• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

road accident
ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ମୃତ, ୬ ଗୁରୁତର

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରୀବାଲାଜୀ ସହର ନିକଟରେ ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି

Three sniffer dogs Maya, Ruby & Bobby
ଆଫଗାନିସ୍ତାନରୁ ଉଦ୍ଧାର ହେଲେ ଆଇଟିବିପିର ୩ ସନ୍ଧାନୀ କୁକୁର, ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିଲେ

ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ...

taliban
ନ୍ୟୁଜ ରୁମରେ ପଶିଲେ, ମୁଣ୍ଡରେ ବନ୍ଧୁକ ରଖିଲେ : ତାରିଫ୍ କରି ନ୍ୟୁଜ ପଢ଼ିବାକୁ ଟିଭି ଆଙ୍କରଙ୍କୁ ନିର୍ଦ୍ଦେଶ ଦେଲେ ତାଲିବାନୀ

୧୫ ଅଗଷ୍ଟ ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା...

Taliban militants
ତରବରିଆ ଭାବେ ଆଫଗାନ୍ ଛାଡ଼ିଲା ଆମେରିକା, ଭାରତ ପାଇଁ ଚିନ୍ତା ବଢ଼ିଲା

୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି । ଏଭଳି ପରିସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଆଫଗାନିସ୍ତାନ ସୈନ୍ୟଙ୍କୁ ଆମେରିକାର ସହାୟତା ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ଏକ ସମସ୍ୟା ହୋଇପାରେ। ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ତାଲିବାନଙ୍କ ହାତରେ ଲାଗିଛି ଅନେକ...

accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଖମ୍ବରେ ମାଡ଼ ହୋଇ ଚୁରମାର ହୋଇଗଲା ଅଡି କାର୍, ସମସ୍ତ ୭ ଜଣ ମୃତ

ପ୍ରାଥମିକ ସୂଚନା ଅନୁସାରେ ଅଡି Q3 କାର୍ ରାସ୍ତା କଡ଼ରେ ଥିବା ଖମ୍ବକୁ ଜୋରରେ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ କୋରାମଙ୍ଗାଲାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଯୁଗ୍ମ କମିଶନର (ଟ୍ରାଫିକ୍) ଡକ୍ଟର ବି.ଆର. ରବିଚନ୍ଦଗୌଡ଼ା ସୂଚନା ଦେଇଛନ୍ତି

Taliban celebrate victory
ଆମେରିକା ସେନା ଏୟାରପୋର୍ଟ ଛାଡ଼ିବା ପରେ ବ୍ଲାଙ୍କ୍ ଫାୟାରିଂ କରି ସେଲିବ୍ରେସନ୍ କଲେ ତାଲିବାନୀ

ଆମେରିକା ସେନାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି । ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରିବା, ହଜାର ହଜାର ଲୋକଙ୍କୁ ଆଘାତ ଦେବା ଏବଂ ଅର୍ଥନୈତିକ କ୍ଷତି ଘଟାଇବା ପରେ ଶେଷରେ ଆମେରିକା ଦେଶରୁ ଫେରିଛି । ଏହି ପରିପେକ୍ଷୀରେ...

corona
ସଂକ୍ରମଣ ଭୟ : କେରଳରୁ କର୍ଣ୍ଣାଟକ ଆସିଲେ ସାତ ଦିନର କ୍ୱାରେଣ୍ଟିନ ବାଧ୍ୟତାମୂଳକ

ଦେଶରେ ତୃତୀୟ ଲହରୀ ଭୟ ଭିତରେ କେରଳରେ ବେକାବୁ କରୋନା ସଂକ୍ରମଣ । ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ଛଅ ଦିନହେଲା ପ୍ରତିଦିନ ୩୦,୦୦୦ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା...

vaccination
କରୋନା ଟିକାକରଣରେ ୟୁପି ନମ୍ବର ୱାନ୍ : ମହାରାଷ୍ଟ୍ର ଓ ଗୁଜରାଟରେଅଛନ୍ତି ସବୁଠାରୁ ଅଧିକ ବୟସ୍କ ହିତାଧିକାରୀ

ଉତ୍ତରପ୍ରଦେଶରେ କେବଳ ୧୬ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି । ତେବେ ମହାରାଷ୍ଟ୍ରରେ ଏହି ସଂଖ୍ୟା ବହୁତ ଭଲ ରହିଛି । ଏଥି ସହିତ ଗୁଜୁରାଟରେ ଲୋକଙ୍କୁ ୪.୫୫ କୋଟି ଟିକା ଡୋଜ ଦିଆଯାଇଛି, ଯେଉଁଥିରେ ୧.୧୩ କୋଟି ଲୋକଙ୍କର ଉଭୟ ଡୋଜ ଟିକାକରଣ ହୋଇଛି...

final flight leaves kabul
ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ଅଭିଯାନ ଅନ୍ତ : ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଫେରିଲା ସେନା

କାବୁଲରୁ ଆମେରିକାର ସେନା ପ୍ରତ୍ୟାହାର ଶେଷ । ୧୯ ବର୍ଷ ବର୍ଷ ପରେ ଆଫଗାନିସ୍ତାନରୁ ଓହରି ଆସିଲା ଆମେରିକା ସେନା । ଆମେରିକାର ଶେଷ ତିନୋଟି ସାମରିକ ବିମାନ ମଧ୍ୟ ସୋମବାର ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଛି । ଅଗଷ୍ଟ ବିଳମ୍ବିତ ରାତ୍ରିରେ...

