କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?
SSC ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସରେ ୪ ହଜାରରୁ ଅଧିକ ସବ୍-ଇନ୍ସପେକ୍ଟର ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୩୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ମଡେଲ ତଥା ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମ 'ଏମ୍ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ରୁ ନିଜ ପରିଚୟ ସାଉଁଟିଥିଲେ। ମନୋରଞ୍ଜନ ଜଗତରେ କୌଣସି ପାରିବାରିକ ସଂପର୍କ ନଥିବାରୁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଆସନ୍ତୁ ନଜର ପକେଇବା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ।
ହୃଦଘାତରେ ପିଡୀତ ରାଜୁ ଶ୍ରୀବାସ୍ତବ ଏବେ AIIMS (ICU) ରେ ଭେଣ୍ଟିଲେଟରରେ। ସ୍ୱାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର। ସମସ୍ତେ ଦୁଃଖରେ। ଏତିକି ବେଳେ ଆସିଛି ତାଙ୍କ ଝିଅଙ୍କ ଠାରୁ ଏମିତି ଖବର।
୨୦୨୨ ମସିହାର ଅନେକ ବଲିଉଡ୍ ଫିଲ୍ମ ଫ୍ଲପ୍ ହୋଇଛି ଯାହାର ପୂର୍ବାନୁମାନ KRK କରିଛନ୍ତି। ଆଗକୁ ଆସୁଛି କରଣ ଜୋହରଙ୍କ 'ବ୍ରହ୍ମାସ୍ତ୍ର'। ଏହାକୁ ନେଇ କ’ଣ କହିଛନ୍ତି KRK ଆସନ୍ତୁ ଜାଣିବା।
ଯେଉଁ ସମ୍ପର୍କରେ ରହିଛି ଝଗଡା, ପରସ୍ପରକୁ ହଇରାଲ୍ ଆଉ ଭଲ ପାଇବା ତାହା ହଉଛି ଭାଇ-ଭଉଣୀ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ଆସନ୍ତୁ ଏହି ୫ ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀର କାହାଣୀ।
ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍ ଖୋଜନ୍ତି ସେହି ଆପ୍ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍ଧାମ୍ରେ ପାଳିବେ ରାଖୀ ପୂର୍ଣ୍ଣିମା।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ବାନ୍ଧିବା ଉଚିତ। ଏହା ସମ୍ପର୍କକୁ ମଜଭୁତ କରେ ଏବଂ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାଖୀ ବାନ୍ଧିବା ଉଚିତ ଜାଣିନେବା।
ଭାରତରେ ରାଖି ବନ୍ଧନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହି ପରମ୍ପରା ପୌରାଣିକ ଯୁଗରୁ ରହି ଆସିଛି। ତେବେ ଆସନ୍ତୁ ମହାଭାରତରେ ଥିବା ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ଏକ କାହାଣୀ ଉପରେ ନଜର ପକେଇନେବା।
କରୋନା ଭାଇରସ୍ର ଭୟ ଯାଇ ନଥିବା ବେଳେ ଚାଇନାରୁ ପୁଣି ଆସିଲାଣି ନୂଆ ଭାଇରସ୍। ଲୋକଙ୍କ ପାଖରେ ମୁଣ୍ଡବିନ୍ଧା, କାଶ, ଭୋକ କମିବା, ଶରୀରରେ ଯନ୍ତ୍ରଣା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇଛି। ଏହା ବ୍ୟତୀତ ଶ୍ୱେତ ରକ୍ତ କଣିକା ଓ ପ୍ଲାଲେଟ୍ କମିଯିବା ଭଳି ଦେଖାଯାଉଛି। କେତେକ...
BSF ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୧୩୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ ଓ କେତେ ଦରମା ମିଳିବ।
କ୍ୟାପ୍ଟେ୍ନ ଚାହତ ଦଲାଲ ମିସେସ୍ ଗାଲାକ୍ସୀ ୨୦୨୨ ମୁକୁଟ ଜିତିଛନ୍ତି। ସେ ଏହି ସଫଳତା ନେଇ ଭାରତ ଫେରିଛନ୍ତି। ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇବା ସହ ତ୍ରିରଙ୍ଗାକୁ ମଧ୍ୟ ଲହରାଇଥିଲେ।
ବଲିଉଡ୍କୁ ଏବେ ଘାରିଛି ବୟକଟ୍ ଭୟ। ବର୍ତ୍ତମାନ ପରିସ୍ଥିତିରେ ଫିଲ୍ମ କରିବାକୁ ଡର ଲାଗୁଛି ବୋଲି କହିଛନ୍ତି ଜଣାଶୁଣା ସିନେ ନିର୍ମାତା ଅନୁରାଗ କାଶ୍ୟପ। ରାଜନୀତି ଓ ଧର୍ମକୁ ନେଇ ଫିଲ୍ମ ତିଆରି କରିହେଉନି ବୋଲି ସେ କହିଛନ୍ତି।
ଭାଇରାଲ୍ ହେଉଛି ବୁଲ୍ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।
ଅଜବ ଯୁଗାଡ। ବନ୍ଧୁକରେ ତିଆରି ହେଇଛି ଦାନ୍ତ ଘଷା ବ୍ରଶ। ଟ୍ରିଗର ଦାବିଲେ କରିଦେଉଛି ଦାନ୍ତ ସଫା।
ଗୋମୁଖାସନା ଏପରି ଏକ ଅଭ୍ୟାସ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ। ଯୋଗ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗାସନ ଅଭ୍ୟାସ ବାହୁ, ଟ୍ରାଇସେପ୍ସ, କାନ୍ଧ ଏବଂ ଛାତିର ଉତ୍ତମ ପ୍ରସାରଣରେ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଜାଣନ୍ତୁ କେମିତି କରିବେ…
ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।
RCFL ରେ ଟ୍ରେଡ୍, ଟେକ୍ନିସିଆନ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ନିଯୁକ୍ତି ବାହାରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ଶେଷ ତାରିଖ ବହୁତ କମ ଦିନ ଅଛି। ତୁରନ୍ତ ଆବେଦନ କରନ୍ତୁ।
ସ୍ୱାମୀ ସୂରଜ ନାମ୍ବିଆରଙ୍କ ଜନ୍ମଦିନ ଥିବାରୁ ମୌନୀ ବିଶେଷ ଢଙ୍ଗରେ ତାଙ୍କୁ ୱିସ୍ କରିଛନ୍ତି। ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଛନ୍ତି।