ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ ବର୍ଷା ସହ ପବନ ଏବଂ ସମୁଦ୍ର ଅଶାନ୍ତ ରହିବ.. କେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ଜାଣନ୍ତୁ..
14:53 PM(3 years ago )
ବାତ୍ୟା ‘ଅସାନି’ ପାଇଁ ସମୁଦ୍ର କୂଳିଆ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ବାରଣ ସତ୍ୱେ ପୁରୀ ବେଳାଭୂମୀରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ…#Cyclone #Asani #PuriSeaBeach #OTV pic.twitter.com/Tyu0oVBuRq
— ଓଟିଭି (@otvkhabar) May 11, 2022
13:59 PM(3 years ago )
13:35 PM(3 years ago )
13:34 PM(3 years ago )
13:34 PM(3 years ago )
13:34 PM(3 years ago )
13:33 PM(3 years ago )
13:33 PM(3 years ago )
13:32 PM(3 years ago )
13:32 PM(3 years ago )
13:31 PM(3 years ago )
13:31 PM(3 years ago )
13:30 PM(3 years ago )
13:30 PM(3 years ago )
13:29 PM(3 years ago )
13:29 PM(3 years ago )
13:28 PM(3 years ago )
13:25 PM(3 years ago )
13:24 PM(3 years ago )
12:34 PM(3 years ago )
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ ବର୍ଷା ସହ ପବନ ଏବଂ ସମୁଦ୍ର ଅଶାନ୍ତ ରହିବ.. କେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ଜାଣନ୍ତୁ..#CycloneUpdate #Odisha #OTV pic.twitter.com/U2apYiHNiY
— ଓଟିଭି (@otvkhabar) May 11, 2022
12:32 PM(3 years ago )
ବାତ୍ୟା ‘ଅସାନି’: ଗୋପାଳପୁର ବନ୍ଦରର ଦୃଶ୍ୟ…#Cyclone #Asani #GopalpurPort #Odisha #OTV pic.twitter.com/h7ftayjl5z
— ଓଟିଭି (@otvkhabar) May 11, 2022
12:32 PM(3 years ago )
ବାତ୍ୟା ‘ଅସାନି’: ପୁରୀ କୃଷ୍ଣପ୍ରସାଦରର ଦୃଶ୍ୟ…#Cyclone #Asani #Khushnaprasad #Odisa #OTV pic.twitter.com/clqSyFh57o
— ଓଟିଭି (@otvkhabar) May 11, 2022
11:35 AM(3 years ago )
-ଅସାନି ପ୍ରଭାବରେ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା
— ଓଟିଭି (@otvkhabar) May 11, 2022
-କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା
-୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
-କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ
-ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକକୁ ୟେଲୋ ୱାର୍ଣ୍ଣିଂ#Weatherupdate #OTV pic.twitter.com/mn3rdGbbnI
11:34 AM(3 years ago )
-ବାତ୍ୟା ଅସାନି ପାଇଁ ଆନ୍ଧ୍ରରେ ବିମାନସେବା ପ୍ରଭାବିତ
— ଓଟିଭି (@otvkhabar) May 11, 2022
-ବିଶାଖାପାଟଣାରୁ ଇଣ୍ଡିଗୋର ୨୨ ଯୋଡ଼ା ବିମାନ ଚଳାଚଳ
-ଆଜି ବିଶାଖାପାଟଣା ଆସିବାକୁ ଥିବା ଏୟାର ଏସିଆ ବିମାନ ବାତିଲ
-ଦିଲ୍ଲୀ ଓ ବେଙ୍ଗଳୁରୁରୁ ଆସିବାକୁ ଥିବା ୨ ବିମାନ ବାତିଲ#Weatherupdate #OTV pic.twitter.com/QQJH5YnAc0
10:54 AM(3 years ago )
-ଆସନ୍ତାକାଲି ଅବପାତର ରୂପ ନେବ ବାତ୍ୟା ଅସାନି
— ଓଟିଭି (@otvkhabar) May 11, 2022
-କାଲି ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବ
-ଏବେ ଉତ୍ତର ପଶ୍ଚିମ ଦିଗରେ ୬ କିମି ବେଗରେ ଗତି କରୁଛି
-ଗୋପାଳପୁରଠୁ ୫୩୦ ଓ ପୁରୀଠୁ ୬୪୦ କିମି ଦୂରରେ କେନ୍ଦ୍ରୀଭୂତ
