ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ଶକ୍ତିପୀଠଗୁଡିକରେ ଝାମୁଯାତ୍ରା ଦେଖିବାକି ମିଳିଥିଲା। ମାନସିକଧାରୀମାନେ ରଡ ନିଆଁରେ ଚାଲିଥିଲେ। ଆସନ୍ତୁ ଭୁବନେଶ୍ୱରର କେଦାରପଲ୍ଲୀ ବାବୁଜିନଗର ଓ ଶିଶୁଭବନର ତାରିଣୀ ମନ୍ଦିରର ସେଭଳି କିଛି ଦୃଶ୍ୟ ଉପରେ ନଜର ପକେଇ ନେବା।
Published By: Pramod Behera
Last updated: 14 April 2023, 08:52 PM IST
ରଡ ନିଆଁରେ ମାନସିକଧାରୀ
ଝାମୁଯାତ୍ରା ବେଳେ ପାଟିରେ ପୂରେଇଲେ ଅଙ୍ଗାର
ଝାମୁଯାତ୍ରାରେ ମାନସିକଧାରୀ
ମୁଣ୍ଡରେ କଳସ ଧରି ନିଆଁରେ ଚାଲୁଛନ୍ତି ମାନସିକଧାରୀ