• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Afghanistan Taliban Crisis
ପଞ୍ଜଶୀର କବଜା କରିବାର ସ୍ୱପ୍ନ ଦେଖୁଥିବା ତାଲିବାନକୁ ବଡ ଝଟକା : ବିଦ୍ରୋହୀଙ୍କ ଆକ୍ରମଣରେ ୩୦୦ ତାଲିବାନୀ ମୃତ

ତାଲିବାନ ଆତଙ୍କବାଦୀଙ୍କ ପାଇଁ ବଡ଼ କଣ୍ଟା ସାଜିଛି ପଞ୍ଜଶୀର । କାବୁଲକୁ କବଜା କରିସାରିଥିଲେ ସୁଦ୍ଧା ଆଫଗାନିସ୍ତାନର ପଞ୍ଜଶୀର ଅଞ୍ଚଳ ଉପରକୁ ଆଖି ଉଠାଇ ଦେଖିପାରୁ ନାହାନ୍ତି ତାଲିବାନୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ୨୦ ବର୍ଷ ପୂର୍ବେ ମଧ୍ୟ ଏହି ଅଞ୍ଚଳ ଦଖଲ କରିବାରେ ବିଫଳ...

taliban-force
ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି : ପଞ୍ଜଶୀର ସିଂଙ୍କ ଚରମବାଣୀ, ମିଳିବ କଡ଼ା ଯବାବ

ପଞ୍ଜଶୀର କବଜା କରିବାକୁ ଯୁଦ୍ଧ ଆସନ୍ନ ପ୍ରାୟ । ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି । ପଞ୍ଜଶୀର ପ୍ରଦେଶରେ ନିକଟରେ ପହଞ୍ଚି ସାରିଛନ୍ତି ତାଲିବାନ୍ । ୧୦୦ରୁ ଅଧିକ ତାଲିବାନୀ କୌଣସି ସମୟରେ ଯୁଦ୍ଧଂ ଦେହି ଡାକରା ଦେଇପାରନ୍ତି । ତେବେ ଏଥିପାଇଁ ସମ୍ପୂର୍ଣ୍ଣ...

Shree Jagannatha Temple
ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର : ଦୀର୍ଘ ୪ ମାସ ପରେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ...

odisha
ରାୟଗଡ଼ା ନାଗାବଳୀ ନଦୀ ଉପରେ ସରୁନି ବ୍ରିଜ୍ ନିର୍ମାଣ କାମ: ପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ

ରାୟଗଡ଼ା ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ନାଗାବଳୀ ନଦୀରେ ବିପଦସଙ୍କୁଳ ଭାବେ ରାସ୍ତା ପାର କରୁଛନ୍ତି ଲୋକେ । ପାଦେପାଦେ ବିପଦ ଥିଲେ ବି ଦୈନଦିନ ଜୀବନ ଜାପନ ପାଇଁ ନଦୀ ଏପାରିରୁ ସେପାରିକୁ ଯିବାକୁ ବାଧ୍ୟ ହେଉଛନ୍ତି । ଭରା ନଦୀରେ ବାଜି ଲାଗିଛି ଜୀବନ ।...

afghanistan-crisis
୧୬୮ ଯାତ୍ରୀଙ୍କୁ ଧରି କାବୁଲରୁ ଦିଲ୍ଲୀ ପହଞ୍ଚିଲା ବିମାନ

ଆଫଗାନିସ୍ତାନର ଦୁର୍ଦ୍ଦଶା ବର୍ଣ୍ଣନା କରିହେବ ନାହିଁ । ଆଖିରେ ନଦେଖିଲା ଲୋକ କାବୁଲ ସ୍ଥିତି ସମ୍ପର୍କରେ ହୃଦୟଙ୍ଗମ କରିପାରିବ ନାହିଁ । କେତେବେଳେ ବି ଜୀବନ ଚାଲିଯାଇପାରେ । ତେବେ ଏହାରି ଭିତରେ କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କ ମଧ୍ୟରେ ଫଶି...

