• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Baaghi 4 update sonam bajwa joins tiger shroff
Baaghi 4: ଚର୍ଚ୍ଚାରେ ‘ବାଗୀ ୪’; ଭିଲେନ୍ ହେବେ ଏହି ସୁପର୍‌ଷ୍ଟାର୍; ଜାଣନ୍ତୁ କିଏ ଟାଇଗର୍‌ଙ୍କ ସହ କରିବେ ରୋମାନ୍ସ

‘ବାଗୀ ୪’ର ପୋଷ୍ଟର୍‌ ରିଲିଜ୍‌ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…

Karni sena threatens to pushpa 2 over negative role of shekhawat
Pushpa 2: ‘ପୁଷ୍ପା ୨’ ନିର୍ମାତାଙ୍କୁ ଧମକ; ‘କରଣୀ ସେନା ତାଙ୍କ ଘରେ ପଶି ମାଡ଼ ମାରିବେ’... ଦେଖନ୍ତୁ ଭାଇରାଲ୍ ଭିଡିଓ

କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।

Human Rghts Day 2024 ten human rights each one to enjoy
Human Rights Day 2024: ୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ

୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।

Janhvi kapoor shines bright like a diamond in a holographic shimmery saree
Janhvi Kapoor: ଶିମିରି ଶାଢିରେ ମନ ମୋହିଲେ ଜାହ୍ନଭୀ କପୁର; ଦେଖନ୍ତୁ ତାଙ୍କର ଏହିସବୁ ଷ୍ଟାଇଲିସ୍ ସେନ୍ସ

ବିବାହ ଋତୁ ଚାଲିଛି। ଫଳରେ ଚାରିଆଡେ ଫଙ୍କ୍‌ସନ୍ ଚାଲିଛି। ଏଭଳି ପରିସ୍ଥିତିରେ ମହିଳାମାନେ ପ୍ରତ୍ୟେକ ଫଙ୍କ୍‌ସନ୍‌ରେ କିପରି ଭିନ୍ନ ଦେଖାଯିବେ ସେ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ରୁହନ୍ତି। ଅନେକ ଥର ମହିଳାମାନେ ଏକ ପାର୍ଟୀକୁ ଯିବା ପାଇଁ କ’ଣ ପିନ୍ଧିବେ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରନ୍ତି ନାହିଁ।...

Keep these things in mind before eating banana in winter
Health Tips: ଶୀତ ଦିନେ କଦଳୀ ଖାଉଛନ୍ତି କି… ଧ୍ୟାନ ଦିଅନ୍ତୁ, ନ ହେଲେ ଆସିପାରେ ସମସ୍ୟା

ଶୀତ ଋତୁରେ କଦଳୀ ଖାଇବାକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଏ। କିଛି ଲୋକ କୁହନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଠିକ୍ ତ ଆଉ କିଛି ଲୋକ ମତ ଦିଅନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ମଧ୍ୟ ଏଭଳି...

Sonu sood action film fateh movie teaser release
Fateh Teaser Out: ସୋନୁ ସୁଦଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର… ଆସୁଛି 'ଫତେହ'; ହୋଶ୍ ଉଡେଇ ଦେବ ଟିଜର୍

'ଫତେହ'ର ଟିଜରରେ ସୋନୁ ସୁଦଙ୍କ ଚରିତ୍ରର ଝଲକ ଦେଥିବାକୁ ମିଳେ, ଯାହା ଜନ୍ ୱିକ୍ ଫ୍ରାଞ୍ଚାଇଜ୍ ସହିତ ସମାନ, ଯେଉଁଥିରେ ମୃତକଙ୍କ ସଂଖ୍ୟା ବଢୁଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଦମଦାର ଆକ୍ସନ୍।

If smart tv is hanging again and again then dont worry here is the solution
Technology: ଆପଣଙ୍କ ସ୍ମାର୍ଟ ଟିଭି ବାରମ୍ବାର ହ୍ୟାଙ୍ଗ୍ ହେଉଛି କି… ବ୍ୟସ୍ତ ହୁଅନ୍ତୁ ନାହିଁ; ନିଜେ କରନ୍ତୁ ସମାଧାନ

ବିଭିନ୍ନ କାରଣରୁ ବେଳେବେଳେ ଟିଭି ସ୍କ୍ରିନ୍ ଅଟକି ଯାଏ। ଏସବୁର ସମାଧାନ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଏମିତି କିଛି ସମସ୍ୟା ଆସିଥାଏ ଯାହା ଖୁବ୍ ସାଧାରଣ ଏବଂ ସେସବୁର ସମାଧାନ ମଧ୍ୟ ସରଳ। ଏଠାରେ ଦିଆଯାଇଥିବା କିଛି ସରଳ ଏବଂ ପ୍ରଭାବଶାଳୀ ସମାଧାନ ଆପଣଙ୍କୁ ସାହାଯ୍ୟ...

