• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Kumara Purnima 2024 how it is celebrated in Odisha
Kumara Purnima 2024: କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ...

Ram gopal varma call Lawrence bishnoi smarter than film stars
ବିଷ୍ଣୋଇଙ୍କ ଅପେକ୍ଷା ଅଧିକ ଭଲ ଦେଖାଯାଉଥିବା ଷ୍ଟାର୍‌ ବଲିଉଡ୍‌ରେ ମିଳିବେ ନାହିଁ; ରାମ ଗୋପାଳ ବର୍ମା

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍‌ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ...

How to create a WhatsApp Channel
Technology: WhatsAppରେ ତିଆରି କରନ୍ତୁ ଚ୍ୟାନେଲ୍‌, ନିଅନ୍ତୁ ଫାଇଦା; ଜାଣନ୍ତୁ କିପରି କରିବେ

ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ WhatsApp ଚ୍ୟାନେଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଆପଣ ମଧ୍ୟ ନିଜର WhatsApp ଚ୍ୟାନେଲ୍ ସୃଷ୍ଟି କରିପାରିବେ। ଏହା ଦ୍ୱାରା ଆପଣଙ୍କ ବ୍ରାଣ୍ଡ୍‌ର ପ୍ରମୋସନ୍ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ।

Jaggery adulteration detection methods
Tips and Tricks: ଆପଣ ବ୍ୟବହାର କରୁଥିବା ଗୁଡ଼ ଭେଜାଲ ନୁହେଁ ତ… ୪ଟି ପରୀକ୍ଷା କରି ଜାଣନ୍ତୁ

ଆଜିକାଲି ମାର୍କେଟ୍‌ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।

vegetarian people how to get vitamin b 12
Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।

Lawrence bishnois notorious hit list of targets
ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ ଚର୍ଚ୍ଚା। କେତେକ ବଡ ନାଁ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ରହିଛି, ଯେଉଁଥିରେ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ଅନ୍ୟମାନେ କିଏ ଆସନ୍ତୁ ଜାଣିବା।

Atul parchure funeral raj Thackeray reached at atul parchure house
କ୍ୟାନ୍ସରରେ ଚାଲିଗଲେ ଏହି କମେଡିଆନ୍; ଅଭିନୟରେ ହସେଇ ହସେଇ କରୁଥିଲେ ବେଦମ

ନିଜର ଅଭିନୟର ଚାତୁରିରେ ଯିଏ ଦିନେ ସମସ୍ତଙ୍କୁ ହସାଉଥିଲେ ଆଜି ସିଏ ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ବରିଷ୍ଠ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି।

bhool bhulaiyaa 3 title track teaser out
‘ଭୁଲ୍ ଭୁଲୈୟା ୩’ର ଟାଇଟଲ୍ ଟ୍ରାକ୍ ଟିଜର୍ ରିଲିଜ୍; ପାଗଳ କଲା କାର୍ତ୍ତିକଙ୍କ ହଟ୍‌ ଲୁକ୍-ଡ୍ୟାନ୍ସ ମୁଭ୍ସ

‘ଭୁଲ୍ ଭୁଲୈୟା ୩’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଏବେ ନିର୍ମାତା ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍‌ ରିଲିଜ୍ କରିଛନ୍ତି। ଆସନ୍ତାକାଲି ଫିଲ୍ମର ସମ୍ପୂର୍ଣ୍ଣ ଗୀତ ମୁକ୍ତିଲାଭ କରିବ।

Shraddha kapoor winning hearts with her desi look
ପାରମ୍ପରିକ ପୋଷାକ ପିନ୍ଧି ମନ ମୋହିଲେ ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ବର୍ତ୍ତମାନ ଫିଲ୍ମ 'ସ୍ତ୍ରୀ ୨'ର ସଫଳତାକୁ ଖୁବ୍ ଉପଭୋଗ କରୁଛନ୍ତି। ସେ କେବଳ ଲୋକଙ୍କ ହୃଦୟ ଜିତୁ ନାହାଁନ୍ତି ବରଂ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛନ୍ତି। ସେ ଏହି ଫିଲ୍ମ ସହିତ ରେକର୍ଡ ଭାଙ୍ଗିବାରେ ସଫଳତା ହାସଲ କରିଥିବା ପ୍ରଥମ ଅଭିନେତ୍ରୀ ହୋଇଛନ୍ତି।

