• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

egg hurling
ମନ୍ତ୍ରୀଙ୍କ ଗାଡିକୁ ଗୋଡାଇ ଗୋଡାଇ ଅଣ୍ଡାମାଡ, ବିରୋଧର ନୂଆ ତରିକା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀମାନଙ୍କୁ ଏବେ ହଟହଟା ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଥିବାରୁ ଅଣ୍ଡାମାଡ ଆପଣାଇଛନ୍ତି ବିରୋଧୀ । ମନ୍ତ୍ରୀ ଯୁଆଡେ ଗଲେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । ସତେ ଯେମିତି ବିରୋଧୀଙ୍କ ହାତରେ ଅଣ୍ଡା ଏବେ ଅସ୍ତ୍ର ପାଲଟିଯାଇଛି ।...

road problem
ଶୁଣିଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ

ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ ।

last-salute
ଯବାନଙ୍କୁ ଶେଷ ବିଦାୟ ! ବାପା ଆଉ ଫେରିବେନି ବୋଲି ଜାଣିପାରୁନି କୁନି ପୁଅ, ଦିଦିଙ୍କୁ ପଚାରୁଛି କେବେ ଫେରିବେ ?

ବାପାଙ୍କୁ ଶେଷ ବିଦାୟ ! ଯବାନ୍ ବାପାଙ୍କୁ ମୁଖାଗ୍ନି ଦେଲା ଚାରି ବର୍ଷର କୁନି ପୁଅ

crime
ଗର୍ଲଫ୍ରେଣ୍ଡର ଖର୍ଚ୍ଚ ଉଠାଇବାକୁ ଷଡ଼ଯନ୍ତ୍ର ରଚିଲେ ଯୁବକ, ନିଜ ଅପହରଣର ନାଟକ କରି ଘରଲୋକଙ୍କୁ ଟଙ୍କା ମାଗିଲେ

ଯୁବକଙ୍କ ଅପହରଣ ନାଟକ ମହଙ୍ଗା ପଡ଼ିଲା । ପ୍ରେମ ବି ଫସର ଫାଟିଗଲା । ଜେଲରେ ପୂରାଇଲେ ମାମୁଁ ।

ho language
ହୋ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ : ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବ ଶିକ୍ଷକ

ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି

delhi pollution
ଯମୁନା ନଦୀରେ ବଢ଼ୁଛି ପ୍ରଦୂଷଣ ! ଆକ୍ସନ୍ ମୁଡରେ ଦିଲ୍ଲୀ ସରକାର

ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି

death trap
ଘାଟି ରାସ୍ତା ପାଲଟିଛି ମରଣଯନ୍ତା : ରାସ୍ତା ମରାମତି ନହେଲେ ଭୋଟ ବର୍ଜନ ସହ ଆନ୍ଦୋଳନ ଚେତାବନୀ

ଗମନାଗମନ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଫନି ବାତ୍ୟା ପରଠାରୁ ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି ।

malala
ବିବାହ କଲେ ପାକିସ୍ତାନର ସର୍ବକନିଷ୍ଠା ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ

ବାହା ହେଲେ ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ । ବର୍ମିଂହାମରେ ପରିବାର ସହିତ ମିଶି ଏକ ଛୋଟ ଧରଣର ବିବାହ ଉତ୍ସବର ଆୟୋଜନ କରାଯାଇଥିଲା ।

binika
ବୟସର ସାୟାହ୍ନରେ ହାରିନାହାନ୍ତି ଦୁଃଖୁ : ତାବିଜ, କଡି, ଡେଉଁରିଆ ତିଆରି କରି ଗାଁ ଗାଁ ବିକୁଛନ୍ତି

ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁଙ୍କ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ..