Baijayant  Panda
’ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ’

କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇ ସାରିଲେଣି । ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଅତିକମ୍‌ରେ ପ୍ରଥମ...

Delhi school reopening guidelines
ଏବେ ଖୋଲିବନି ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ : DDMA ଜାରି କଲା ଗାଇଡଲାଇନ୍

ନବମ ଶ୍ରେଣୀରୁ ଉପର ସମସ୍ତ ସ୍କୁଲ, କଲେଜ, ତାଲିମ କେନ୍ଦ୍ର, ଲାଇବ୍ରେରୀ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛି DDMA । କରୋନାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି

Baijayant Panda
’ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ’

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି...

sundar Singh Gurjar, Devendra Jhajharia
ଜାଭଲିନ୍‌ ଥ୍ରୋରେ ଭାରତକୁ ୨ଟି ପଦକ : ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଓ ସୁନ୍ଦରଙ୍କ କମାଲ୍ । ଟୋକିଓ ପାରାଲିମ୍ପିକ୍ସରେ ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ (F46 ବର୍ଗ)ରେ ଭଲ ପ୍ରଦର୍ଶନ କରି ଭାରତ ଝୋଲିରେ ଦେଇଛନ୍ତି ଆଉ ଦୁଇଟି ପଦକ ।

Exemplary Artwork From Coconut Shells
ସାବାସ ସବ୍ୟସାଚୀ : ଶଢ଼େଇ କଳାରେ ଧୁରନ୍ଧର, ଭିନ୍ନକ୍ଷମ ହୋଇ ବି ସକ୍ଷମ

ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ଗାଁର ଦିବ୍ୟାଙ୍ଗ ସବ୍ୟସାଚୀ ପଟେଲ । ଭଗବାନ ଜନ୍ମରୁ ଗୋଡକୁ ସିନା ପଂଗୁ କରିଦେଲେ, କିନ୍ତୁ କଥା କହୁଛି ସବ୍ୟସାଚୀଙ୍କ ହାତର ଯାଦୁଗରୀ । ବିନା କୌଣସି ଯନ୍ତ୍ରପାତିରେ ସଢ଼େଇରେ ନିଜେ ସୁନ୍ଦର ସୁନ୍ଦର ସୌଖୀନ ସାମଗ୍ରୀ ତିଆରି କରୁଛନ୍ତି ।

janmastami
ଆଜି ପବିତ୍ର ଜନ୍ମାଷ୍ଟମୀ : ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସହର

ଆଜି ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ଦେଶ ଆଜି ଚଳଚଞ୍ଚଳ । ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ । ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା...

corona virus
ଦୈନିକ ସଂକ୍ରମଣ ତଳମୁହାଁ : ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ...

afghanistan-crisis
କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍ : ସକାଳୁ ସକାଳୁ ଧୂଆଁ ଧୂଆଁ ହେଲା ସହର

ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି...

Para shooter Avani Lekhara
ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖରାଙ୍କୁ ଐତିହାସିକ ସ୍ୱର୍ଣ୍ଣ

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି ।...

afghanistan
ଆମେରିକାର ଡେଡଲାଇନ୍‌କୁ ଦୁଇ ଦିନ ବାକି : ଆଫଗାନିସ୍ତାନ ଛାଡିବା ଅପେକ୍ଷାରେ ୪୫ ହଜାରରୁ ଅଧିକ ଲୋକ

ଆଜି ଓ କାଲି ଡେଡଲାଇନ୍ । ଆଫଗାନିସ୍ତାନର ତାଲିବାନ ଦଖଲ ପରେ ଆମେରିକାର ସୈନ୍ୟ ଦେଶ ଛାଡିବାକୁ ଆଉ ମାତ୍ର ଦୁଇ ଦିନ ଅଛି । ଏହାରି ସମୟରେ ୩୦୦ ଆମେରିକୀୟଙ୍କ ସମେତ ପ୍ରାୟ ୪୫,୦୦ ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି । ୩୧ ଅଗଷ୍ଟ ସମୟସୀମା ପୂର୍ବରୁ...

taliban militants
ଆଫଗାନିସ୍ତାନରେ ସହଶିକ୍ଷା ବ୍ୟବସ୍ଥା ଉପରେ ଲାଗିଲା ରୋକ୍ : ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇବା ସମ୍ପୂର୍ଣ୍ଣ ବାରଣ

ଆଫଗାନିସ୍ତାନର ମୋଟ୍ ୩୪ଟି ପ୍ରଦେଶରୁ ୩୩ ଟି ଦଖଲ କରିଥିବା ତାଲିବାନ୍ ଦିନକୁ ଦିନ ଆହୁରି କଠୋର କଟକଣା ଲାଗୁ କରୁଛି । ଶରିଆ ଆଇନ ଅନୁଯାୟୀ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ କାର୍ଯ୍ୟକାରୀ ଶିକ୍ଷା ମନ୍ତ୍ରୀ ହକାନୀ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।