ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀମାନଙ୍କୁ ଏବେ ହଟହଟା ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଥିବାରୁ ଅଣ୍ଡାମାଡ ଆପଣାଇଛନ୍ତି ବିରୋଧୀ । ମନ୍ତ୍ରୀ ଯୁଆଡେ ଗଲେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । ସତେ ଯେମିତି ବିରୋଧୀଙ୍କ ହାତରେ ଅଣ୍ଡା ଏବେ ଅସ୍ତ୍ର ପାଲଟିଯାଇଛି ।...
ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ ।
ବାପାଙ୍କୁ ଶେଷ ବିଦାୟ ! ଯବାନ୍ ବାପାଙ୍କୁ ମୁଖାଗ୍ନି ଦେଲା ଚାରି ବର୍ଷର କୁନି ପୁଅ
ଯୁବକଙ୍କ ଅପହରଣ ନାଟକ ମହଙ୍ଗା ପଡ଼ିଲା । ପ୍ରେମ ବି ଫସର ଫାଟିଗଲା । ଜେଲରେ ପୂରାଇଲେ ମାମୁଁ ।
ପ୍ରେମ, ପ୍ରତାରଣା ପରେ ହତ୍ୟା ! ମୋ ଭଉଣୀକୁ ସେ ମାରିଦେଇଛି . .
ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି
ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି
ଗମନାଗମନ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଫନି ବାତ୍ୟା ପରଠାରୁ ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି ।
ବାହା ହେଲେ ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ । ବର୍ମିଂହାମରେ ପରିବାର ସହିତ ମିଶି ଏକ ଛୋଟ ଧରଣର ବିବାହ ଉତ୍ସବର ଆୟୋଜନ କରାଯାଇଥିଲା ।
ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁଙ୍କ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ..
ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି ।
ଓଡିଶା ଆସୁଥିବା ପର୍ଯ୍ୟଟକଙ୍କର ଗତ ୫ବର୍ଷର ରେକର୍ଡ଼ ଅନୁସାରେ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ ।
ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି । ...
ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ହେଲେ ବିଜେଡିକୁ ଏହା ଫରକ ପଡୁନି । କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା । ଏହି ସଭାକୁ କୁରୁସଭା ସହ ତୁଳନା କଲା...
ଦୋକାନୀଙ୍କ କି ସାହସ, ତେଲ କଡ଼େଇରୁ ହାତରେ ଚିକେନ୍ ଛାଣି ଆଣୁଛନ୍ତି ।
ପୁଣି ଭାରତ ବିରୋଧରେ ଜାଲ ବିଛାଉଛି ଚୀନ୍ । ପାକିସ୍ତାନକୁ ସାହାଯ୍ୟ କରି ଭାରତକୁ ଟାର୍ଗେଟ କରୁଛି ।
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି
ବ୍ରେଡ୍ ନାରେ ବିଷ କିଣି, ଘରକୁ ନେଉ ନାହାନ୍ତି ତ । କିଣିବା ପୂର୍ବରୁ ଭଲରେ ଦେଖି ନିଅନ୍ତୁ । ନହେଲେ ଠକାମିରେ ପଡ଼ିବା ସହ ରୋଗରେ ମଧ୍ୟ ପଡ଼ି ପାରନ୍ତି ।
ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ ।