• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

School has opened, books have not arrived
ଖୋଲିଲାଣି ସ୍କୁଲ୍, ପହଞ୍ଚି ନାହିଁ ବହି

ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ...

How to balance high uric acid
ଆପଣଙ୍କ ଶରୀରରେ ବଢିଯାଇଛି କି ୟୁରିକ୍ ଏସିଡ୍, ଧ୍ୟାନ ଦିଅନ୍ତୁ…

ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢିଗଲେ ସାଂଘାତିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡେ। ଗାଉଟ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।

Vacancy in ECIL for 10th ITI pass
୧୦ମ ପାଶ୍ କରିଛନ୍ତି କି, ECIL ରେ ଚାକିରି ସୁଯୋଗ

ECIL ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପୂରଣ ପାଇଁ ଆବେଦନ ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।

Rakhi sawant shared video on ranveer  singh bold photoshoot
ରାଖୀ କହିଲେ ରଣବୀର ବୋଲ୍ଡ ଫଟୋସୁଟ୍ କରି ମହିଳାଙ୍କ ଉପକାର କରିଛନ୍ତି

ରଣବୀର ସିଂହଙ୍କ ବୋଲ୍ଡ ଫଟୋକୁ ପ୍ରଶଂସା କରିଛନ୍ତି ରାଖୀ ସାୱନ୍ତ। କହିଛନ୍ତି ଏମିତି କଥା ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜାଣନ୍ତୁ ସେ କ’ଣ କହିଛନ୍ତି।

Akshay Kumar Ram Setu in legal trouble
ଅକ୍ଷୟ କୁମାରଙ୍କୁ ଝଟ୍‌କା : ବିବାଦରେ 'ରାମ ସେତୁ'

ଆଇନ ଜାଲରେ ଛନ୍ଦି ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ 'ରାମ ସେତୁ'। ଫିଲ୍ମରେ କିଛି ଭୁଲ୍ ଭାବେ ଚିତ୍ରଣ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ କ’ଣ ଏହି ଅଭିଯୋଗ ଆଉ କିଏ ଆଣିଛନ୍ତି ଏହି ମାମଲା ଜାଣିବା ପାଇଁ ପଢନ୍ତୁ।

Female bus driver meet law student ann mary
ବିନା ଦରମାରେ ଯାତ୍ରୀଙ୍କୁ ବସ୍‌ରେ ନେଇ ଯାଉଛନ୍ତି ଏହି ଯୁବତୀ

ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍‌ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ...

90 year old grandma who cooks food for 120 stray dogs everyday
୯୦ ବର୍ଷର ଜେଜେମା’ ନିଜେ ରୋଷେଇ କରି ୧୨୦ ବୁଲା କୁକୁରଙ୍କୁ ଖୁଆନ୍ତି

ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।

Mother of 12 children wants more babies
୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା

ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।

Jayanarayan has been elected as the Leader of the Opposition MLAs.
ସମ୍ବଲପୁର ବିଧାୟକଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା।

If 10th ITI pass then govt job can be get in RRCAT
୧୦ମ ପାଶ୍‌ ସହିତ ITI କରିଥିଲେ ବିନା ପରୀକ୍ଷାରେ ସରକାରୀ ଚାକିରି

ଆପଣ ୧୦ମ ପାଶ୍‌ ସହିତ ITI କରିଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପାଇଁ ଅଛି ସରକାରୀ ଚାକିରି। ଏହି ଖବରକୁ ପଢନ୍ତୁ ଆଉ ବିଜ୍ଞପ୍ତି ବିଷୟରେ ଜାଣନ୍ତୁ।

Gadar action director slapped kapil sharma
‘ଗଦର’ ନିର୍ଦ୍ଦେଶନଙ୍କ ଖୁଲାସା; କପିଲ ଶର୍ମାଙ୍କୁ ମାରିଥିଲେ ଚାପୁଡା

ସନି ଦେଓଲ୍ ଅଭିନୀତ ଗଦର ଫିଲ୍ମର ଆକ୍ସନ ନିର୍ଦ୍ଦେଶକ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ସେ କପିଲ୍ ଶର୍ମାଙ୍କୁ ଚାପୁଡା ମାରି ଧକ୍କାଦେଇ ବାହାର କରିଦେଇଥିଲେ। ହେଲେ କାହିଁକି, ଆସନ୍ତୁ ଜାଣିବା।

Janhvi Kapoor defends Ranveer Singh's nude photoshoot
ରଣବୀରଙ୍କ ସପକ୍ଷରେ ଆସିଲେ ଜାହ୍ନବୀ କପୁର, କହିଲେ ଏହା କଳାତ୍ମକ ସ୍ୱାଧୀନତା

