ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ତେଣୁ ଶୀତ ଦିନକୁ ଭଲ ଭାବେ ଉପଭୋଗ କରିବାକୁ ହେଲେ ଏବେ ଠାରୁ ସତର୍କ ରହିବା ଜରୁରୀ।
RRB ଅଧୀନରେ ଟେକ୍ନିସିଆନ ନିଯୁକ୍ତି ୨୦୨୪ପାଇଁ ଆବେଦନ କରିଛନ୍ତି, ତେବେ ସାବଧାନ ରୁହନ୍ତୁ। ଯଦି ଆବେଦନ ଫର୍ମରେ କୌଣସି ଭୁଲ ହୋଇଯାଇଥାଏ ତେବେ ବୋର୍ଡ ଏହାକୁ ସଂଶୋଧନ କରିବାର ସୁଯୋଗ ଦେଇଛି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି। ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମଧ୍ୟ ମିଳିଛି। ଏହି ସମୟରେ ସଲିମ ଖାନ କହିଛନ୍ତି ଯେ ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ସଲମାନ ଖାନଙ୍କ ହତ୍ୟା ଧକମ ମଧ୍ୟରେ କୌଣସି ସମ୍ପର୍କ ନାହିଁ।
ଏକ ସାକ୍ଷାତକାରରେ ରାହୁଲ ଦେବ ତାଙ୍କ ସ୍କୁଲ୍ ଦିନର ସ୍ମୃତି ବାଣ୍ଟିଥିଲେ। ରାହୁଲ ତାଙ୍କ ସ୍କୁଲ୍ ଦିନର କଥାରେ କହିଥିଲେ ଯେ ଶାହରୁଖ ଖାନ ସ୍କୁଲରେ ବହୁତ ଭଲ ଛାତ୍ର ଥିଲେ। ଖେଳରେ ମଧ୍ୟ ସେ ଖୁବ୍ ଭଲ ଥିଲେ ବୋଲି ସେ କହିଛନ୍ତି।
ପ୍ରାୟତଃ ଦେଖାଯାଏ ଯେ ୧୪ ରୁ ୧୬ ବର୍ଷ ବୟସର ପିଲାମାନେ ବାପାମାଆଙ୍କ ସହିତ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତି। ତେବେ ଆସନ୍ତୁ ଜାଣିବା ଏବଂ ପିଲାମାନଙ୍କର ଏହି ଆଚରଣର କାରଣ କ’ଣ ହୋଇପାରେ।
ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।
ବେଳେବେଳେ ଏମିତି ହୁଏ ଯେ, ଭୁଲବଶତଃ Whatsapp ଆକାଉଣ୍ଟ୍ ବ୍ୟାନ୍ ହୋଇଯାଏ। କିନ୍ତୁ ଏହି କାରଣରୁ ବ୍ୟସ୍ତ ହେବା ଦରକାର ନାହିଁ କାରଣ ଏଠାରେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯଦି ଆପଣଙ୍କର Whatsapp ଆକାଉଣ୍ଟ ସହିତ ଏମିତି ହୁଏ ତେବେ ଆପଣ କ’ଣ କରିବା ଉଚିତ।
ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।
ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି। ଏନେଇ ଭାଇଜାନ୍ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି।
ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।
ଅନେକଙ୍କ ବୈବାହିକ ଜୀବନ ସଫଳ ହେଉଥିବା ବେଳେ ଅନ୍ୟମାନେ ସମୟର ପରୀକ୍ଷାରେ ବିଫଳ ହେବା ଦେଖାଯାଏ। ତେବେ ଏଠାରେ ଏମିତି କିଛି ସାଧାରଣ ତ୍ରୁଟି ରହିଛି ଯାହାକୁ ପୁରୁଷମାନେ ପ୍ରାୟତଃ ସେମାନଙ୍କ ଅଜାଣତରେ କରନ୍ତି ଏବଂ ଯାହା ସେମାନଙ୍କର ବିବାହକୁ ବର୍ବାଦ କରିଦିଏ।
ଶରୀରର ଧମନୀ ପ୍ଲେକ୍ ଜମା ହୋଇଯିବା କାରଣରୁ ରକ୍ତ ହୃଦୟରେ ପହଞ୍ଚେ ନାହିଁ ଏବଂ ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ। ଏଭଳି ପରିସ୍ଥିତିରେ ଯଦି ତୁରନ୍ତ ଚିକିତ୍ସା ଯୋଗାଇ ଦିଆ ନଯାଏ, ତେବେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ। ଏହି ସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ କିଛି ଟିପ୍ସ ମାନିବାକୁ...
ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍(WCL) ରେ ପୂରଣ ହେବ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ। ଏଥିପାଇଁ WCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଅଲିଟି ଶୋ ବିଗ୍ ବସ୍ ୧୮ର ସେଟ୍ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।
ଅନେକ ସମୟରେ ଆମେ ୱେବସାଇଟ୍ ଯାଉ ଯାଉ ଆମେ ସେଠାରେ ପପ୍-ଅପ୍ ବିଜ୍ଞାପନ ଦେଖୁ। ଯାହା ବି କିଛି ଦେଖିବା କିମ୍ବା ଖୋଲିବା ସମୟରେ ବିଜ୍ଞାପନ ଦେଖାଯାଏ, ଯାହା ଅତ୍ୟନ୍ତ ବିରକ୍ତିକର। ତେବେ ଏହାକୁ କିପରି ବ୍ଲକ୍ କରିବେ ଆସନ୍ତୁ ଜାଣିବା।
ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।
'ଭୁଲ୍ ଭୁଲୈୟା ୩'ର ଟ୍ରେଲର ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହାରି ଭିତରେ ନିର୍ମାତା 'ଭୁଲ୍ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍ ରିଲିଜ୍ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ଲାଗିଛି।
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଇଣ୍ଟରନେଟରେ ତାଙ୍କ ଫଟୋ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି।
କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ...