Advertisment

Cyclone Live Updates : ଦୁର୍ବଳ ହେଲା ବାତ୍ୟା ‘ଅସାନି’

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ

author-image
Prangyan Parimita
ଅଦ୍ୟତନ ହୋଇଛି
New Update
 cyclone update

cyclone update

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ ବର୍ଷା ସହ ପବନ ଏବଂ ସମୁଦ୍ର ଅଶାନ୍ତ ରହିବ.. କେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ଜାଣନ୍ତୁ..

Advertisment
  • May 11, 2022 14:53 IST

    ବାତ୍ୟା ‘ଅସାନି’ ପାଇଁ ସମୁଦ୍ର କୂଳିଆ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ବାରଣ ସତ୍ୱେ ପୁରୀ ବେଳାଭୂମୀରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ…



  • May 11, 2022 13:59 IST

    ପୁରୀ ବେଳାଭୂମୀରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ…



  • May 11, 2022 13:35 IST

    କୋରାପୁଟରେ ବାତ୍ୟା ‘ଅସାନି’ର ପ୍ରଭାବ



  • May 11, 2022 13:34 IST

    ପାରାଦୀପ ଦେଇ ଗତି କରିବ ଅସାନି ?



  • May 11, 2022 13:34 IST

    ଗୋପାଳପୁରରୁ ୫୩୦ କିମି ଦୂରରେ ବାତ୍ୟା ‘ଅସାନି’



  • May 11, 2022 13:34 IST

    ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ଗୋଟିଏ ବାତ୍ୟାରେ ପରିଣତ ହୋଇଛି ‘ଅସାନି’



  • May 11, 2022 13:33 IST

    ବାତ୍ୟା ‘ଅସାନି’: ବାଲେଶ୍ୱର ବଳରାମପୁରଗଡ଼ର ଦୃଶ୍ୟ



  • May 11, 2022 13:33 IST

    ପୁରୀ ବେଳେଭୂମିରେ ହଜାର ହଜାର ପର୍ଯ୍ୟଟକ



  • May 11, 2022 13:32 IST

    ବାତ୍ୟାକୁ ‘ଅସାନି’କୁ ନେଇ ନ୍ୟୁଜରୁମ୍ ଅପଡେଟ୍



  • May 11, 2022 13:32 IST

    ମାଲକାନଗିରିରେ ବାତ୍ୟା ‘ଅସାନି’ର ପ୍ରଭାବ



  • May 11, 2022 13:31 IST

    କୋରାପୁଟରେ ବାତ୍ୟା ଅସାନିର ପ୍ରଭାବ



  • May 11, 2022 13:31 IST

    ବଦଳିଲାଣି ସମୁଦ୍ର ପାଣିର ରଙ୍ଗ



  • May 11, 2022 13:30 IST

    ବାତ୍ୟା ‘ଅସାନି’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଭାଙ୍ଗି ପଡ଼ିଛି ଅନେକ ଗଛ…



  • May 11, 2022 13:30 IST

    ଆନ୍ଧ୍ରପ୍ରଦେଶକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ



  • May 11, 2022 13:29 IST

    ପୁରୀ ବିଚରେ ବଡ଼ ବଡ଼ ଜୁଆର



  • May 11, 2022 13:29 IST

    ବାତ୍ୟା ‘ଅସାନି’: ପାରାଦୀପର ଦୃଶ୍ୟ…



  • May 11, 2022 13:28 IST

    ବାତ୍ୟା ‘ଅସାନି’: କେନ୍ଦ୍ରାପଡା ପଟାମୁଣ୍ଡାଇ ଦୃଶ୍ୟ…



  • May 11, 2022 13:25 IST

    ପାରାଦୀପ ପୋର୍ଟର କଣ ସ୍ଥିତି ?



  • May 11, 2022 13:24 IST

    ବାତ୍ୟା ‘ଅସାନି’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କିଛି ସ୍ଥାନରେ ପବନ ବର୍ଷା



  • May 11, 2022 12:34 IST

    କେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ଜାଣନ୍ତୁ..



