• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

SBI Clerk Recruitment 2022
SBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ବାହାରିଛି ୫୦୦୮ ପୋଷ୍ଟ୍‌

କ୍ଲର୍କ କ୍ୟାଡରରେ ଜୁନିଅର ଆସୋସିଏଟ୍ ପଦବୀ ପୂରଣ ପାଇଁ ଏସ୍‌ବିଆଇ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ପୋଷ୍ଟ୍ ପୂରଣ ହେବ। ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ…

Katrina Kaif said about husband Vicky Kaushal was his destiny
ବିବାହ ପାଇଁ ଭିକି କୌଶଲ ମୋ ରାଡରରେ ନଥିଲେ; କ୍ୟାଟ୍ରିନା କୈଫ୍‌

ଦୀର୍ଘ ଦିନ ଧରି ଲୁଚାଛପା ସଂପର୍କରେ ରହିଲା ପରେ ଗତ ବର୍ଷ ଡିସେମ୍ବରରେ ଭିକି କୌଶଲ-କ୍ୟାଟ୍ରିନା କୈଫ୍‌ ବିବାହ କରିଥିଲେ। ଏବେ ‘କଫି ୱିଥ୍ କରନ ସିଜନ ୭’ ରେ କ୍ୟାଟ୍ରିନା କୈଫ୍‌ ଭିକିଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ତାଙ୍କ ରାଡରରେ ନଥିବା କହିବା ସହ...

Ponniyin Selvan-1 trailer video out
ଆସୁଛି ଐଶ୍ୱର୍ଯ୍ୟାଙ୍କ 'ପୋନ୍ନିୟିନ୍ ସେଲ୍‌ଭନ୍'; ‘ବାହୁବଳୀ’କୁ କାଟିବ

ରିଲିଜ୍ ହୋଇଛି ଐଶ୍ୱର୍ଯ୍ୟା ରାୟଙ୍କ 'ପୋନ୍ନିୟିନ୍ ସେଲ୍‌ଭନ୍'ର ଟ୍ରେଲର୍। ଏଥିରେ ପ୍ରତ୍ୟେକ ଚରିତ୍ରଙ୍କ ଦମଦାର ଭୂମିକା ଦେଖିବାକୁ ମିଳିଛି। ଟ୍ରେଲର୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ଫିଲ୍ମକୁ ଆଗ୍ରହର ସହ ଚାହିଁ ବସିଛନ୍ତି। କୁହାଯାଉଛି ଏହାକୁ ଦେଖିଲା ପରେ ଲୋକେ ‘ବାହୁବଳୀ’କୁ ବି ଭୁଲିଯିବେ।

First kerala tribal air hostess gopika govind
କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ୍ ଗୋପିକାଙ୍କ ସଂଘର୍ଷର କାହାଣୀ

ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।

Viral Video
ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ

ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍‌ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍‌ୱେ ପୁଲିସ୍‌ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।

5 lakh year old ivory found in israel
ମିଳିଲା ୮.୫ ଫୁଟ ଓ ୧୫୦ କେଜିର ହାତୀ ଦାନ୍ତ

ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ...

Last Places Of India
ଭାରତର ଶେଷ ୬ ଜାଗା; ବୁଲିବା ନିହାତି ଜରୁରୀ

ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…

Viral Video
ଯାତ୍ରୀଙ୍କ ଉପରେ ଚାଲିଗଲା ଟ୍ରେନ୍; ତଥାପି ବଞ୍ଚିଗଲେ

ରେଳ ଟ୍ରାକ୍‌ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।

Bumper vacancy for these posts in steel authority of india
୧୦ମ ପାଶ୍‌ ସହିତ ITI କରିଛନ୍ତି କି; ବିନା ପରୀକ୍ଷାରେ SAILରେ ଚାକିରି

SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍‌-କମ୍‌-ଟେକ୍ନିସିଆନ୍‌ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Shah Rukh Khan purchased govinda raveena tendon film dulhe raja’s rights
ଗୋବିନ୍ଦାଙ୍କ 'ଦୁଲ୍‌ହେ ରାଜା'କୁ କିଣିନେଲେ ଶାହରୁଖ ଖାନ୍‌