Afghan women
ତାଲିବାନୀ ଶାସନ ଆତଙ୍କ : ସୋସିଆଲ ମିଡିଆ ଛାଡ଼ୁଛନ୍ତି ଆଫଗାନୀ ମହିଳା

ଆଫଗାନିସ୍ତାନ ଅକ୍ତିଆର କରିବା ପରେ  ତାଲିବାନ୍ ଆତଙ୍କରେ ଆଫଗାନବାସୀ । ମହିଳାଙ୍କ ସମେତ ସାଧାରଣ ନାଗରିକ ଓ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି । ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ତ୍ତମାନ ପ୍ଲାଟଫର୍ମ ଛାଡ଼ୁଛନ୍ତି ।

Rakhi Purnima
ହାତ ନାହିଁ ସିନା, ରାକ୍ଷୀପୂର୍ଣ୍ଣିମାର ମହତ୍ତ୍ୱ ବୁଝିଛି ଦିବ୍ୟାଙ୍ଗ ଭଉଣୀ : ଖଣ୍ଡିଆ ହାତରେ ଭାଇକୁ ରାକ୍ଷୀ ବାନ୍ଧିଲା କୁନି ସୁଭଦ୍ରା

ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ...

ପ୍ରଥମ ଫତୱା ଜାରି କଲା ତାଲିବାନ
ଏକାଠି ପାଠ ପଢ଼ି ପାରିବେନି ପୁଅଝିଅ : ଆଫଗାନିସ୍ତାନ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କଲା ତାଲିବାନ

ସହ ଶିକ୍ଷାକୁ ଅନୁମତି ନାହିଁ । ଆଫଗାନିସ୍ତାନକୁ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱବିଦ୍ୟାଳୟରେ ଏବେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବାକୁ ବାରଣ କରାଯାଇଛି । କାବୁଲ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ପୂରା ଦେଶରେ ଏବେ ମହିଳାମାନଙ୍କ ପାଇଁ...

Joe Biden
ତାଲିବାନ ରାଜରେ ବଢ଼ିପାରେ ISIS ଆତଙ୍କ : ଆମେରିକା ଚିନ୍ତିତ, ବୈଠକ ଡକାଇଲେ ବାଇଡେନ୍

ଆଫଗାନିସ୍ତାନର ଶାସନ ଡୋର ତାଲିବାନ ହାତକୁ ଗଲା ପରେ ଅନେକ ଦେଶ ଉପରେ ମଧ୍ୟ ବିପଦ ବଢ଼ିପାରେ । ଆଇଏସଆଇଏସର ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ବର୍ତ୍ତମାନ ପାଇଁ ଆଫଗାନିସ୍ତାନରେ ଆଇଏସଆଇଏସ୍ ବିଶେଷ ସକ୍ରିୟ ନଥିଲେ ସୁଦ୍ଧା କୌଣସି ସମୟରେ ମଧ୍ୟ ନିଜର ପୂର୍ବ ରୂପ...

kabul
କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି : ଦୋହା ଦେଇ ଫେରୁଛନ୍ତି ଆଉ ୧୩୫ ଭାରତୀୟ

କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ...

Raksha Bandhan 2021
ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା : ଭାଇ ହାତରେ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ମଙ୍ଗଳ ମନାସିବ ଭଉଣୀ

ଭାଇ ହାତରେ ଅତି ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ତାର ମଙ୍ଗଳ ମନାସିବ ଭଉଣୀ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତାର ଉଭଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ...

punjab
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୨.୮୫ ଲକ୍ଷ କୃଷି ଶ୍ରମିକ ଓ ଭୂମିହୀନ ଚାଷୀଙ୍କ ଋଣ ଛାଡ କରିବେ ସରକାର

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ଶୁକ୍ରବାର ଦିନ 2.85 ଲକ୍ଷ କୃଷି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ...

Brass Artisans
କରୋନା ଯୋଗୁଁ ବଜାର ମାନ୍ଦା, ପିତ୍ତଳ ବ୍ୟବସାୟ ଠପ୍ : ଚିନ୍ତାରେ କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁର ପିତ୍ତଳ କାରିଗର

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ...

bihar-jharkhand
କ୍ଷମତା ଓ ସମୟ ସହିତ ବଦଳି ନାହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ : ନବୀନଙ୍କ ପ୍ରଶଂସାରେ ଶତମୁଖ ବିହାର ମୁଖ୍ୟମନ୍ତ୍ରୀ ନୀତିଶ

ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମାଜ୍ର୍ୟ ଗଢ଼ିଦାଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ...