International Anti-Corruption Day 2024 Steps to Stop Corruption
International Anti-Corruption Day 2024: ଦୁର୍ନୀତି ରୋକିବା ନେଇ ଯୁବକମାନଙ୍କ ପ୍ରମୁଖ ଭୂମିକା; ଜାଣନ୍ତୁ ରୋକିବାର ପଦକ୍ଷେପ

ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।

Dog and hen fight in market video go viral watch who won
Viral Video: କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ; ଭୟରେ ଦୌଡି ପଳେଇଲା କୁକୁର

କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ। ଏଥିରେ କିଏ ଜିତିବ ତାହା ଏକ ବଡ଼ ପ୍ରଶ୍ନ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଖୁବ ଉତ୍ସାହିତ ହୋଇପଡିବେଣି। କିନ୍ତୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପରେ ହିଁ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯିବେ।

Disha patani copies blackpink star lisa outfit
Disha Patani: ଲିସାଙ୍କୁ କପି କଲେ ଦିଶା ପଟାନୀ; ଲୋକେ କଲେ ଟ୍ରୋଲ୍

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଚେହେରା ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦିଶା ତାଙ୍କର ଏକ ଲାଟେଷ୍ଟ ଲୁକ୍ ପୋଷ୍ଟ୍ କରିଛନ୍ତି, ଯାହା ବ୍ଲାକ୍‌ପିଙ୍କ୍ ଷ୍ଟାର୍ ଲିସାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଦେଖାଯାଏ। ଉଭୟଙ୍କ ସମାନ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ...

Allu arjun latest film pushpa 3 crosses 500 cr worldwide
Pushpa: 2 Collection Day 3: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

ପୁଷ୍ପା ୨’ର ରୋଜଗାର ଝଡ ବନ୍ଦ ହୋଇନି। କେବଳ ତିନି ଦିନରେ ଫିଲ୍ମ ୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଯାହା ଏକ ରେକର୍ଡ ଭାଙ୍ଗିବା ଠାରୁ କମ୍ ନୁହେଁ।

If you first time buying laptop remember these things before purchase
Technology: ଆପଣ ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି କି… ଏହି ୬ଟି ଜିନିଷକୁ ଧ୍ୟାନ ଦିଅନ୍ତୁ; ଅସୁବିଧାରେ ପଡ଼ିବେ ନାହିଁ

ଆପଣ ଯଦି ପ୍ରଥମ ଥର ପାଇଁ ଲାପ୍‌ଟପ୍ କିଣୁଛନ୍ତି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଜରୁରୀ। ବଜାରରେ ଅନେକ ବ୍ରାଣ୍ଡ୍‌ ଏବଂ ମଡେଲ୍‌ର ଲାପ୍‌ଟପ୍ ଥିବାରୁ ଏହା ଟିକେ ଚ୍ୟାଲେଞ୍ଜିଂ ହୋଇପାରେ। ତେବେ ଯଦି ଆପଣ ପ୍ରଥମ ଥର ପାଇଁ ଏକ ଲାପ୍‌ଟପ୍ କିଣିବାକୁ ଯାଉଛନ୍ତି, ତେବେ...

Monalisa shared romantic photos with husband fans shocked
Monalisa: ସ୍ୱାମୀଙ୍କ ସହ ରୋମାଣ୍ଟିକ୍ ହେଲେ ମୋନାଲିସା; ଭାଇରାଲ୍ ହେଲା ଫଟୋ

ଭୋଜପୁରୀ ସିନେମାର ହଟ୍‌ ଏବଂ ଗ୍ଲାମରସ୍ ଅଭିନେତ୍ରୀ ମୋନାଲିସାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଭିନେତ୍ରୀ କେବଳ ତାଙ୍କ ଅଭିନୟ ନୁହେଁ ବରଂ ତାଙ୍କ ଚେହେରା ସହ ତାଙ୍କ ପ୍ରଶଂସକଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ।

Abhishek bachchan and aishwarya rai shut down divorce rumors with a photos
Aishwarya Rai: ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ; ଶେଷ ହେଲା କି ଛାଡ଼ପତ୍ର ଗୁଜବ