#Weatherupdate #OTV pic.twitter.com/pI0ELAwwl0
10:53 AM(3 years ago )
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ।ବାତ୍ୟାକୁ ନେଇ ପାରଳାଖେମୁଣ୍ଡିରେ ସ୍ଥିତି କଣ ରହିଛି ଦେଖନ୍ତୁ । #Weatherupdate #Paralakhemundi #OTV pic.twitter.com/3BZDhRZdCn
— ଓଟିଭି (@otvkhabar) May 11, 2022
10:52 AM(3 years ago )
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି । ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି । ବାତ୍ୟାକୁ ନେଇ କୋରାପୁଟରେ ସ୍ଥିତି କଣ ରହିଛି ଦେଖନ୍ତୁ । #Weatherupdate #Koraput #OTV pic.twitter.com/xYZNFo2Wlq
— ଓଟିଭି (@otvkhabar) May 11, 2022
10:52 AM(3 years ago )
-ଆନ୍ଧ୍ର ପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ
— ଓଟିଭି (@otvkhabar) May 11, 2022
-ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ୍ ପରୀକ୍ଷା ସ୍ଥଗିତ
-ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିଲା ବୋର୍ଡ
- ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା
-ଆସନ୍ତାକାଲି ଠାରୁ ହେବାକୁ ଥିବା ସବୁ ପରୀକ୍ଷା ଅପରିବର୍ତ୍ତିତ#WeatherUpdate #OTV pic.twitter.com/DaDFoQr0A3
10:51 AM(3 years ago )
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି । ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି । ବାତ୍ୟାକୁ ନେଇ କଟକରେ ସ୍ଥିତି କଣ ରହିଛି ଦେଖନ୍ତୁ । #Weatherupdate #Cuttack #OTV pic.twitter.com/OXhFtLT4VO
— ଓଟିଭି (@otvkhabar) May 11, 2022
10:51 AM(3 years ago )
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ବାତ୍ୟାକୁ ନେଇ ବ୍ରହ୍ମପୁରରେ ସ୍ଥିତି କଣ ରହିଛି ଦେଖନ୍ତୁ ।#Weatherupdate #Brahmapur #OTV pic.twitter.com/1VYT4szq8E
— ଓଟିଭି (@otvkhabar) May 11, 2022
10:50 AM(3 years ago )
‘ଅସାନି’ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା। ଆଜି ମାଲକାନଗିରିରେ ସମସ୍ତ ସ୍କୁଲ ଛୁଟି ଘୋଷଣା
— ଓଟିଭି (@otvkhabar) May 11, 2022
ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଛୁଟି ଘୋଷଣା ।#Cyclone #Ashani #Malkangiri #Odisha #OTV pic.twitter.com/q2RiP9Fo5d
10:49 AM(3 years ago )
-ଅସାନି ମୁକାବିଲା ପାଇଁ ଅଧିକ ୧୨ଟି ଅଗ୍ନିଶମ ଟିମ୍ ମୁତୟନ
— ଓଟିଭି (@otvkhabar) May 11, 2022
-୫ ଜିଲ୍ଲାକୁ ପଠାଗଲା ଅଧିକ ୧୨ଟି ଅଗ୍ନିଶମ ଟିମ୍
-ବ୍ରହ୍ମପୁର ଅଗ୍ନିଶମ ଅଧିକାରୀଙ୍କୁ ଗଜପତି ଓ ରାୟଗଡ଼ା ଦାୟିତ୍ୱ#Weatherupdate #OTV pic.twitter.com/hyjArXQvaj
10:49 AM(3 years ago )
-ଅସାନି ମୁକାବିଲା ପାଇଁ ଅଧିକ ୧୨ଟି ଅଗ୍ନିଶମ ଟିମ୍ ମୁତୟନ
— ଓଟିଭି (@otvkhabar) May 11, 2022
-୫ ଜିଲ୍ଲା ଦାୟିତ୍ୱରେ ରହିବେ ୪ ବରିଷ୍ଠ ଅଗ୍ନିଶମ ଅଧିକାରୀ
-ସିଏଫ୍ଓ ICଙ୍କୁ ଗଞ୍ଜାମ ଦାୟିତ୍ୱ, କୋରାପୁଟ DFOଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ୱ
-ଭବାନୀପାଟଣା DFOଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ୱ#Weatherupdate #OTV pic.twitter.com/Rx4xruEQqq
09:19 AM(3 years ago )
ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...
