ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।
ପିଲମାନଙ୍କ ତ ମୂଳରୁ ଷ୍ଟ୍ରଙ୍ଗ୍ ନାହିଁ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି । ଶୁଣନ୍ତୁ ସାର୍ କଣ କହୁଛନ୍ତି...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର ।
ଆର୍ଥିକ ସମସ୍ୟାର ସମାଧାନ ଲାଗି ସେନାର ଉଦ୍ୟମ..ନିଷ୍ପତ୍ତି ପଛରେ ସେନାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ ଶଙ୍କା
ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ
ପ୍ରହସନ ପାଲଟିଛି 5-T ରୂପାନ୍ତୀକରଣ । ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ସ୍କୁଲ...ଗୋଟିଏ କ୍ଲାସ୍ରେ ବସି ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା
ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।
ଓଡ଼ିଆ ଭାଷାର ଅସ୍ତିତ୍ୱ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଶ୍ରୀ ପ୍ରହରାଜ ଏକ ପୂର୍ଣ୍ଣାଙ୍ଗ ଓଡ଼ିଆ ଅଭିଧାନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟାରମ୍ଭ କରିଥିଲେ
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ଲୌହ ଦାନବକୁ ଦେଖି ଡରି ଗଲାନି କୁନି ପିଲାଟି..ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନାଲି ସାର୍ଟ ଧରି ରେଳ ଧାରଣାରେ ଛିଡ଼ା ହୋଇଯାଇଥିଲା ।
ଗୋଟେ ଲୋକ ଚପଲ କିଣିବା ପାଇଁ ଚପଲ ଦୋକାନ, ପ୍ୟାଣ୍ଟ୍ ସାର୍ଟ କିଣିବା ପାଇଁ ଗାର୍ମେଣ୍ଟ୍ ସୋ ରୁମକୁ ଯିବ ହିଁ ଯିବ। ଅତି ଅସୁବିଧା ହେଲେ ରାସ୍ତା କଡର ଫୁଟ୍ ପାଥରୁ ହେଉ ପଛେ ଅଭାବି ଲୋକଟିଏ କିଣିବ। କିନ୍ତୁ ଚପଲ କିଣିବାକୁ ହୋଟେଲ୍ ଭିତରେ ପଶିବନି...
ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍
ମୁଁ ଆପଣଙ୍କୁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ- ଅପରାଜିତା
ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା
ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬
ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍
ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା
ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ
ଅନୁକମ୍ପା ରାଶି ବୃଦ୍ଧି ନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ..ଦୁର୍ଘଟଣା ଓ ଅପ୍ରତ୍ୟାଶିତ ଦୁର୍ଘଟଣା ପାଇଁ ପୃଥକ ପୃଥକ ଅନୁକମ୍ପା ରାଶି
ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି..ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