• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

ADITYA-L1
ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ,ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1

ଏଣିକି ଏହା ଉପରେ ପୃଥିବୀର ଚୁମ୍ବକୀୟ ଶକ୍ତି ପ୍ରଭାବ ପଡ଼ିବ ନାହିଁ..ପୃଥିବୀଠୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ

AIIMS Bhubaneswar
ଉଦବେଗଜନକ ତଥ୍ୟ, ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ଶିଶୁ କର୍କଟ ରୋଗୀ

୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ

Swachhata Hi Seva
ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା..ସର୍ବସାଧାରଣ ସ୍ଥାନରେ ଚାଲିବ ସଫେଇ କାର୍ଯ୍ୟକ୍ରମ

hit and run
ରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..

Roshibina Devi
ମଣିପୁରରୁ ହାଙ୍ଗଝୌକୁ ସଂଘର୍ଷପୂର୍ଣ୍ଣ ଯାତ୍ରା.. ଉଶୁରେ ଭାରତ ପାଇଁ ପଦକ ଜିତିଛନ୍ତି ରୋଶିବିନା

କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି ।

Cauvery Water Dispute
କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ଲାଗି ରହିଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ

bus accident
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍,ଭିତରେ ଥିଲେ ୩୫ ଯାତ୍ରୀ

ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା

bombing
ପୂର୍ବତନ ମେୟରଙ୍କ କାର୍‌କୁ ବୋମାମାଡ଼, ଅଳ୍ପକେ ବଞ୍ଚିଲା ଜୀବନ

ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିବା ସୂଚନା

Tension erupts over political violence on the rise in Ganjam
ଭୋଟ୍ ଆଗରୁ ରାଜନୈତିକ ଆକ୍ରୋଶର ଖୁନୀ ଖେଳ

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....

Politics heats up over Odisha CM Naveen Patnaik\'s statement in Assembly session
ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...

Ratna Bhandar
ବଢ଼ିଲା ରତ୍ନଭଣ୍ଡାର ଖୋଲିବା ଆଶା

ହାଇକୋର୍ଟ କହିଲେ ଡେରି କରନି...ଅଳଙ୍କାର ଗଣତି ତଦାରଖ ପାଇଁ ହାଇଲେଭଲ କମିଟି ଗଠନ ଲାଗି ଶ୍ରୀମନ୍ଦିର ପ୍ରଶାସନର ଆବେଦନ କରିଥଲେ 60 ଦିନ ଭିତରେ ନିଷ୍ପତ୍ତି ନିଅନ୍ତୁ ସରକାର...

Karnataka Bandh
କର୍ଣ୍ଣାଟକ ବନ୍ଦ : ଗାଡ଼ି ଚଳାଚଳ ଉପରେ କଟକଣା, ବିମାନ ରଦ୍ଦ

ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।

Sara Sunny
କଥା କହିଲେନି, କେସ୍‌ ଲଢିଲେ

କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି

Awas yojana
ସରକାରୀ ଦପ୍ତରର ଚକ୍କର କାଟିକାଟି ଥକିଗଲେ...ଘର ଖଣ୍ଡିଏ ପାଇଲେନି

ଘର ନୁହେଁ ଗାଈ ଗୁହାଳ । ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ୧୦ ବର୍ଷ ହେଲାଣି ସ୍ୱାମୀ ଦାଦନ ଖଟି ଯାଇଛନ୍ତି ଯେ ଯାଇଛନ୍ତି ଫେରିବାର ନା ଧରୁନାହାନ୍ତି । ଏପେଟ ପୁଅକୁ ଚାହିଁ ଆଖିର ଲୁହ, ଛାତିର କୋହକୁ ଜାବୁଡି ଧରି...

special story
ମୁଣ୍ଡରେ ଓଢଣା ଦେଇ ମାରୁଛନ୍ତି ପୁସ୍‌ଅପ୍‌

ଇଏ ଘରର ଲକ୍ଷ୍ମୀ ପ୍ରତିମା । ସୁନାନାକି କୂଳବଧୁ । ହେଲେ ଇଏ ଖାଲି ନାକେ ଓଢଣା ଦେଇ ନାକରେ ସୁନା ପିନ୍ଧୁଥିବା ବୋହୁଟିଏ ନୁହେଁ ବରଂ ସ୍ୱର୍ଣ୍ଣପଦକ ଜିତିବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂଟିଏ । ନାଁ ଜ୍ୟୋତ୍ସ୍ନାରାଣୀ..

murder
ହତ୍ୟାକାଣ୍ଡର ଅଭିଯୁକ୍ତକୁ ବୀଭତ୍ସ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଆଳତୁମା ଗାଁର ରେଳୱେ ଓଭର ବ୍ରିଜ ନିକଟରେ ମର୍ଡର.. ମୃତକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ଗୁଳି ଜବତ

Bus Strike
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ, ୧୦ରୁ ବସ୍ ଧର୍ମଘଟ

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା, ଧର୍ମଘଟ ନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି

Tragic incident
ପୋଲ ଉପରେ ବାଇକ୍ ଥୋଇଲେ, ତା’ପରେ ନଈକୁ ଡେଇଁ ପଡ଼ିଲେ ବାପ-ଝିଅ

ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ..ଭଣ୍ଡାରୀପୋଖରୀ ଥାନା ଆଖୁଆପଦାର ଘଟଣା

cuttack
ଆସିବେ ମାଆ: ଚଳଚଞ୍ଚଳ ସିଲଭର୍ ସିଟି, ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି

ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।

Man draws Jawan poster
ନବରଙ୍ଗପୁର ରାହୁଲ ଆଙ୍କିଲେ ଶାହାରୁଖଙ୍କ ଚିତ୍ର, କଳା ଦେଖି ପ୍ରଶଂସାରେ ପୋତି ପକାଇଲେ ଖୋଦ୍‌ କିଙ୍ଗ୍‌ ଖାନ୍‌

ସୋସିଆଲ୍ ମିଡିଆରେ କିଙ୍ଗ ଖାନଙ୍କ ପ୍ରଶଂସା ..ରାହୁଲ ବନିଲେ ‘ରାହୁଲ’ଙ୍କ ଫ୍ୟାନ୍

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।