  • May 11, 2022 12:32 IST

    ବାତ୍ୟା ‘ଅସାନି’: ଗୋପାଳପୁର ବନ୍ଦରର ଦୃଶ୍ୟ…



  • May 11, 2022 12:32 IST

    ବାତ୍ୟା ‘ଅସାନି’: ପୁରୀ କୃଷ୍ଣପ୍ରସାଦରର ଦୃଶ୍ୟ…



  • May 11, 2022 11:35 IST

    ଅସାନି ପ୍ରଭାବରେ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା



  • May 11, 2022 11:34 IST

    ବାତ୍ୟା ଅସାନି ପାଇଁ ଆନ୍ଧ୍ରରେ ବିମାନସେବା ପ୍ରଭାବିତ



  • May 11, 2022 10:54 IST

    ଆସନ୍ତାକାଲି ଅବପାତର ରୂପ ନେବ ବାତ୍ୟା ଅସାନି



  • May 11, 2022 10:53 IST

    ବାତ୍ୟାକୁ ନେଇ ପାରଳାଖେମୁଣ୍ଡିରେ ସ୍ଥିତି କଣ ରହିଛି ଦେଖନ୍ତୁ



  • May 11, 2022 10:52 IST

    ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି



  • May 11, 2022 10:52 IST

    ଆନ୍ଧ୍ର ପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ



  • May 11, 2022 10:51 IST

    ବାତ୍ୟାକୁ ନେଇ କଟକରେ ସ୍ଥିତି କଣ ରହିଛି ଦେଖନ୍ତୁ



  • May 11, 2022 10:51 IST

    ବାତ୍ୟାକୁ ନେଇ ବ୍ରହ୍ମପୁରରେ ସ୍ଥିତି କଣ ରହିଛି ଦେଖନ୍ତୁ



  • May 11, 2022 10:50 IST

    ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଛୁଟି ଘୋଷଣା



  • May 11, 2022 10:49 IST

    ଅସାନି ମୁକାବିଲା ପାଇଁ ଅଧିକ ୧୨ଟି ଅଗ୍ନିଶମ ଟିମ୍ ମୁତୟନ



  • May 11, 2022 10:49 IST

    -ଅସାନି ମୁକାବିଲା ପାଇଁ ଅଧିକ ୧୨ଟି ଅଗ୍ନିଶମ ଟିମ୍ ମୁତୟନ



  • May 11, 2022 09:19 IST

    ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

    ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...



  • May 11, 2022 07:56 IST

    ଆନ୍ଧ୍ର ମୁହାଁ ବାତ୍ୟା ‘ଅସାନି’ ପ୍ରଭାବରେ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା



  • May 11, 2022 07:55 IST

    ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି



  • May 11, 2022 07:51 IST

    ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା; ଚିନ୍ତାରେ ଚଷା ପୁଅ

    ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନ ଯୋଗୁ ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଅଧିକ ପଢ଼ନ୍ତୁ...



  • May 11, 2022 07:44 IST

    ଦୁର୍ବଳ ହେଲା ସିଭିୟର ସାଇକ୍ଲୋନ୍ ଅସାନି

    ଭୀଷଣ ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଅସାନି ଆନ୍ଧ୍ରମୁହାଁ ହୋଇଛି।ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା ରହିଛି। ଆହୁରି ପଢନ୍ତୁ...



  • May 11, 2022 07:33 IST

    ଆନ୍ଧ୍ର ମୁହାଁ ବାତ୍ୟା ‘ଅସାନି’; ରେଡ୍ ୱାର୍ଣ୍ଣିଂ ଜାରି

    ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅସାନି । ଯାହା କାରଣରୁ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି.. ଆହୁରି ପଢ଼ନ୍ତୁ...



  • May 11, 2022 07:31 IST

    ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ



  • May 11, 2022 07:31 IST

    #ଅସାନି_ଦୁର୍ବଳ_ବାତ୍ୟାରେ_ପରିଣତ



  • May 10, 2022 18:22 IST

    ବଦଳିଲା ଦିଗ ! ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ଅସାନୀ

    ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଅଧିକ ପଢ଼ନ୍ତୁ..



  • May 10, 2022 16:47 IST

    ଶୁଣ ଶୁଣ ଶୁଣ....ଆପଣଙ୍କୁ ଜଣାଇ ଦିଆଯାଉଛି ... ଦେଖନ୍ତୁ ଗୋପାଳପୁରରେ କେମିତି ଲୋକଙ୍କୁ କରାଯାଉଛି ସତର୍କ



  • May 10, 2022 13:46 IST

    ବାତ୍ୟା ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି, ଏବେ ଦୁର୍ବଳ ହେବ



  • May 10, 2022 13:45 IST

    ତୀବ୍ର ରୂପ ନେଲାଣି ଭୀଷଣ ବାତ୍ୟା ଅସାନି..



  • May 10, 2022 13:40 IST

    ପାରାଦ୍ୱୀପରେ ବି ଅଶାନ୍ତ ରହିଛି ସମୁଦ୍ର । ଆକାଶରେ କଳା ମେଘର ଆସ୍ତରଣ ।



  • May 10, 2022 11:57 IST

    ସମୁଦ୍ର ଉପକୂଳ ନଯିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

    ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳପୁର ଉପକୂଳ ଠାରୁ ସବୁଠୁ କମ୍‌ ଦୂରତା ଦେଇ ଯିବ ବାତ୍ୟା। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ। ଆହୁରି ପଢନ୍ତୁ...



  • May 10, 2022 11:53 IST

    ଦୃଶ୍ୟମାନ ହେଲା ଭୀଷଣ ବାତ୍ୟା ଅସାନିର ଆଖି

    ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ଆଜି ସକାଳ ୯ଟା ବେଳେ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ତେବେ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଏହା ଦୃଶ୍ୟମାନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...



  • May 10, 2022 11:21 IST

    ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ



  • May 10, 2022 11:18 IST

    ମାଛମାରି ଫେରିବା ସମୟରେ ବୁଡ଼ିଲା ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

    ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।



Cyclone Asani
Advertisment
Advertisment