ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ
କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...
କୋଇଲା ମାଫିଆଙ୍କ ମୋହରା ସାଜିଛନ୍ତି କୋମଳମତି ଛାତ୍ରଛାତ୍ରୀ.. ସ୍କୁଲ ବ୍ୟାଗ ପାଲଟିଛି ଏବେ କୋଇଲା ବସ୍ତା.. କିନ୍ତୁ ଏହି କଳା ହୀରା ରାକେଟକୁ ନେଇ ପୋଲିସର ହାତ ବନ୍ଧା..
ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା...
ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର ।
ପ୍ରସନ୍ନ ଆଚାର୍ଯ୍ୟଙ୍କ ନିଶାନାରେ ବିଧାୟକ ରୋହିତ ପୂଜାରୀ ? ରେଢ଼ାଖୋଲରେ ପ୍ରସନ୍ନଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା
ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ।
ଔଷଧ ଓ କର୍ମଚାରୀଙ୍କ ଅଭାବ ପାଇଁ ଅଘଟଣ ଆଶଙ୍କା...ଶନିବାର ଓ ରବିବାର ମଧ୍ୟରେ ଉଦବେଗଜନକ ଘଟଣା..ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସହ ୨୪ ମୃତ
ବିଇଡି କଲେଜ, ଲେଡିଜ୍ ହଷ୍ଟେଲ, ଜେଣ୍ଟସ ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର ପାଇଁ କାମ ସରିଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି।
‘ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି’... ଜନସଂପର୍କ ପଦଯାତ୍ରାରେ ପୁଣି ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ ।
ଅଢେଇ ଶହ ମିଟର ରାସ୍ତାକୁ ୭ଥର ବିଲ୍। ଗତ ୫ ବର୍ଷ ଭିତରେ ବିଭିନ୍ନ ଯୋଜନାର ଟଙ୍କାକୁ ଯୋଜନାବଦ୍ଧ ଭାବେ ଆତ୍ମସାତ୍ କରାଯାଇଛି।
ଆଜିକୁ ୩ ବର୍ଷ ହେଲା ହାତରେ ଫଳକ ଧରି ପଞ୍ଚାୟତ ଅଫିସ୍, ବ୍ଲକ ଅଫିସ୍ ସବୁଆଡେ ଗଲେଣି ହରେକୃଷ୍ଣ ନାୟକ । ମୋ ଘର କେଉଁଠି ଦେଖେଇ ଦିଅନ୍ତୁ ମୁଁ ରହିବି ବୋଲି କହୁଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି।
ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ପାଚେରୀ ନାହିଁ କି ଭଲ ଶ୍ରେଣୀଗୃହ ବି ନାହିଁ । ଏମିତି କି ଶୌଚ ହେବାକୁ ମଧ୍ୟ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକମାତ୍ର ଗୋଷ୍ଠୀ...
ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ...
ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର...
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର