• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

plus two result
ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : orissaresults.nic.in ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି...

heavy-rainfall
ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା...

Taliban
କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ କବଜା କଲା ତାଲିବାନ୍: ୩୪ ପ୍ରାନ୍ତୀୟ ରାଜଧାନୀ ମଧ୍ୟରୁ ୧୮ଟିକୁ ଦଖଲ କଲେଣି ଉଗ୍ରବାଦୀ

କାନ୍ଦାହାର ଓ ହେରାତକୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହରକୁ ନିଜ କବଜାକୁ ନେଇଛି ତାଲିବାନ୍ । ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦୀ ଅଧିନସ୍ଥ କରି ସାରିଲେଣି । ବର୍ତ୍ତମାନ କାବୁଲ ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ...

sundergarh
ପେଟର ଭୋକ ଆଗରେ ହାର ମାନିଛି ବୟସ : ଛତିଶଗଡରୁ ଆସି ଓଡିଶାରେ ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ

ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ତିଳ ତିଳ କରି ଜାଳେ, ଶାନ୍ତିରେ ଶୁଆଇ ଦିଏନି । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ...

bmc
ବିବାଦ ଘେରରେ BMCର ନୂଆ କୋଠା : ଗତ ୪ ବର୍ଷ ଧରି ନିର୍ମାଣ ହେଉଛି ୧୧ ମହଲା କୋଠା

ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ...

Responsibility Hub
ଅଧିକ ଥିଲେ ଦିଅନ୍ତୁ, ଦରକାର ଥିଲେ ନିଅନ୍ତୁ : ପୁରୁଣା ପୋଷାକକୁ ନୂତନ ରୂପ ଦେଇ ମାଗଣାରେ ବଣ୍ଟା ଯାଉଛି

ଗଂଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନସିପାଲଟି ଅଧୀନରେ ଥିବା ତଥା ରେସପନସିବିଲିଟି ହବ୍ ଲେଖାଥିବା ଏକ ଗୃହରେ ସ୍ୱୟଂସହାୟିକା ଗୋଷ୍ଠୀ ମହିଳାମାନେ ପୁରୁଣା ପୋଷାକକୁ ନୂଆ ରୂପ ଦିଅନ୍ତି । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଦରକାରୀ ଲୁଗା, ଡ୍ରେସ୍ ଇତ୍ୟାଦି ଦାନ କରନ୍ତି, ସେଗୁଡିକୁ ନୂତନ ରୂପ ଦେଇଥାନ୍ତି...

Afghanistan Situation
୯୦ ଦିନ ପରେ କାବୁଲକୁ କବଜା କରିନେବ ତାଲିବାନ ! ଚେତାବନୀ ଦେଲା ଆମେରିକା

ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ଆଣୁଛି । ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଏବେ ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ସିଧାସଳଖ ବିପଦ ନାହିଁ । କିନ୍ତୁ ଅଧିକ ସମୟ ଧରି ନିୟନ୍ତ୍ରଣ ବଜାୟ ରଖିବା ଆଫଗାନିସ୍ତାନ ସରକାରଙ୍କ ପାଇଁ କଷ୍ଟକର...

Congress flags
ରାହୁଲଙ୍କ ସମେତ ଅନେକ ନେତାଙ୍କ ପରେ ଏବେ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍

କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍ ।  ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଲକ୍ କରାଯାଇଛି । ଗୁରୁବାର ଦିନ ଟ୍ୱିଟର ହ୍ୟାଣ୍ଡେଲ୍ ଲକ...

road accident
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କଣ୍ଟେନର୍ ପଛରେ ପଶିଗଲା କାର୍, ୫ ମୃତ

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ପୂରା କଣ୍ଟେନର୍ ଭିତରକୁ ପଶିଯାଇଛି । ଫଳରେ ମୃତ ଦେହ ବାହାର କରିବକୁ ଗ୍ୟାସ କଟରରେ...

Plus II Admission
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ । ତେବେ...

kinnaur-landslide
ହିମାଚଳରେ ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଆଇଟିବିପିର ସୂଚନା ଅନୁସାରେ ଗତକାଲି ଦିନ ଗୋଟାଏ ବେଳେ ହିମାଚଳ ପ୍ରଦେଶ କାନ୍ନୌର ନୁଗାଲସରି ରିକଙ୍ଗ ପିଓ-ସିମଲା ଜାତୀୟ ରାଜପଥରେ ଏହି ଭୂସ୍ଖଳନ ହୋଇଥିଲା । ରାସ୍ତାରେ ଯାଉଥିବା ଏକ ସରକାରୀ ବସ୍ ଉପରେ ମାଟି ଅତଡ଼ା ଧସିବାରୁ ଏହା ଚାପି ହୋଇ ରହିଛି । ହିମାଚଳ ରୋଡ୍...

isro-eos-3-satellite
ଅଧୁରା ରହିଗଲା ମିଶନ୍ : ଲଞ୍ଚ ହୋଇପାରିଲାନି EOS-03 ଉପଗ୍ରହ, ଶେଷ ମୁହୂର୍ତ୍ତରେ ଖେଳ ବିଗାଡ଼ିଲା ଇଞ୍ଜିନ୍

ତୁରନ୍ତ ISRO ଦ୍ୱାରା ପରିଚାଳିତ ଲାଇଭ୍ ପ୍ରସାରଣ ବନ୍ଦ କରି ଦିଆଗଲା । ମିଶନ୍ ସଫଳ ହୋଇଥିଲେ, ତେବେ ଏହି ଉପଗ୍ରହ ସକାଳ ପ୍ରାୟ ୧୦.୩୦ ରୁ ଭାରତର ଫଟୋ ଉଠାଇବା ଆରମ୍ଭ କରିଥାନ୍ତା । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେଥିବା ସତୀଶ ଧଓ୍ୱନ ସ୍ପେସ୍ ସେଣ୍ଟରରୁ ୫ଟା...

helicopter-crash
ହେଲିକପ୍ଟର ତିଆରି କରିଥିଲେ ଅଷ୍ଟମ ପାସ୍ ମେକାନିକ୍, ଉଡ଼ାଣ ପରୀକ୍ଷଣ ବେଳେ କ୍ରାସ ହୋଇ ଚାଲିଗଲା ଜୀବନ

ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ...

odisha
ବିଚକ୍ଷଣ କୁନି ପ୍ରତିଭା ପ୍ରଥମେଶ, ମାତ୍ର ୪ ବର୍ଷରେ ମୁହେଁ ମୁହେଁ ଗୀତିନାଟ୍ୟ

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ଗାଁର ଅମିୟ ମହାନ୍ତି ଓ ମା ପୁଷ୍ପିତା ଘଟୁଆରିଙ୍କର ଏକ ମାତ୍ର ପୁଅ ପ୍ରଥମେଶ । ଏକ ଯୌଥ ପରିବାରରେ ତାଙ୍କର ଜନ୍ମ । ପ୍ରଥମେଶଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଘରେ ବାପା ,ବଡବାପା ସବୁବେଳେ ପ୍ରାର୍ଥନା...

himachal-pradesh
କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ : ପୋତି ହୋଇଗଲା ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ

ହିମାଚଳ ପ୍ରଦେଶର ବୁଧବାର ଅପରାହ୍ନରେ କିନଉର ଜିଲ୍ଲାର ନିଗୁଲସେରି ଜାତୀୟ ରାଜପଥରେ ନିକଟସ୍ଥ ଇଗଲ ଜଙ୍ଗଲ ନିକଟରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ...

crime
ଡାହାଣୀ ସନ୍ଦେହରେ ମା’ ଝିଅଙ୍କ ହାତଗୋଡ ବାନ୍ଧି ନିର୍ଦ୍ଧୁମ ମାଡ଼

ଖୁଂଟା ଥାନା ଗଡିଗାଁ ଗ୍ରାମରେ ଗ୍ରାମର ଜବା ହାଁସଦା ଏବଂ ତାଙ୍କ ଝିଅ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଗ୍ରାମର ୬ ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟ ମା ଏବଂ ଝିଅର ହାତ ବାନ୍ଧି ଦେଇ ଖୁଂଟରେ...

 Cyber Fraud
ଦିଲ୍ଲୀରେ ଠକେଇ କରିଥିଲେ, ଯାଜପୁରରୁ ଗିରଫ ହେଲେ

ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ...

odisha
୪ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର : ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ପୁରସ୍କାର ରାଶି

ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର...

bombay-high-court
’ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅପରାଧ’

କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ ।

rayagada
ରାୟଗଡାର ଟ୍ରି-ମ୍ୟାନ୍‌ : ୨୦ ବର୍ଷରେ ୧୦ହଜାରରୁ ଅଧିକ ଗଛ ଲଗାଇଛନ୍ତି ଗୋପୀନାଥ ଚୌଧୁରୀ

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।