• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

threat-to-human-right
’ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ସର୍ବାଧିକ ବିପଦପୂର୍ଣ୍ଣ, ଥାନାରେ ଏବେ ବି ନିର୍ଯାତନା ଜାରି’

ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହିଛି

CYCLONE Relief
ଆଜି ଯାଏଁ ବଣ୍ଟା ଯାଇପାରିନି ବାତ୍ୟା ୟାସର ରିଲିଫ୍ ଚାଉଳ : ପଞ୍ଚାୟତ ଗୋଦାମରେ ପୋକ ସାଲୁବାଲୁ ହୋଇ ସଢୁଛି

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା...

Special Operations At Nyoma
ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର...

Malkangiri
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲା : ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ୍

ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ...

covid-19-
କରୋନା ଭୟରେ ସ୍କୁଲ ନଖୋଲିବା ଆହୁରି ଭୟଙ୍କର : ଚିନ୍ତା ପ୍ରକଟ କଲେ ସଂସଦୀୟ କମିଟି

ମହାମାରୀ ଭୟରେ ସ୍କୁଲ ନଖୋଲିବା ଅଧିକ ଭୟଙ୍କର । ଏହାକୁ ନେଇ ଏକ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛନ୍ତି । ଘରେ ପଡ଼ି ରହୁଛନ୍ତି କୁନି କୁନି ପିଲା । ଖେଳିବା, ବୁଲିବା, ପାଠ ପଢ଼ିବା ତଥା ଶିଖିବା ମସୟରେ ବାହାରକୁ ଯାଇପାରୁ ନାହାନ୍ତି । ସ୍କୁଲ...

taliban terrorist
ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା : ଟାଇଟ୍ ପୋଷାକ୍ ପିନ୍ଧିବାରୁ ଗୁଳିମାରି ଯୁବତୀଙ୍କୁ ହତ୍ୟା

ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି...

drugs
ଡ୍ରଗ୍ସ କିଣିବା ପାଇଁ ରକ୍ତ ସମ୍ପର୍କ ଭୂଲିଗଲା ବାପା : ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରିକଲା

ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ...

vaccine
ଅଧିକ ଫଳପ୍ରଦ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ : କରୋନା ଟିକାକୁ ନେଇ ICMRର ନୂଆ ତଥ୍ୟ

ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ...

karnataka
କର୍ଣ୍ଣାଟକରେ ପୁଣି ଶକ୍ତ ହେଲା କରୋନା କଟକଣା : ଅନେକ ସ୍ଥାନରେ ନାଇଟ୍ କର୍ଫ୍ୟୁ

ସଂକ୍ରମଣରେ ଲଗାମ୍ ଲାଗୁନି, ଫେରିଲା କରୋନା କଟକଣା । ଦେଶର ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକରେ କରୋନା ବୃଦ୍ଧି ପାଉଥିବାରୁ ପୁଣି ପ୍ରତିବନ୍ଧକକୁ କଡାକଡି କରାଯାଇଛି । କେରଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର ।

odisha
ଅସୁରକ୍ଷିତ ଅବସ୍ଥାରେ ନଦୀବନ୍ଧ ! ବନ୍ଧର ଅନେକ ସ୍ଥାନରେ ହୋଇନାହିଁ ପଥର ପ୍ୟାକିଂ

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି...

rain deficit
ମୌସୁମୀର ଲୁଚକାଳି ଖେଳ : ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତିତ ଚାଷୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଖା ପାଖି ଦୁଇମାସରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ । ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ...

ias
ଚାଷୀ ‍‍ବେଶରେ ସାର କିଣିଗଲେ, ଦୁର୍ନୀତିଗ୍ରସ୍ତ ଦୋକାନୀକୁ ଧରିଲେ ଆଇଏଏସ୍

ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର...

neeraj-chopra
ଟୋକିଓ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ପଦକ ହାସଲ : ସାରା ଦେଶରେ ଖୁସିର ଲହରି

ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ...

tamil-nadu
ଉଚ୍ଚ ଜାତିର ବ୍ୟକ୍ତିଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲେ ସରକାରୀ କର୍ମଚାରୀ : ଭିଡିଓ ଭାଇରାଲ୍ ପରେ ତଦନ୍ତ ନିର୍ଦ୍ଦେଶ

ସାମାଜିକ ବ୍ୟାଧୀ ପାଲଟିଛି ଜାତିଗତ ଭେଦଭାବ । ଏକବିଂଶ ଶତାଦ୍ଦୀରେ ମଧ୍ୟ ମଣିଷ ଅମାନବୀୟ ବ୍ୟବହାର କରୁଛି । ତାମିଲନାଡୁର କୋଏମ୍ବାଟୁରରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି

Nitin Gadkari
ଆଗାମୀ ତିନି ବର୍ଷରେ ଭାରତରେ ତିଆରି ହେବ ଆମେରିକା ପରି ରାସ୍ତା : ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ବର୍ତ୍ତମାନ ଦେଶରେ ଦୈନିକ ୩୮ କିଲୋମିଟର ରାସ୍ତା ନିର୍ମାଣ କରାଯାଉ ଥିବାବେଳେ ପୂର୍ବରୁ ଦିନରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା । 'ଭାରତମାଲା ପରିଯୋଜନା' ଅନ୍ତର୍ଗତ ଗୁଜୁରାଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ କାମ ଚାଲିଛି । ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ...

Tokyo Olympics
ଆଜି ସରୁଛି ଟୋକିଓ ଅଲିମ୍ପିକ୍ସ : ମହିଳା ବାସ୍କେଟବଲ ଓ ଇନଡୋର ଭଲିରେ ଶେଷ ହେବ କ୍ରୀଡ଼ା ମହାକୁମ୍ଭ

କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ

Divyang man
ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ଅଦୈତ୍ୟ : ବିନା ସାହାରାରେ ଉଠି ବସି ପାରୁନାହାନ୍ତି

ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି ।...

National Handloom Day
ଆଜି ଜାତୀୟ ହସ୍ତତନ୍ତ ଦିବସ : ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପେଟୁପାଲିର ବୁଣାକାର ପରିବାର

ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା...

Johnson & Johnson
ଭାରତକୁ ମିଳିଲା ପଞ୍ଚମ ଟିକା : ଜନସନ ଆଣ୍ଡ୍ ଜନସନର ସିଙ୍ଗିଲ୍ ଡୋଜ ଟିକାକୁ ଅନୁମୋଦନ

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -19 ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି EUA ରହିଛି । ଏହା ' କୋଭିଡ -19 ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ।

karunakara
ଦାଦନ ଖଟିବାକୁ ଯାଇଥିଲେ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କରୁଣାକର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।