Mayurbhanj
ଅସୁରକ୍ଷିତ ଜାତୀୟ ରାଜପଥ : ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା

ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ...

china india border
ଭାରତ ଉପରେ ଚୀନର ଆଖି : ସୀମାରେ ୫୦୦ ଗାଁ ତିଆରି କଲା ଡ୍ରାଗନ୍

ସୁଧୁରୁନି ଭୂମାଫିଆ ଚୀନ । ପୁଣି ଭାରତ ଉପରେ ଡ୍ରାଗନର ଆଖି । ଭାରତ ସୀମାରେ ଚୀନ ବର୍ତ୍ତମାନ ସୁଦ୍ଧା ୫୦୦ ଗାଁ ତିଆରି କରିସାରିଲାଣି । ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି

polasara
ଗୋବରରେ ଭଳିକି ଭଳି ଖେଳନା ତିଆରି କରୁଛନ୍ତି ମହିଳା : ବଜାର ଅଭାବରୁ ହୋଇ ପାରୁନି ବିକ୍ରି

ଗୋବରରେ ଖେଳନା ତିଆରି କରୁଛନ୍ତି ମହିଳା । ଦେଖିଲେ ଆଖି ଲାଖି ରହିଯିବ । ଗୋବରରେ ଯେ ଏତେ ସୁନ୍ଦର ଖେଳନା ତିଆରି କରିହୁଏ, ତାହା ବିଶ୍ୱାସ କରିହେବନି । ଗ୍ରାମାଞ୍ଚଳରେ ଯେଉଁଠି ଗୋବରକୁ ଘର ଲିପିବାରେ ବ୍ୟବହାର କରାଯାଏ, ସେଠାରେ କିଛି ମହିଳା ଏହାକୁ ସଂଗ୍ରହ କରି...

ganjam
ସରିଗଲା ସ୍ଵାର୍ଥ..ହଜିଗଲା ମାନବିକତା : କାମ ଶେଷ ପରେ ପର କରିଦେଲା ମାଲିକ, ରାସ୍ତା କଡ଼ରେ କଟୁଛି ଦିନ . . .

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ ନିକଟରେ ଅସହାୟ ହୋଇ ପଡ଼ିରହିଛି ବୃଦ୍ଧ ଘୋଡ଼ା । ମଣିଷ ଯେ ଏତେ ସ୍ୱାର୍ଥପର ତାହାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳୁଛି। ମାଲିକ ଜୀବନ ସାରା ଘୋଡ଼ାକୁ ବ୍ୟବହାର କରି ଟଙ୍କା ରୋଜଗାର...

afghanistan
କାବୁଲରେ ପହଞ୍ଚିଲେ ମୁଲ୍ଲା ବରାଦର : ସରକାର ଗଠନ ପାଇଁ ଉଦ୍ୟମ ଜାରି

ମୁଲ୍ଲା ଅବଦୁଲ ଘନି ବରଦାର ମଧ୍ୟ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା...

ସୁନ୍ଦର ଶ୍ମଶାନ
ମର୍ତ୍ତ୍ୟରେ ସ୍ୱର୍ଗର ଅନୁଭୂତି : ଗାଁର ଅପନ୍ତରା ମଶାଣି ପାଲଟିଛି ପାର୍କ, ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ସାଧାରଣତଃ ମଶାଣି କଥା ଶୁଣିଲେ ମନରେ ଭୟ ଆସେ । ଅନେକ କଳ୍ପନା କଳ୍ପନା ଆଉ ଆଇମା’ ଠାରୁ ଶୁଣିଥିବା ଭୂତ କାହାଣୀ କଥା ମନେ ପଡି ଯାଏ । ମଶାଣି କେବଳ ମୃତ ଲୋକ ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେ ହୁଏ । ମାତ୍ର ଏମିତି...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।