07:56 AM(3 years ago )
ଆନ୍ଧ୍ର ମୁହାଁ ବାତ୍ୟା ‘ଅସାନି’ ପ୍ରଭାବରେ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ।#Weatherupdate #Cyclone #Ashani #OTV pic.twitter.com/7vAg16L6sz
— ଓଟିଭି (@otvkhabar) May 11, 2022
07:55 AM(3 years ago )
ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଫଳରେ ଆନ୍ଧ୍ରପ୍ରଦେଶକୁ ଜାରି ହୋଇଛି ବାତ୍ୟା ପାଇଁ ରେଡ୍ ୱାର୍ଣ୍ଣିଂ । କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ ।#Wetherupdate #OTV pic.twitter.com/upBTsTje18
— ଓଟିଭି (@otvkhabar) May 11, 2022
07:51 AM(3 years ago )
07:44 AM(3 years ago )
ଭୀଷଣ ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଅସାନି ଆନ୍ଧ୍ରମୁହାଁ ହୋଇଛି।ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା ରହିଛି। ଆହୁରି ପଢନ୍ତୁ...
07:33 AM(3 years ago )
ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅସାନି । ଯାହା କାରଣରୁ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି.. ଆହୁରି ପଢ଼ନ୍ତୁ...
07:31 AM(3 years ago )
-ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ
— ଓଟିଭି (@otvkhabar) May 11, 2022
-ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ
-ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ଅସାନି
-ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା
-କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା#OTV pic.twitter.com/UGdP0gi7yi
07:31 AM(3 years ago )
#ଅସାନି_ଦୁର୍ବଳ_ବାତ୍ୟାରେ_ପରିଣତ
— ଓଟିଭି (@otvkhabar) May 11, 2022
•ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ
•ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ#CycloneAsani #OTV pic.twitter.com/xLJM345PYj
18:22 PM(3 years ago )
ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଅଧିକ ପଢ଼ନ୍ତୁ..
16:47 PM(3 years ago )
ଶୁଣ ଶୁଣ ଶୁଣ....ଆପଣଙ୍କୁ ଜଣାଇ ଦିଆଯାଉଛି କି...ବଙ୍ଗୋପସାଗରରେ ବାତ୍ୟା ହୋଇଛି। ଜମାରୁ ସମୁଦ୍ର ଭିତରକୁ ଯାଅନି। ନହେଲେ...ଦେଖନ୍ତୁ ଗୋପାଳପୁରରେ କେମିତି ଲୋକଙ୍କୁ କରାଯାଉଛି ସତର୍କ#CycloneAsani #Odisha #OTV #Gopalpur pic.twitter.com/E3pZFYrQL9
— ଓଟିଭି (@otvkhabar) May 10, 2022
13:46 PM(3 years ago )
-ବାତ୍ୟା ଅସାନି ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
— ଓଟିଭି (@otvkhabar) May 10, 2022
-ବାତ୍ୟା ଏବେ ପୁରୀରୁ ୫୯୦ ଓ ଗୋପାଳପୁରରୁ ୫୧୦ କିମି ଦୂରରେ
-ଆଜି ସଂଧ୍ୟାରେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ
-ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ
-ବାତ୍ୟା ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି, ଏବେ ଦୁର୍ବଳ ହେବ#OTV pic.twitter.com/9fLi01qsSi
13:45 PM(3 years ago )
ତୀବ୍ର ରୂପ ନେଲାଣି ଭୀଷଣ ବାତ୍ୟା ଅସାନି.. ସନ୍ଧ୍ୟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବ.. ଓଡ଼ିଶା ଉପରେ ଏହାର କଣ ପ୍ରଭାବ ପଡ଼ିବ ? IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ତାଜା ତଥ୍ୟ ଦେଉଛନ୍ତି, ଶୁଣନ୍ତୁ.. #CycloneUpdate #Odisha #IMD #OTV pic.twitter.com/u97imvVCaI
— ଓଟିଭି (@otvkhabar) May 10, 2022
13:40 PM(3 years ago )
ପାରାଦ୍ୱୀପରେ ବି ଅଶାନ୍ତ ରହିଛି ସମୁଦ୍ର । ଆକାଶରେ କଳା ମେଘର ଆସ୍ତରଣ । ଏବେ କିପରି ପାଗର ସ୍ଥିତି ଏ ନେଇ ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି#Odisha #Otv #Paradeep #Weather pic.twitter.com/MU4WvvXbz0
— ଓଟିଭି (@otvkhabar) May 10, 2022
11:57 AM(3 years ago )
ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳପୁର ଉପକୂଳ ଠାରୁ ସବୁଠୁ କମ୍ ଦୂରତା ଦେଇ ଯିବ ବାତ୍ୟା। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ। ଆହୁରି ପଢନ୍ତୁ...
11:53 AM(3 years ago )
ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ଆଜି ସକାଳ ୯ଟା ବେଳେ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ତେବେ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଏହା ଦୃଶ୍ୟମାନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...
11:21 AM(3 years ago )
ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ ମାଛମାରି ୬ଟି ଡଙ୍ଗାରେ ଫେରିଲା ବେଳେ ସମୁଦ୍ରରେ ବୁଡ଼ିଗଲା । ପହଁରି ପହଁରି କୂଳକୁ ଆସିଲେ ସମସ୍ତ ମତ୍ସ୍ୟଜୀବୀ ।#Odisha #OTV pic.twitter.com/7YVabBBRuU
— ଓଟିଭି (@otvkhabar) May 10, 2022
11:18 AM(3 years ago )
ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।
11:18 AM(3 years ago )
ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।
10:06 AM(3 years ago )
ବାତ୍ୟା ଅସାନି ପ୍ରଭାବରେ କିଛି କିଛି ସ୍ଥାନରେ ଆରମ୍ଭ ହୋଇଗଲାଣି ବର୍ଷା। ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା। ଆଜି ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି। ଅଧିକ ପଢନ୍ତୁ...
18:39 PM(3 years ago )
#ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ଗଂଜାମ ଜିଲ୍ଲା ସୁନାପୁଟ ନିକଟ ସମୁଦ୍ରରେ ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। #Odisha #Berhampur #OTV pic.twitter.com/RtsY4jWM5b
— ଓଟିଭି (@otvkhabar) May 9, 2022
18:38 PM(3 years ago )
ଅଶାନ୍ତ ସମୁଦ୍ରରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ହେଲିକପ୍ଟର ଦ୍ୱାରା ରେସ୍କ୍ୟୁ ଅପରେସନ୍ ଜାରି ରହିଛି#Odisha #Berhampur #OTV pic.twitter.com/6sb1lDOnT6
— ଓଟିଭି (@otvkhabar) May 9, 2022
18:27 PM(3 years ago )
#ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ଗଂଜାମ ଜିଲ୍ଲା ସୁନାପୁଟ ନିକଟ ସମୁଦ୍ରରେ ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ। #Odisha #Berhumpur #OTV pic.twitter.com/QoSPYBXKNp
— ଓଟିଭି (@otvkhabar) May 9, 2022
17:45 PM(3 years ago )
17:44 PM(3 years ago )
17:30 PM(3 years ago )
ଭୀଷଣ ବାତ୍ୟା ‘ଅସାନି’ ପ୍ରଭାବରେ ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ..
07:59 AM(3 years ago )
ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆହୁରି ପଢ଼ନ୍ତୁ...
11:50 AM(3 years ago )
#୧୦ରୁ_ବର୍ଷା
— ଓଟିଭି (@otvkhabar) May 8, 2022
ବଙ୍ଗୋପସାଗରରେ ବାତ୍ୟା ଅସାନି.. ଉତ୍ତରପଶ୍ଚିମକୁ ଗତି କରି ଭୀଷଣ ବାତ୍ୟାର ରୂପ ନେବ...#CycloneUpdate #CycloneAsani #IMD #Odisha #OTV pic.twitter.com/aPauYOlA1F
11:50 AM(3 years ago )
ସୃଷ୍ଟି ହେଲା ବାତ୍ୟା ଅସାନି..ଏନେଇ ତାଜା ଅପଡେଟ୍ ଦେଉଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ..#CycloneUpdate #CycloneAsani #WeatherUpdate #IMD #OTV pic.twitter.com/cVlN18taYK
— ଓଟିଭି (@otvkhabar) May 8, 2022
10:14 AM(3 years ago )
ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ଆହୁରି ପଢନ୍ତୁ...
09:25 AM(3 years ago )
ଭୁବନେଶ୍ୱରରୁ ଏବଂ ପାରଦୀପରୁ ବାତ୍ୟା ସମ୍ପର୍କିତ ତାଜା ରିପୋର୍ଟ ଦେଖନ୍ତୁ #CycloneAlert #Odisha #OTV pic.twitter.com/ENlH7agcuU
— ଓଟିଭି (@otvkhabar) May 8, 2022
09:00 AM(3 years ago )
ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆହୁରି ପଢ଼ନ୍ତୁ...