How to fall sleep early in night follow these 5 tips
Health Tips: ରାତିରେ ଶୋଇବାରେ ହେଉଛି କି ଅସୁବିଧା…ମାନନ୍ତୁ ଏହି ୫ଟି ଟିପ୍ସ, ବେଡ୍‌କୁ ଯାଉ ଯାଉ ହେବ ନିଦ

ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍‌ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍‌କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…

Baba siddique death accused
ବାବା ସିଦ୍ଦିକି ହତ୍ୟା ମାମଲା; କିଏ ଏହି ୩ ଅଭିଯୁକ୍ତ...ଆଗରୁ ସେମାନେ କରୁଥିଲେ କ’ଣ...

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗୁରୁମେଲ୍‌ ବଲଜିତ ସିଂହ ଏବଂ ଧର୍ମରାଜ ରାଜେଶ କାଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଫେରାର୍।

Alia bhatt admits as she clinically diagnosed with adhd
ଆଲିଆ ଭଟ୍ଟଙ୍କୁ ସାଂଘାତିକ ରୋଗ! ସାଇକୋଲୋଜିକାଲ୍ ଟେଷ୍ଟ୍ ପରେ ଜଣାପଡ଼ିଲା

ଥିଏଟରରେ ‘ଜିଗ୍‌ରା’ ଚାଲିଥିବାବେଳେ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଲିଆ ଭଟ୍ଟ ତାଙ୍କ ଅସୁସ୍ଥତାକୁ ନେଇ ପ୍ରକାଶ କରିଛନ୍ତି। ଆଲିଆ ଭଟ୍ଟଙ୍କର ADHD ବା ଆଟେନ୍‌ସନ୍ ଡିଫିସିଏଟ୍ ହାଇଆକ୍ଟିଭିଟି ଡିସ୍‌ଅର୍ଡର୍ ଅଛି।

masaba gupta welcomes her baby girl celebs blessing shower on them
ନାତୁଣୀଙ୍କୁ ସ୍ୱାଗତ କଲେ ନୀନା ଗୁପ୍ତା; ସୋସିଆଲ୍ ମିଡିଆରେ ପ୍ରଥମ ଝଲକ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ମା’ ହୋଇଛନ୍ତି। ମସାବା ଗୁପ୍ତା ଛୋଟ ପରୀଙ୍କୁ ଜନ୍ମ ଦେଇଛନ୍ତି। ଦଶହରା ଦିନ ମସାବା ଏବଂ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫ୍ୟାଶନ ଡିଜାଇନର୍ ମସାବା ଗୁପ୍ତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ...

Pushpa 2 earns 900 crore before release
‘ପୁଷ୍ପା ୨’ ରିଲିଜ୍ ହେବାକୁ ଆହୁରି ଅନେକ ଦିନ ବାକି ଅଛି; ରୋଜଗାର କଲାଣି ୯୦୦ କୋଟିରୁ ଅଧିକ

ଶାହରୁଖ ଖାନ, ସଲମାନ ଖାନ, ଆମୀର ଖାନ, ହ୍ରିତିକ ରୋଶନ ଏବଂ ଅକ୍ଷୟ କୁମାରଙ୍କ ଭଳି ବଲିଉଡ୍‌ ସୁପରଷ୍ଟାର ଯାହା କରିପାରି ନାହାଁନ୍ତି, ତାହା ଅଲୁ ଅର୍ଜୁନ କରି ଦେଖେଇଛନ୍ତି। ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ୯୨୦ କୋଟି ଟଙ୍କା ରୋଜଗାର କରିଛି।

Unlucky Things Vastu
Vastu Tips: ସକାଳେ ଉଠିବା ମାତ୍ରେ କେବେ ବି ଦେଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।

