• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

school
ପର୍ଯ୍ୟଟନସ୍ଥଳୀ ପରି ଲାଗୁଛି ସରକାରୀ ସ୍କୁଲ୍ : ଉତ୍ତମ ପରିବେଶ ସହ କାନ୍ଥବାଡ଼ରେ ଆକର୍ଷଣୀୟ ଚିତ୍ରକଳା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ବିଦ୍ୟାଳୟରେ ୪ଗୋଟି ସ୍ମାର୍ଟ କ୍ଳାସ ରୁମ ରହିଛି । ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଏ ପାଠ ପଢୁଛନ୍ତି ।

maharashtra
ପୋଲିସ୍ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ

ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ

ocac
ଓକାକ୍ ସିଇଓଙ୍କ ହ୍ୱାସଟଆପ୍ ହ୍ୟାକ୍ ପଛରେ ନାଇଜେରିଆ ଗ୍ୟାଙ୍ଗ୍ ! କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା

ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢୁଛନ୍ତି ,ତାହା ଭାରତ ଭିତର ଆକାଉଣ୍ଟ ବୋଲି ଜଣାପଡ଼ିଛି ।

cuttack
ବୃଦ୍ଧାଙ୍କ ମହନୀୟତା : ରିକ୍ସାବାଲାଙ୍କୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

ଦୀର୍ଘ ବର୍ଷ ଧରି ନେବା ଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହା ଭରସା ପାଲଟିଥିଲେ । ପଟ୍ଟନାୟକ ପରିବାର ସହ ସାମଲ ବୁଢାର ସମ୍ପର୍କ ଦୀର୍ଘ ବର୍ଷର । ଘରର ବୋଲ ହାକ କରି ଦିଅନ୍ତି । ଝିଅକୁ ସ୍କୁଲ ନେବା ଆଣିବା...

dhenkanal
ରେକର୍ଡ ଭାଙ୍ଗିଲେ ଢ଼େଙ୍କାନାଳ ଝିଅ : ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ମୌଳିକର ନାଁ କହିଲେ ଶର୍ମିଷ୍ଠା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

indore
ୱେବ୍ ଡିଜାଇନିଂ ଛାଡ଼ି ଜିଆଖତ ପ୍ରସ୍ତୁତି ଶିଖିଲେ ମହିଳା : ବର୍ତ୍ତମାନ ବାର୍ଷିକ ଆୟ ୬ ଲକ୍ଷ

ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା ।

delhi
ରୋଡ୍ ରୋମିଓଙ୍କୁ ସାବାଡ଼ କରିବ ବୀରାଙ୍ଗନା ବୀରା ସ୍କ୍ୱାର୍ଡ : ରାସ୍ତାରେ ନିର୍ଭୟରେ ଯିବାଆସିବା କରିପାରିବେ ଯୁବତୀ

ଯୁବତୀ ଓ ମହିଳାଙ୍କୁ ହଇରାଣ କଲେ ପାହାର ଖାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ ।

chilika
ଚିଲିକାରେ ବିଦେଶୀ ପକ୍ଷୀଙ୍କ କଳରବ ! କିଚିରି ମିଚିରି ଶଦ୍ଦରେ ପୂରି ଉଠୁଛି ପରିବେଶ

ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।

wooden bridge
ଧାରକରଜ କରି ନଦୀ ଉପରେ ବାଉଁଶ ପୋଲ ତିଆରି କଲେ ବାପପୁଅ : ଉପକୃତ ହେଉଛନ୍ତି ୫୦ ଖଣ୍ଡ ଗାଁ ଲୋକ

ବୟସ ଗଡ଼ି ଗଲାଣି, କିନ୍ତୁ ଲୋକଙ୍କ ଅସୁବିଧାକୁ ହୃଦୟଙ୍କମ କରି ନଦୀ ଉପରେ ପୋଲ ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏ ବୟସରେ ବି ସାହାଯ୍ୟ କରିବାର ମନୋବୃତ୍ତି ପାଖରେ ଅଛି ।

AKASH PATHAK
ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆକାଶ ପାଠକଙ୍କୁ ଆଜି ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

farming
ସରକାରୀ ବିହନକୁ ଭରସା କରି ଚାଷୀ ହତାଶ : ଗାଈଗୋରୁଙ୍କ ଚରା ଭୂଇଁ ପାଲଟିଛି ବିରି କ୍ଷେତ

ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି

skin smuggling
ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ

ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଘଟଣାସ୍ଥଳରୁ ବାଘଛାଲ ଜବତ ସହ ଦୁଇଜଣଙ୍କୁ...

Another Criminal Gang
ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ସାମ୍ନାକୁ ଆସିଛି

ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।...

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

କରୋନା ଆକ୍ରାନ୍ତ ହେଲା ପୋଷା କୁକୁର । ୟୁନାଇଟେଡ୍ କିଙ୍ଗଡମର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଥିବା ସୂଚନା । କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । 

cold wave Alert
ଥରାଇଲାଣି ଥଣ୍ଡା : ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଶୀତରେ ଥରଥର ଓଡ଼ିଶାବାସୀ । ହାଡ଼ଭଙ୍ଗା ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ ।

Daily Horoscope
Daily Horoscope, 11 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୧ତାରିଖ, ଗୁରୁବାର, ତୁଳା ୨୬ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ । ଅଷ୍ଟମୀ ତିଥି, ଶ୍ରବଣା ନକ୍ଷତ୍ର, ମକର ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର ଓ ସିଂହ ରାଶିର ଘାତଚନ୍ଦ୍ର ।

no vaccine no petrol
ଭ୍ୟାକ୍ସିନ୍ ନନେଲେ ମିଳିବନି ପେଟ୍ରୋଲ, ଡିଜେଲ୍ ଆଉ ରାସନ୍ : ବାହାରେ ବୁଲାବୁଲି ଉପରେ କଡ଼ା କଟକଣା

ଔରଙ୍ଗାବାଦରେ ଟିକାକରଣକୁ ଗୁରୁତ୍ୱ ଦେଉନାହାନ୍ତି ଲୋକେ । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ବେପରୁଆ ହୋଇ ବାହାରେ ବୁଲୁଛନ୍ତି ।

booster dose
କେବେ ନେବା ଉଚିତ କୋଭିଡ ଟିକାର ବୁଷ୍ଟର ଡୋଜ୍ ? ମତ ରଖିଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଇଲା

ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା

naveen and dibya sankar
ବୋଧହୁଏ ଏହି ୧୧ଟି କାରଣରୁ, ଦିବ୍ୟଶଙ୍କରଙ୍କୁ ପାଖରେ ବସାଇବାକୁ କୁଣ୍ଠା କଲେନି ନବୀନ

ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।