09:00 AM(3 years ago )
ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି। ଆହୁରି ପଢ଼ନ୍ତୁ...
08:43 AM(3 years ago )
#ସୃଷ୍ଟି_ହେଲା_ବାତ୍ୟା_ଅସାନି
— ଓଟିଭି (@otvkhabar) May 8, 2022
•ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି
•ଗଭୀର ଅବପାତ ପରେ ସୃଷ୍ଟି ହେଲା ବାତ୍ୟା ଅସାନି
•ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା#WeatherUpdate #WeatherForecast #Cyclone #Odisha #OTV pic.twitter.com/fNW5UTIR43
07:02 AM(3 years ago )
#ଆଜି_ବାତ୍ୟା !
— ଓଟିଭି (@otvkhabar) May 8, 2022
•ଅଧତ୍କ ସକ୍ରିୟ ହେଉଛି ଗଭୀର ଅବପାତ
•କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା
•ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୧୦୦ କିମି ଦୂରରେ
•ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି#CycloneAlert #Odisha #OTV pic.twitter.com/QYqPcSXt7E
07:02 AM(3 years ago )
22:59 PM(3 years ago )
ଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ଏବେ ପୁରୀଠୁ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଗଭୀର ଅବପାତ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ଆହୁରି ପଢନ୍ତୁ...
16:05 PM(3 years ago )
ବାତ୍ୟା ଲ୍ୟାଣ୍ଡଫଲ୍ କରିବନି । ମାଡ଼ି ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଲେ IMD ଡିଜି । ଓଟିଭିକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
13:37 PM(3 years ago )
ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଓଟିଭିକୁ IMD ବୈଜ୍ଞାନିକ ଆର୍.କେ ଜେନାମଣିଙ୍କ ସୂଚନା । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କାଲି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା । ଏହା ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଅଧିକ ପଢ଼ନ୍ତୁ...
13:35 PM(3 years ago )
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି କହିଲେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି । ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ଜଣାପଡ଼ିଲେ ସେମାନଙ୍କୁ ମୁତୟନ କରାଯିବ । ଅଧିକ ପଢ଼ନ୍ତୁ...
12:35 PM(3 years ago )
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଆହୁରି ପଢ଼ନ୍ତୁ...
09:29 AM(3 years ago )
ଆଜି ଅବପାତ, କାଲି ବାତ୍ୟା ! ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା#Odisha pic.twitter.com/yWUhCLwryp
— ଓଟିଭି (@otvkhabar) May 7, 2022
09:28 AM(3 years ago )
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ।
21:00 PM(3 years ago )
ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୃତ ହୋଇପାରେ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଡିପ୍ରେସନ୍ରେ ପରିଣତ ହେବ। ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଅର୍ଥାତ ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ଏହା ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ତେବେ ବାତ୍ୟା ବେଲେ ପବନର ବେଗ ଓ ବର୍ଷାର ପରିମାଣ କେତେ ରହିବ ସେନେଇ ସବିଶେଷ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢନ୍ତୁ...
17:34 PM(3 years ago )
ପୁଣି ମେ ରେ ବାତ୍ୟା ଭୟ। ନାଁ ଶୁଣିବା ମାତ୍ରକେ ଉପକୂଳିଆ ଲୋକେ ଛାନିଆ। ବାତ୍ୟା ଆସିବ ବୋଲି ସ୍ପଷ୍ଟ ହୋଇଥିଲେବି ଗତି କିନ୍ତୁ ଅସ୍ପଷ୍ଟ ରହିଛି। ତେବେ ବାତ୍ୟା ସଂପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ଯେ ୧୦ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇପାରେ। ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବବା ସମ୍ଭାବନା ରହିଥିବା ସେ କହିଛନ୍ତି। ଅଧିକ ପଢନ୍ତୁ...
15:14 PM(3 years ago )
ଆସୁଛି ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ..
15:13 PM(3 years ago )
୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା । ଅଧିକ ପଢ଼ନ୍ତୁ..
15:12 PM(3 years ago )
ଗୋଟିଏପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ। ଅଧିକ ପଢ଼ନ୍ତୁ..
15:11 PM(3 years ago )
ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ
15:09 PM(3 years ago )
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି । ଅଧିକ ପଢ଼ନ୍ତୁ..