ଗୁରୁବାର ରାତିରେ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ପାର୍ଟିରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହେଁ ଏକାଠି ନଜର ଆସିବା ପରେ ଏବେ ସେମାନଙ୍କୁ ନେଇ ଉଠୁଥିବା ଛାଡପତ୍ର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

Pushpa 2 opening box office in hindi day 1
Pushpa 2 Day 1 collection: ‘ପୁଷ୍ପା ୨’ର ପ୍ରଥମ ଦିନର ରୋଜଗାର ୧୦୦ କି ୨୦୦ କୋଟି ନୁହେଁ; ଜାଣିଲେ ପାଦ ତଳେ ଲାଗିବନି

‘ପୁଷ୍ପା ୨’ ବର୍ତ୍ତମାନ ସମୟ ପାଇଁ ସବୁ ଫିଲ୍ମକୁ ପଛରେ ପକାଇ ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଏହା ଶାହରୁଖ ଖାନ୍‌ଙ୍କ ‘ଯବାନ’କୁ ମଧ୍ୟ ପଛରେ ପକେଇଦେଇଛି। ଫିଲ୍ମର ପ୍ରଥମ ଦିନର ରୋଜଗାର ଜାଣିଲେ ଆପଣ ବିଶ୍ୱାସ କରିପାରିବେନି।

Ambedkar death anniversary Know babasaheb life important facts
Ambedkar Death Anniversary 2024: ଅଛୁଆଁ ଜାତି କହି ଆମ୍ବେଦକରଙ୍କୁ ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଇଥିଲା

ଆମ୍ବେଦକର ସ୍କୁଲ୍‌ରେ ପଢିବା ବେଳେ ତାଙ୍କୁ ଅସ୍ପୃଶ୍ୟ ଜାତି ବୋଲି କହି ବିଦ୍ୟାଳୟର ଏକ କୋଣରେ ବସିବାକୁ ଦିଆଯାଉଥିଲା। ଏପରିକି ଶିକ୍ଷକମାନେ ତାଙ୍କର କପି ମଧ୍ୟ ଛୁଁ ନ ଥିଲେ। ଏଭଳି ପରିସ୍ଥିତିରେ ଆମ୍ବେଦକର ପିଲାଦିନରୁ ଉଚ୍ଚ-ନିଚ୍ଚ ଏବଂ ଛୁଆଁ-ଅଛୁଆଁ ମଧ୍ୟରେ ଭେଦଭାବ ଦେଖିଥିଲେ। କିନ୍ତୁ ଏହା ସତ୍ତ୍ୱେ...

How anger effects tips to control
Health Tips: ଆପଣ ଛୋଟ ଛୋଟ କଥାରେ ରାଗୁଛନ୍ତି କି… ହୋଇପାରେ ଏହିସବୁ ସମସ୍ୟା

ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।

Pushpa 2 day 1 box office collection broke every movie record
Pushpa 2 Day 1 Collection: ‘ପୁଷ୍ପା ୨’ ଭାଙ୍ଗିଲାଣି ସବୁ ରେକର୍ଡ; ପ୍ରଥମ ଦିନରେ କଲାଣି ଏତେ କୋଟି ରୋଜଗାର

‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।

Supreme Court Recruitment 2024 apply for 107 post
Supreme Court Recruitment 2024: ସୁପ୍ରିମ୍‌କୋର୍ଟରେ ପୂରଣ ହେବେ ଏହିସବୁ ପଦବୀ; ଦରମା ୬୭ ହଜାରରୁ ଅଧିକ

ଭାରତର ସୁପ୍ରିମ୍‌କୋର୍ଟ(SCI) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Anushka sen shared photos in stylish black outfit
Anushka Sen: ଅନୁଷ୍କା ସେନ୍‌ଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ବେକାବୁ ହେଲେ ପ୍ରଶଂସକ… ଭାଇରାଲ୍ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ସେନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ସର୍ବଶେଷ ଫଟୋସୁଟର ଚିତ୍ର ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ବୋଲ୍ଡ ଏବଂ ଘାତକ ଲୁକ୍‌ ଇନଷ୍ଟାଗ୍ରାମ୍‌ରେ ଖୁବ୍ ଭାଇରାଲ ହୁଏ। ତାଙ୍କର ଏହିଭଳି ଫଟୋ ଦେଖିବା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଚାହିଁ ବସିଥାନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।