ଆଜିକାଲି ରଣବୀର ସିଂହ ନିଜ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ବିରୋଧ କରାଯାଉଛି। ଫଳରେ ବଲିଉଡ୍‌ ତାଙ୍କୁ ଲଗାତର ସମର୍ଥନ କରି ତାଙ୍କୁ ରକ୍ଷା କରୁଥିବା ଦେଖାଯାଉଛି। ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

27  year old man looks like 12 can not get a job
ପ୍ରକୃତ ବୟସରୁ କମ ଦେଖାଯିବା ପାଲଟିଛି ଅଭିଶାପ; ମିଳୁନି ଚାକିରି

ନିଜ ବୟସ ଠାରୁ କମ୍ ଦେଖାଯିବାକୁ କିଏ ବା ନ ଚାହେଁ। କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଅଭିଶାପ ହୋଇଯାଇଛି। ୨୭ ବର୍ଷରେ ସେ ୧୨ ବର୍ଷ ପରି ଦେଖାଯାଉଛନ୍ତି ବୋଲି ମିଳୁନି ଚାକିରି।

Love story of owner and servant
ଚର୍ଚ୍ଚାରେ ପ୍ରେମ କାହାଣୀ; ଚାକରକୁ ଭଲ ପାଇଲେ ଆଉ ବାହାହେଲେ

ଚାକରକୁ ହୃଦୟ ଦେଇଦେଲେ ମାଲିକାଣୀ। ତାଙ୍କ ସରଳତା ତାଙ୍କୁ ଏତେ ପ୍ରଭାବିତ କଲା ଯେ କହିଦେଲେ ‘I Love You’‌ ଆଉ କରିଦେଲେ ବିବାହ। ଏବେ ଚର୍ଚ୍ଚାରେ ଏହି ଲଭ୍ ଷ୍ଟୋରୀ।

Coronavirus study finds smoking increases risk of death from covid
ଧୂମ୍ରପାନ କରୁଥିବା ବ୍ୟକ୍ତି ସାବଧାନ! କୋଭିଡ୍ ସଂକ୍ରମଣ ନେଇ ଆସିଲା ଏମିତି ତଥ୍ୟ

ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…

EXIM Bank Recruitment 2022
ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ବ୍ୟାଙ୍କ୍ ଚାକିରି

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।

Bipasha Basu and Karan Singh Grover expecting their first baby
ଖୁବ ଶୀଘ୍ର ବିପାଶା-କରଣଙ୍କ ଘରେ ଶୁଣିବାକୁ ମିଳିବ କୁଆଁ କୁଆଁ ଡାକ

ବିପାଶା-କରଣଙ୍କ ଦାମ୍ପତ୍ୟ ଜୀବନକୁ ପୂରି ଗଲାଣି ୬ ବର୍ଷ। ଏଯାଏ ଉଭୟ ହୋଇ ନାହାନ୍ତି ବାପା-ମାଆ। ଖୁବ୍ ଶୀଘ୍ର ତାଙ୍କ ଘରେ କୁନି ଅତିଥିଙ୍କ ଆଗମନ ବିଷୟରେ ଶୁଣିବାକୁ ମିଳିଛି।

Disha Patani Tiger Shroff break up reason reveal
କାହିଁକି ଭାଙ୍ଗିଲା ଟାଇଗର–ଦିଶାଙ୍କ ୬ ବର୍ଷର ସମ୍ପର୍କ

ଟାଇଗର ଶ୍ରଫ୍‌ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।

Man receives 3419 crore electricity bill
୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଦେଖି ଉପଭୋକ୍ତା ଅସୁସ୍ଥ

ଘରକୁ ଆସିଲା ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍। ଏହାକୁ ଦେଖିଲା ପରେ ଅସୁସ୍ଥ ହୋଇପଡିଲେ ଉପଭୋକ୍ତା। ଏହା ପରେ କ’ଣ ହେଲା ଜାଣନ୍ତୁ।

Pakistans first hindu woman DSP Manisha Rupeta
ପାକିସ୍ତାନର ଡିଏସ୍‌ପି ହେଲେ ପ୍ରଥମ ହିନ୍ଦୁ ମହିଳା

ପାକିସ୍ତାନର ଡିଏସ୍‌ପି ହୋଇଛନ୍ତି ପ୍ରଥମ ହିନ୍ଦୁ ମହିଳା। ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏହି ସଫଳତା ପାଇଛନ୍ତି। ଏନେଇ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।