଓ ଗୁପ୍ତ ଖଜାନାରେ ବଳୀୟାନ୍ ତାଲିବାନୀ । ଆଫଗାନିସ୍ତାନ ସୈନ୍ୟବାହିନୀ ପାଇଁ ଗଚ୍ଛିତ ଅସ୍ତ୍ରଶସ୍ତ୍ର ଖଜାନା ଏବେ ତାଲିବାନୀ ଆତାଙ୍କବାଦୀଙ୍କ ଶକ୍ତି କୁ ଆହୁରି ବଢ଼ାଇ ଦେଇଛି । ଆମେରିକା ସେନା ଆଫଗାନ ଛାଡ଼ିଯିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବେ ବିଦ୍ରୋଦୀଙ୍କ ହାତରେ ।

salima-mazari
ବନ୍ଦୀ ହେଲେ ତାଲିବାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଲେଡି ଗଭର୍ଣ୍ଣର ସଲିମା ମଜାରୀ

ଭାଙ୍ଗିଗଲା ଶେଷ ଆଶା । ମଉଳିଗଲା ସ୍ୱାଧୀନତାର ସ୍ୱପ୍ନ । ବିଦ୍ରୋହୀଙ୍କ ବିରୋଧରେ ସ୍ୱର ଉଠାଇ ବନ୍ଦୀ ହେଲେ । ନିଜେ ଫଉଜ ତିଆରି କରି ତାଲିବାନୀଙ୍କୁ ନାକେଦମ୍ କରିଥିବା ଲେଡି ଗଭର୍ଣ୍ଣର ସଲିମା ଶେଷରେ ବନ୍ଦୀ ହୋଇଛନ୍ତି । ଆଫଗାନିସ୍ତାନର ଅନ୍ୟ ନେତା ଯେତେବେଳେ ଦେଶ ଛାଡ଼ି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।