‘ଲାଲ୍ ସିଂହ ଚଡ୍ଢା’କୁ ନେଇ ଆମୀରଙ୍କ ଫ୍ୟାନ ଉତ୍ସାହର ସହ ଚାହିଁ ବସିଛନ୍ତି। ଖୁବ୍ ଶୀଘ୍ର ଏହା ରିଲିଜ୍ ହେବ। ହେଲେ ଏହାକୁ ନେଇ ଆମୀର ଯେତିକି ଉତ୍ସାହିତ ଅଛନ୍ତି ସେତିକି ଭୟଭୀତ ମଧ୍ୟ। ହେଲେ କାହିଁକି…
ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍ ବିଷୟରେ।
ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।
ଚକ୍ରାସନ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିନ୍ତା-ଚାପଜନିତ ସମସ୍ୟାରେ ପୀଡିତ ଲୋକମାନେ ଏହି ଆସନର ନିୟମିତ ଅଭ୍ୟାସ କରି ଲାଭ ମଧ୍ୟ ପାଇପାରିବେ। ଜାଣନ୍ତୁ ଏହାର ଉପାୟ ଓ ଅନ୍ୟାନ୍ୟ ଫଳାଫଳ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ, ଯେଉଁଥିରେ ଲୁହ ଗଡେଇ କାନ୍ଦୁଛନ୍ତି ଅକ୍ଷୟ କୁମାର। ତାଙ୍କ ସହ ଏମିତି କ’ଣ ହେଲା ଯେ ସେ ନିଜ ଲୁହକୁ ପାରିଲେନି ରୋକି। ଆସନ୍ତୁ ଜାଣିବା…
'ମିଷ୍ଟର ପର୍ଫେକ୍ସନିଷ୍ଟ୍'ଙ୍କ ନାଁ ଉଠିଲେ ଆଖି ସାମ୍ନାକୁ ଚାଲିଆସେ ଆମୀର୍ ଖାନଙ୍କ ଚେହେରା। ବଲିଉଡ୍ରେ ତାଙ୍କ ଦକ୍ଷତା ଓ ଅଭିନୟ ଆଗରେ ଆଉ ସବୁ ପଡିଯାଆନ୍ତି ଫିକା। ଜାଣିଛନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ!
କାଜୋଲଙ୍କୁ ଆଜି ୪୮ ବର୍ଷ ହୋଇଯାଇଛି। ଜାଣିଛନ୍ତି କି କିପରି ହୋଇଥିଲା ତାଙ୍କ ପ୍ରେମ? ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିନେବା ତାଙ୍କ ପ୍ରେମ କାହାଣୀକୁ ନେଇ ଅଜୟ ଦେବଗନଙ୍କ ସହ ଜଡିତ ଏକ ରୋଚକ କଥା।
‘ତରଙ୍ଗ ସିନେ ପ୍ରଡକ୍ସନ’ର ନିର୍ମିତ ହୋଇଛି ‘ହାଏ କୃଷ୍ଣ’। କହିବ କୁଆଁରା ବାପ-ପୁଅର ନିଆରା କାହାଣୀ। ଜାଣନ୍ତୁ କେବେ ଓ କେଉଁଠି ଦେଖିବାର ସୁଯୋଗ ମିଳିବ।
ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।
ITBP କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଏନେଇ ଆବେଦନ ପ୍ରକ୍ରିୟା।
ଆପଣ ପ୍ରେକ୍ଷାଳୟ ହେଉ କି ଓଟିଟି ହେଉ ଦେଖିପାରି ନାହାନ୍ତି କି 'ପୁଷ୍ପା : ଦି ରାଇଜ୍'? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଏହାକୁ ମାଗଣାରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ କେବେ ଓ କେଉଁଠି ଦେଖିବେ…
ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।
ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି...
କମନ୍ୱେଲ୍ଥ୍ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍ରେ ପହଞ୍ଚିଛି। ଅନେକ ମହିଳା ଆଥ୍ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍ମାନଙ୍କ ବିଷୟରେ ଜାଣିନେବା।
IBPS PO / ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିକି ଥିଲେ ଜଣେ ମହିଳା। ହସ୍ପିଟାଲ୍ରେ ଦେଖାହେବା ମାତ୍ରେ ଫୋପାଡିଲେ ଚପଲ। କହିଲେ ମୁଣ୍ଡରେ ବାଜିଥିଲେ ଠିକ ହୋଇଥାନ୍ତା।
ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।
୩ ଖାନଙ୍କୁ ନେଇ ବଡ ବୟାନ ଦେଲେ ଜାହ୍ନବୀ କପୁର। କହିଲେ ସେମାନଙ୍କ ସହ କାମ କରିବା ତାଙ୍କ ପାଇଁ ଅଜବ ହେବ। ଏବା ବ୍ୟତୀତ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି।
ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।
ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।