• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Vastu tips how will be the study room for children
Vastu Tips: ପିଲାଙ୍କ ପଢାରେ ମନ ଲାଗୁନି କି… ଜାଣନ୍ତୁ ୪ କାରଣ, ନିଜେ କରନ୍ତୁ ସମାଧାନ

ଅନେକ ପିଲାଙ୍କର ପାଠ ପଢିବାରେ ମନ ଲାଗେ ନାହିଁ। ଏହି ସମସ୍ୟାର ଅନେକ କାରଣ ମଧ୍ୟରୁ କେଉଁଠି ନା କେଉଁଠି ନିଶ୍ଚିତ ବାସ୍ତୁ ଦୋଷ ରହିଥାଇ ପାରେ। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କର ଏହି ଅସୁବିଧାର ସମାଧାନ ପାଇଁ କ’ଣ ରହିଛି ବାସ୍ତୁ ସମାଧାନ।

Why models don’t smile and make straight face during ramp walk
Model: ମଡେଲ୍‌ମାନେ ରାମ୍ପରେ ଚାଲିବା ବେଳେ କାହିଁକି ହସନ୍ତି ନାହିଁ

ଆପଣ ନିଶ୍ଚିତ ଭାବରେ ଟିଭିରେ କିମ୍ବା ବାସ୍ତବରେ ଏକ ଫ୍ୟାଶନ୍ ଶୋ’ ଦେଖିଥିବେ। ମଡେଲମାନେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥିବା ବେଳେ, ସମସ୍ତଙ୍କ ମଧ୍ୟରେ କିନ୍ତୁ ଗୋଟିଏ ଜିନିଷ ସାଧାରଣ ଥାଏ, ତାହା ହେଉଛି ସେମାନଙ୍କ ମୁହଁର ଅଭିବ୍ୟକ୍ତି। ଆପଣ ଲକ୍ଷ୍ୟ କରିବେ ଯେ ରାମ୍ପ୍‌ ଚାଲୁଥିବା ପ୍ରାୟ...

Rajpal yadav controversial video goes viral as misbehave to person
Viral Video: ସାମ୍ବାଦିକଙ୍କ ପ୍ରଶ୍ନରେ ଚି‍ହିଁକି ଉଠିଲେ ରାଜପାଲ ଯାଦବ; ଛଡେଇ ନେଲେ ଫୋନ୍

ଜଣେ ବ୍ୟକ୍ତି ରାଜପାଲ ଯାଦବଙ୍କୁ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ପଚାରିଥିଲେ। ଏହା ସହିତ ସେ ଦୀପାବଳିର ଭାଇରାଲ ଭିଡିଓରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ମଧ୍ୟ ଚାହୁଁଥିଲେ। ପ୍ରଶ୍ନ ସମାପ୍ତ ପୂର୍ବରୁ କିପରି ରାଜପାଲ ତାଙ୍କ ଉପରରୁ ଝାମ୍ପ ମାରୁଥିବା ନଜର ଆସନ୍ତି।

Abhishek bachchan statement on second marriage went viral
Abhishek Bachchan: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ନିମରତ କୌର୍‌ଙ୍କ ସହ ଅଭିଷେକଙ୍କ ସମ୍ପର୍କର ଗୁଜବ ଏବେ ନିଆଁରେ ଘିଅ ଢାଳିଛି। ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏକ ମତ ଭାଇରାଲ ହେବାରେ ଲାଗିଛି।

Nobody can add you in whatsapp group turn on this setting
WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

WhatsApp ସହିତ ଏକ ବଡ ସମସ୍ୟା ହେଉଛି ଆପଣଙ୍କ ବିନା ଅନୁମତିରେ ଯେକୌଣସି ଗ୍ରୁପ୍‌ରେ ଆଡ୍ କରିଦିଆଯାଏ। ତେବେ ୟାଡୁସାଡୁ ଗ୍ରୁପ୍‌ରେ ଆଡ୍ ହେବାକୁ ଏଡ଼ାଇବା ପାଇଁ WhatsApp ମଧ୍ୟ କିଛି ସୁବିଧା ଯୋଗାଇ ଦେଇଛି, ଯାହାକୁ ଖୁବ୍ କମ୍ ଲୋକ ବ୍ୟବହାର କରନ୍ତି।

Style to wear saree in winter fashion
Fashion Tips: ଶୀତଦିନେ ବାଛନ୍ତୁ ଏମିତି ଶାଢି; ଲାଗିବେ ଷ୍ଟାଇଲିସ୍, ଥଣ୍ଡାରୁ ମିଳିବ ରକ୍ଷା

ମହିଳାମାନେ ମହଙ୍ଗା ଏବଂ ଷ୍ଟାଇଲିସ୍ ଏଥନିକ୍ କିମ୍ବା ପାର୍ଟି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଥଣ୍ଡା କାରଣରୁ ସେମାନଙ୍କୁ ସ୍ୱିଟର କିମ୍ବା କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡେ। ଏପରି ପରିସ୍ଥିତିରେ, ସୁନ୍ଦର ପୋଷାକ ସ୍ୱିଟର ତଳେ ଲୁଚି ରହିଯାଏ। କିଛି ଟିପ୍ସ ବିଷୟରେ ଜାଣନ୍ତୁ ଆପଣ ଷ୍ଟାଇଲିସ୍...