udala
ସ୍ୱାବଲମ୍ବୀ ହେଲେ ମହିଳା : ପ୍ରାକୃତିକ ରଙ୍ଗ ଦେଇ ତିଆରି କରୁଛନ୍ତି ଭଳିକି ଭଳି ଶାଢ଼ୀ

ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି ।

odisha
ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ : ରାଜ୍ୟର ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା

ଓଡିଶା ଆସୁଥିବା ପର୍ଯ୍ୟଟକଙ୍କର ଗତ ୫ବର୍ଷର ରେକର୍ଡ଼ ଅନୁସାରେ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ ।

kanpur
ହୋଟେଲରେ ଗର୍ଲଫ୍ରେଣ୍ଡ୍ ସହ ଇନ୍ସପେକ୍ଟର : ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ , ତା’ପରେ

ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି । ...

whatsaap
ହ୍ୱାଟ୍ସଆପ ଉପଭୋକ୍ତାଙ୍କୁ ମିଳିବ ନୂଆ ସୁବିଧା : ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ

ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...

pradeep purohit
କଳାହାଣ୍ଡି ସଭାକୁ କୌରବ ସଭା ସହ ତୁଳନା ! ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟ୍ର, ଦିବ୍ୟଶଙ୍କରଙ୍କୁ ଦୁଃଶାସନ କହିଲେ ବିଜେପି ନେତା

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ହେଲେ ବିଜେଡିକୁ ଏହା ଫରକ ପଡୁନି । କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା । ଏହି ସଭାକୁ କୁରୁସଭା ସହ ତୁଳନା କଲା...

jaypore
କି ସାହସ ! ଫୁଟୁଥିବା ତେଲ କଡ଼େଇରେ ହାତ ଭର୍ତ୍ତି କରି ଚିକେନ୍ ଛାଣୁଛନ୍ତି ଦୋକାନୀ, ଭିଡିଓ ଭାଇରାଲ୍

ଦୋକାନୀଙ୍କ କି ସାହସ, ତେଲ କଡ଼େଇରୁ ହାତରେ ଚିକେନ୍ ଛାଣି ଆଣୁଛନ୍ତି ।

china
ସାମୁଦ୍ରିକ ଜାଲ ବିଛାଉଛି ଡ୍ରାଗନ୍ : ପାକ୍‌କୁ ବିନାଶକାରୀ ଯୁଦ୍ଧପୋତ ପ୍ରଦାନ କଲା ଚୀନ୍

ପୁଣି ଭାରତ ବିରୋଧରେ ଜାଲ ବିଛାଉଛି ଚୀନ୍ । ପାକିସ୍ତାନକୁ ସାହାଯ୍ୟ କରି ଭାରତକୁ ଟାର୍ଗେଟ କରୁଛି ।

bhadrak
ପୋକ ଲାଗି ନଷ୍ଟ ହେବାକୁ ବସିଲାଣି ପାଚିଲା ଧାନ : ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି

bolangir
ଗ୍ରାହକ ଭଗବାନଙ୍କୁ ଧୋକା ‍! ବ୍ରେଡ ନାରେ ବିଷ ବିକୁଛନ୍ତି ଦୋକାନୀ ?

ବ୍ରେଡ୍ ନାରେ ବିଷ କିଣି, ଘରକୁ ନେଉ ନାହାନ୍ତି ତ । କିଣିବା ପୂର୍ବରୁ ଭଲରେ ଦେଖି ନିଅନ୍ତୁ । ନହେଲେ ଠକାମିରେ ପଡ଼ିବା ସହ ରୋଗରେ ମଧ୍ୟ ପଡ଼ି ପାରନ୍ତି ।

subala
ସ୍ନେହ, ପ୍ରେମ ସମ୍ପର୍କର ଅତୁଟ ଡୋର ! ସୁବଳଙ୍କ ବଂଶୀ ସ୍ୱରରେ ବିମୋହିତ ହୋଇ ପାଖକୁ ଦୌଡ଼ି ଆସନ୍ତି ଗାଈଗୋରୁ

ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।