'ଦୁଲ୍‌ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।

Amitabh Bachchan reveals that he works to 6 am to 8 pm
ସକାଳ ୬ଟାରେ କାମକୁ ଯାଇ ରାତି ୮ଟାରେ ଫେରନ୍ତି ଅମିତାଭ

ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।

Five famous pauranik guru shishya stories
ଗୁରୁ ଦିବସରେ ଆସନ୍ତୁ ଜାଣିବା ୫ ମହାନ ଗୁରୁଙ୍କ ମହାନତା

ବିନା ଗୁରୁରେ କେହି ସଫଳତା ପାଇନି। ଗୁରୁ ହିଁ ଦେଖେଇଥାନ୍ତି ଆଲୋକର ମାର୍ଗ। ସଫଳତାର ଶୀର୍ଷରେ ପହଞ୍ଚାଇବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।

Teachers day speech in odia
ଗୁରୁ ଦିବସରେ ଆପଣ କୌଣସି ଭାଷଣ ଦେବାକୁ ଚାହୁଁଛନ୍ତି କି, ଦେଖନ୍ତୁ…

ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।

Personality and profile of Cyrus Mistry
ଖୁସିବାସିଆ ମଣିଷ ଥିଲେ ସାଇରସ୍ ମିସ୍ତ୍ରୀ

ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍‌ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍‌ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।

BARC Recruitment 2022
ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ବୈଜ୍ଞାନିକ ଆବଶ୍ୟକ

BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Vivek agnihotri slams karan johar
କରଣ ଜୋହରଙ୍କ ପ୍ରତ୍ୟେକ ଫିଲ୍ମରେ LGBTQଙ୍କୁ ପରିହାସ କରାଯାଏ : ବିବେକ ଅଗ୍ନିହୋତ୍ରୀ

ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଆୟାନଙ୍କୁ ବ୍ରହ୍ମାସ୍ତ୍ର କହିବା ଆସୁ ନଥିବା କହିବା ସହ କରଣଙ୍କୁ ଟାର୍ଗେଟ୍‌ କରି ବିବେକ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ LGBTQଙ୍କୁ ପରିହାସ କରାଯାଇଛି।

Failure of laal singh chaddha prakash jha said don’t make movies if there is no story
ଯଦି ତୁମ ପାଖରେ କାହାଣୀ ନାହିଁ, ଫିଲ୍ମ ତିଆରି ବନ୍ଦ କରିଦିଅ : ପ୍ରକାଶ ଝା

ବକ୍ସ ଅଫିସ୍‌ରେ ବିଫଳ ହୋଇଛି ଆମିର୍ ଖାନଙ୍କ ‘ଲାଲ୍ ସିଂହ ଚଡ୍‌ଢା’। ଲୋକେ ଫ୍ଲପ୍‌ର ବିଭିନ୍ନ କାରଣ କହୁଥିବା ବେଳେ ସିନେ ନିର୍ମାତା ପ୍ରକାଶ ଝା ଆମିର ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ତାଙ୍କୁ ଏପରି କାହାଣୀ ତିଆରି କରିବାକୁ ପଡିବ ଯାହା ଲୋକଙ୍କ ସହ ଜଡିତ।

Bodybuilder who married silicon doll now finds love in teddy bear
କଣ୍ଢେଇକୁ ବାହା ହେଇଥିଲେ, ଛାଡପତ୍ର ଦେଇ ଟେଡି ସହ କରୁଛନ୍ତି ରୋମାନ୍ସ

ଜଣେ ବଡି ବିଲ୍‌ଡର୍‌ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ। ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। କଣ୍ଢେଇକୁ ଛାଡପତ୍ର ଦେଇ ସେ ଏବେ ଟେଡି ସହ କରୁଛନ୍ତି ରୋମାନ୍ସ।

Judge Suicide case take a new turn
ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ; ମୁଣ୍ଡ ଟେକୁଛି ପାରିବାରିକ ବିବାଦ

ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍‌ପେନ୍ସ।

Ostracised Family in Ganjam
ଅଜବ କଟକଣା: ପୁଅ ଝିଅ ବାହା କଲେ ଗଣିବାକୁ ହୁଏ ଅର୍ଥ ଦଣ୍ଡ

ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।