Hina khan suffering from cancer shared her gorgeous look in golden lehenga
Hina Khan: ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ବି ସାହସ ହରାଇ ନାହାଁନ୍ତି ହିନା ଖାଁ

ଆଜିକାଲି ଟିଭି ଅଭିନେତ୍ରୀ ହିନା ଖାଁ ସ୍ତନ କର୍କଟ ଭଳି ରୋଗ ଏବଂ ଚିକିତ୍ସା ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ସ୍ତନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି, କିନ୍ତୁ ଏଭଳି ପରିସ୍ଥିତିରେ ସେ ଆଦୌ ସାହସ ହରାଇ ନାହାଁନ୍ତି ଏବଂ ତାଙ୍କ...

Woman sleeping outside the house then snake arrived and climbing on her body
Viral Video: ବାହାରେ ଶୋଇଥିଲେ ମହିଳା, ହଠାତ୍ ସାପ ଆସି ଚଢ଼ିଲା, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ସେ ମଧ୍ୟ ଗଭୀର ନିଦ୍ରାରେ ଅଛନ୍ତି। ଠିକ୍ ସେତିକିବେଳେ ଏକ ସାପ ତାଙ୍କ ପାଖରେ ବୁଲୁଛି। ସେହି ସାପଟି ମହିଳାଙ୍କ ଶରୀର ଉପରେ ମଧ୍ୟ ଚଢୁଛି। କିନ୍ତୁ...

Singham again bhool bhulaiyaa 3 first day box office collection
Entertainment : ପ୍ରଥମ ଦିନରେ କିଏ ମାରିଲା ବାଜି… 'ସିଙ୍ଘମ ଏଗେନ୍' ନା 'ଭୁଲ୍ ଭୁଲୈୟା ୩'

ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍‌ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ...

Even if it is a small hill, no one climbs it
Govardhana Puja: ଛୋଟ ପାହାଡ଼ ହେଲେ ବି କେହି ତା’ ଉପରେ ଚଢ଼ନ୍ତି ନାହିଁ

ଗୋବର୍ଦ୍ଧନ ପୂଜା ହିନ୍ଦୁ ଧର୍ମର ଏକ ପରିତ୍ର ଉତ୍ସବ। ଦୀପାବଳିର ପରଦିନ ଗୋବର୍ଦ୍ଧନ ପୂଜା ପାଳନ କରାଯାଏ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣ, ଗାଈ ଓ ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯାଏ। ତେବେ ଆସନ୍ତୁ ଡ. ଚନ୍ଦ୍ରଶେଖର ଦାଶଙ୍କ ଆଲେଖ୍ୟରୁ ଏ ବିଷୟରେ ବିସ୍ତୃତ ଭାବେ ଜାଣିବା।

Do not tease your children about 10 things it can become the reason for distance
Parenting Tips: ଏହି ୧୦ଟି କଥାକୁ ନେଇ କେବେବି ପିଲାମାନଙ୍କୁ ଟଣ୍ଟ୍ ମାରନ୍ତୁ ନାହିଁ; ଆସିଯିବ ସଂପର୍କରେ ଦୂରତା

ବାପାମାଆଙ୍କର ସବୁ କଥା ପିଲାମାନଙ୍କର ହୃଦୟର ଗଭୀରକୁ ଯାଇଯାଏ ଏବଂ ସେମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଏମିତି ୧୦ଟି ଜିନିଷ ବିଷୟରେ ଜାଣିବା ଯାହାକୁ ନେଇ ପିଲାମାନଙ୍କୁ ଗାଳି ନ ଦେବା ଉଚିତ।

Avneet kaur look beautiful in lehenga see her stunning pictures
Avneet Kaur: ଏଥ୍‌ନିକ୍ ଲୁକ୍‌ରେ ଅବନୀତ୍ କୌର୍‌; ଦିବାନା ହେଲେ ପ୍ରଶଂସକ

ଟିଭିରୁ ବଲିଉଡ୍‌ ଯାତ୍ରା କରିଥିବା ଅଭିନେତ୍ରୀ ଅବନୀତ୍ କୌର୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କର ହଟ୍‌ ଏବଂ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍ ସହିତ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ।

Baby john teaser out karan johar praised the motion poster
Varun Dhawan: ରିଲିଜ୍ ହେଲା ‘ବେବି ଜନ୍’ର ଟିଜର୍; ଭୟଙ୍କର ରୂପରେ ବରୁଣ ଧାୱନ

ବରୁଣ ଧାୱନଙ୍କ ‘ବେବି ଜନ୍’ର ମୋସନ ପୋଷ୍ଟରର ଝଲକ ସାମ୍ନାକୁ ଆସିଛି। ମୋସନ୍ ପୋଷ୍ଟରରେ ‘ବେବି ଜନ୍’ର ଗୀତ ମଧ୍ୟ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ବାଜିବା ଶୁଣିବାକୁ ମିଳେ, ଯେଉଁଥିରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

Why do lamps burn during Kartik Amavasya
Kartika Amabasya 2024: କାର୍ତ୍ତିକ ଅମାବାସ୍ୟାରେ କାହିଁକି ଜାଳନ୍ତି ଦୀପ; କ’ଣ କୁହେ ପୁରାଣ ଓ ବିଜ୍ଞାନ

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳୀ ଅମାବାସ୍ୟାକୁ ସାଧାରଣତଃ ପୟାଅମାବାସ୍ୟା କୁହାଯାଏ। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ।

Diwali 2024 every badabadua call in odisha
ଦୀପାବଳିରେ ବଡ଼ବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା

ଦୀପାବଳିରେ ବଡବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା। ମହାଳୟା ଦିନ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।

Diwali festival according to different religion
Diwali 2024: ଖାଲି ହିନ୍ଦୁ ନୁହେଁ, ଅନ୍ୟ ଧର୍ମରେ ବି ପାଳନ ହୁଏ ଦୀପାବଳି; ଜାଣନ୍ତୁ କେଉଁ ଧର୍ମରେ କ'ଣ ବିଶ୍ୱାସ

ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।

Health tips common eye problems during diwali and precautions
Diwali 2024: ବାଣ ଫୁଟାଇବା ବେଳେ ଆଖିରେ ପଡିଗଲା କି ନିଆଁର ଧାସ… ଜାଣନ୍ତୁ ଏହାର ଘରୋଇ ଉପଚାର

ବାଣ ଫୁଟାଉଥିବା ବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ବାଣର ସ୍ପାର୍କ ଏବଂ ଧୂଆଁ ଆଖିକୁ ନଷ୍ଟ କରିପାରେ। ଏହି ପର୍ବ ସମୟରେ କିପରି ଆଖିର ଯତ୍ନ ନେବେ ଏବଂ ଆଖିରେ ଆଘାତ ଲାଗିଲେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ...

Health tips firecracker burns treatment at home
Diwali 2024: ବାଣ ଫୁଟାଇବା ବେଳେ ଯଦି ହାତ-ଗୋଡ ପୋଡିଯାଏ କ’ଣ କରିବେ… ୪ଟି ଟିପ୍ସ, ଦେବ ଆରାମ

ପ୍ରତିବର୍ଷ ଦୀପାବଳିରେ ଅସାବଧାନତା ହେତୁ ବାଣ ଫୁଟାଇବା ବେଳେ ଅନେକଙ୍କ ହାତରେ ନିଆଁ ଲାଗିଯିବା କିମ୍ବା ଆଖିରେ ଆଘାତ ଲାଗିଥିବାର ଅନେକ ଘଟଣା ମଧ୍ୟ ଦେଖାଯାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ଶିକାର ହୁଅନ୍ତି, ତେବେ ହଠାତ ଉପଶମ ପାଇଁ କିଛି ଘରୋଇ ଉପଚାର ଆରାମ ଦେଇପାରେ।...

why jeans have many pockets and copper rivets
Knowledge: ଜିନ୍ସ ପ୍ୟାଣ୍ଟ୍‌ରେ କାହିଁକି ଥାଏ ଅଧିକ ପକେଟ୍‌, କାହିଁକି ଲାଗିଥାଏ ତମ୍ବା ରିପିଟ୍

ଆଜିକାଲି ଜିନ୍ସ ଏକ ବହୁତ ଲୋକପ୍ରିୟ ପୋଷାକ, ଯାହା ଉଭୟ ପୁଅ ଏବଂ ଝିଅ, ଯୁବକ ଏବଂ ବୃଦ୍ଧ ଲୋକମାନେ ପିନ୍ଧନ୍ତି। ଏ ସମସ୍ତ ଜିନ୍ସରେ ଗୋଟିଏ ଜିନିଷ ସାଧାରଣ ଥାଏ। ଏହାର ପକେଟ୍‌ରେ ତମ୍ବା ବଟନ୍ ଥାଏ। ଆପଣ ଜାଣନ୍ତି କି ଏହି ବଟନ୍‌ଗୁଡ଼ିକ ସେଠାରେ କାହିଁକି...

Anupam kher film vijay 69 trailer release
Anupam Kher: ଆସିଲା ଅନୁପମ ଖେର୍‌ଙ୍କ 'ବିଜୟ ୬୯'ର ଦମଦାର ଟ୍ରେଲର୍; ଦେଖନ୍ତୁ ହସ ଏବଂ ସଂଘର୍ଷର ଝଲକ

ଅନୁପମ ଖେର ତାଙ୍କର ଆଗାମୀ ଫିଲ୍ମ 'ବିଜୟ ୬୯' ପାଇଁ ଏବେ ଖବରରେ ଅଛନ୍ତି। ଆଜି ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ ହୃଦୟସ୍ପର୍ଶୀ କାହାଣୀର ଝଲକ ଦେଖିବାକୁ ମିଳିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।