Should we use antivirus or not is it really necessary know details
Technology: ଆଣ୍ଟିଭାଇରସ୍ ବ୍ୟବହାର କରିବା ଜରୁରୀ କି… ଜାଣନ୍ତୁ ଏହା ଦରକାର କି ନାହିଁ

ଆଣ୍ଟିଭାଇରସ୍ ବ୍ୟବହାର କରିବା ଆବଶ୍ୟକ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର କିମ୍ବା ଡିଭାଇସ୍‌ର ବ୍ୟବହାର ଉପରେ ନିର୍ଭର କରେ। କେତେକ ପରିସ୍ଥିତିରେ ଆଣ୍ଟିଭାଇରସ୍ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ଅନ୍ୟ କେତେକ କ୍ଷେତ୍ରରେ ଏହା ଆବଶ୍ୟକ ହୋଇ ନପାରେ।

Before imparting knowledge to the child make 3 changes in home environment
Parenting Tips: ଆପଣଙ୍କ ପିଲା ଭଲ ପଢୁନି, ଲୋକଙ୍କୁ ଖରାପ ବ୍ୟବହାର କରୁଛି କି… ପରିବର୍ତ୍ତନ କରିଦିଅନ୍ତୁ ଘରର ଏହି ପରିବେଶ

ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ଅଧିକ ମୋବାଇଲ୍ ଦେଖୁଛି ଏବଂ ଲୋକଙ୍କ ସହିତ ଭଲ ବ୍ୟବହାର କରୁନି ତେବେ ଏହା ତା’ର ଭୁଲ୍ ନୁହେଁ। ଏନେଇ ବାପାମାଆଙ୍କର ମଧ୍ୟ ଭୁଲ ରହିଛି। ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ଘରର ପରିବେଶକୁ...

NTPC Recruitment 2024
NTPC Recruitment 2024: NTPCରେ ପୂରଣ ହେବ କାର୍ଯ୍ୟନିର୍ବାହୀ ପଦବୀ; ମାସକୁ ଦରମା ୪୦ ହଜାର

ଆପଣ ଯଦି NTPCରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏଥିପାଇଁ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Shraddha kapoor reveals about relationship
ମୁଁ ମୋ ପାର୍ଟନର୍‌ଙ୍କ ସହ ରାତ୍ରୀ ଭୋଜନ କରିବାକୁ ଖୁବ ଭଲ ପାଏ; ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ସ୍ୱୀକାର କରିଛନ୍ତି ଯେ ମୀନ ରାଶି ସହିତ ତାଙ୍କର କିଛି ବିଶେଷତା ରହିଛି, ବିଶେଷକରି ପ୍ରେମ ପ୍ରତି ତାଙ୍କର କେତେ ଆକର୍ଷଣ ଅଛି ତାହା ସେ ବୋଲି ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ତାଙ୍କ ପାର୍ଟନର୍ ଥିବେ, ତାଙ୍କର ଆଉ କାହାର ଆବଶ୍ୟକତା...

Disha patani shared photos wearing lehenga on dussehra looks
ଦଶହରାରେ ଦିଶା ଦେଖେଇଲେ ଦେଶୀ ଲୁକ୍; ଦିବାନା ହେଲେ ପ୍ରଶଂସକ

ସାଧାରଣ ଲୋକମାନଙ୍କ ସହିତ ବଲିଉଡ ତାରକାମାନେ ମଧ୍ୟ ଉତ୍ସାହର ସହ ଦଶହରାକୁ ପାଳନ କରୁଛନ୍ତି। ସେମାନେ ଇନ୍‌ଷ୍ଟାଗ୍ରାମରେ ଅଭିନନ୍ଦନ ବାର୍ତ୍ତା ସହିତ ଉତ୍ସବରେ ନିଜର ଆକର୍ଷଣୀୟ ଫଟୋ ପୋଷ୍ଟ କରୁଛନ୍ତି। ଦିଶା ପାଟନୀ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଅବସରରେ ନିଜର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।