ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।
BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।
‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ...
ବୟକଟ୍ ବିରୋଧ ପରେ ବି ‘ବ୍ରହ୍ମାସ୍ତ୍ର’ର ରୋଜଗାରରେ କୌଣସି ଫରକ ପଡିନି। ଆରମ୍ଭରୁ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଏବେ ବି ଏହାର ରୋଜଗାରରେ କୌଣସି ଫରକ ପଡିନି। ୧୫୦ କୋଟି କ୍ଲବ୍ରେ ସାମିଲ ହେବାରେ ସଫଳ ହୋଇଛି।
ଆପଣ କେବେ ଶୁଣିଛନ୍ତି କି ବିମାନ ପାଇଁ ବି ଅଛି କବରସ୍ଥାନ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଠାରେ ଅକାମି ବିମାନଗୁଡିକୁ ଫିଙ୍ଗି ଦିଆଯାଏ। ଜାଣନ୍ତୁ ଏମିତି ଜାଗା କୋଉଠି ଅଛି।
'ବ୍ରହ୍ମାସ୍ତ୍ର'ରେ ଅଭିନୟ ନେଇ ଟ୍ରୋଲ୍ ହେଉଛନ୍ତି ଆଲିଆ ଭଟ୍ଟ। ଫିଲ୍ମରେ କେବଳ ଗୋଟିଏ ଡାଏଲଗ୍ ପାଇଁ ତାଙ୍କୁ ଥଟ୍ଟା କରାଯାଉଛି। ଏହାକୁ ନେଇ ସେସିଆଲ୍ ମିଡିଆରେ ହେଉଛି ମେସ୍ସ ବର୍ଷା।
ପାଠ ପଢିବାର କୌଣସି ବୟସ ନଥାଏ। ଏହାକୁ ସତ କରି ଦେଖେଇଛନ୍ତି ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି। ଏ ବୟସରେ ସେ ୧୦ମ ପରୀକ୍ଷା ଦେଇଛନ୍ତି।
ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।
ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍ଟି, ସେବାକର ଓ ଡେଭଲପ୍ମେଣ୍ଟ୍ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା।
ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି।
ପାନ ମସଲା ବିଜ୍ଞାପନ ପରେ ପୁଣି ବିବାଦରେ ଫସିଛନ୍ତି ଅକ୍ଷୟ କୁମାର। ଜନହିତର ଏକ ବିଜ୍ଞାପନକୁ ନେଇ ତାଙ୍କୁ ବିରୋଧ କରାଯାଉଛି। ତାଙ୍କର ଏହି କାର୍ ବିଜ୍ଞାପନ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।
ଦ୍ୱାଦଶ / ସ୍ନାତକ ପାଶ୍ କରି ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ ବାହାରିଛି ଅନେକ ପଦବୀ। ଆପଣଙ୍କ ପାଖରେ ଯଦି ଖେଳ କୋଟା ଅଛି ତେବେ ବିନା ପରୀକ୍ଷାରେ ଚାକିରି।
‘ବୟକଟ୍’ ବିବାଦ ପରେ ବି ଭଲ ରୋଜଗାର କରିଚାଲିଛି 'ବ୍ରହ୍ମାସ୍ତ୍ର'। ବଲିଉଡ୍ର ସବୁ ଫିଲ୍ମ ଫ୍ଲପ୍ ପରେ ଫ୍ଲପ୍ ହୋଇଚାଲିଥିଲେ ବି ଏହା କିପରି ଏଥିରୁ ବାଦ୍ ପଡିଲା ତାହା ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ତେବେ ଏହାରି ଭିତରେ 'ବ୍ରହ୍ମାସ୍ତ୍ର' 'କାଶ୍ମୀର ଫାଇଲ୍ସ'ର ରେକର୍ଡ ଭାଙ୍ଗିଛି।
ବିମାନ ଯାତ୍ରା ସମୟରେ ପାଇଲଟ ୩ ଜରୁରୀ ଜିନିଷକୁ ନିଜ ପାଖରେ ରଖନ୍ତି। ଜଣେ ମହିଳା ପାଇଲଟ୍ ଏହି ଖୁଲାସା କରିଛନ୍ତି। ଆପଣ ବି ବିମାନ ଯାତ୍ରାରେ ଏହି ୩ ଜିନିଷକୁ ପାଖରେ ନେବା ଜରୁରୀ। ତେବେ ସେସବୁ କ’ଣ ଆସନ୍ତୁ ଜାଣିବା।
ଆପଣ ଜାଣିଛନ୍ତି କି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ଲେଖାଯାଇଥିବା ଏକ ଗୁପ୍ତ ଚିଠି ବିଷୟରେ? ୧୯୮୫ରେ ଏହି ଚିଠି ଲେଖାଯାଇଥିଲା। ଏହା ଏବେ ସିଡ୍ନୀରେ ଲୁଚାହୋଇ ରହିଛି। ଜାଣନ୍ତୁ ଏହାକୁ କେବେ ଖୋଲାଯିବ…
ଏକ ଏନଜିଓ ଛାଡପତ୍ର ହୋଇଥିବା ପୁରୁଷଙ୍କ ପାଇଁ 'ବିବାହ ବିଚ୍ଛେଦ ସମାରୋହ' ଆୟୋଜନ କରିବାକୁ ସ୍ଥିର କରିଥିଲା। କିନ୍ତୁ କିଛି ସଂଗଠନର ବିରୋଧ ପରେ ସେପ୍ଟେମ୍ବର ୧୧ ରବିବାର ଦିନ ଏହାକୁ ବାତିଲ କରିଦିଆଯାଇଛି।
ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।
ଆଜିବି ଲୋକଙ୍କ ଭିତରେ ରହିଛି ପୁଷ୍ପା କ୍ରେଜ୍। ଲୋକେ ଏହାର ଦ୍ୱିତୀୟ ପାର୍ଟକୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଏହାରି ଭିତରେ ପୁଷ୍ପାକୁ ମିଳିଛି ସୀମା ବେଷ୍ଟ୍ ଫିଲ୍ମ୍ ଆୱାର୍ଡ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା…
ଥଣ୍ଡା ପଡିଯାଇଥିବା ହିନ୍ଦି ସିନେମାରେ ଜୀବନ ଭରିଛି 'ବ୍ରହ୍ମାସ୍ତ୍ର'। ସାରା ବିଶ୍ୱରେ ଏହାର ପ୍ରଥମ ସପ୍ତାହର ରୋଜଗାରକୁ ଦେଖିଲେ ଏହା ନମ୍ବର ୱାନ୍ ହୋଇଛି। ବିଦେଶ ବଜାରରେ କରୁଛି ବୋବାଲ୍।
ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।