• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

World Animal Welfare Day Action herescan animal sacrifice
World Animal Welfare Day: ଆଖି ଆଗରେ ପଶୁ ବଳି ଦେଖୁଥିଲେ, ଜାଣନ୍ତୁ କ’ଣ କରିବେ

ଆମେ ଦିନକୁ ଦିନ ଯେତେ ନୂଆ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ ଆମ ଭିତରେ କେଉଁଠି ନା କେଉଁଠି ସେହି ପ୍ରାଚୀନ ଅନ୍ଧବିଶ୍ୱାସ ରହିଯାଉଛି। ଆଜି ବି ଅନେକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିଭିନ୍ନ ପର୍ବପର୍ବାଣୀରେ ପଶୁ ବଳି ଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଏ ଦିଗରେ ରୋକ...

Online application starts for 1038 posts of group c paramedical in ESIC
ESIC Recruitment 2023: ESICରେ ପୂରଣ ହେବ ୧୦୩୮ ପଦବୀ; ଦରମା ୯୨ ହଜାର ଟଙ୍କା

ESIC ଗ୍ରୁପ୍-ସି ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ ଚାଲିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରୁ ମୋଟ୍ ୧୦୩୮ ପଦବୀ ପୂରଣ ହେବା।

akshay kumar surprises parineeti chopra keemti gift
ପରିଣୀତିଙ୍କ ବିବାହ ପରେ ଅକ୍ଷୟ ଦେଲେ ଏମିତି ଫଟୋ; ଭରିଗଲା ଅଭିନେତ୍ରୀଙ୍କ ଆଖିରେ ପ୍ରେମ

ପରିଣୀତିଙ୍କ ବିବାହ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ୍ ରେସ୍‌କ୍ୟୁ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ସେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ।

urfi javed secretly engaged roka ceremony photo viral
Urfi Javed: ଲୁଚିଛପି ଏନ୍‌ଗେଜ୍‌ମେଣ୍ଟ୍ କରିନେଲେ କି ଉର୍ଫି ଜାଭେଦ… କିଏ ଏହି ମିଷ୍ଟ୍ରୀ ମ୍ୟାନ୍…

ଆଜିକାଲି ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍‌ଗେଜ୍‌ମେଣ୍ଟ୍ କରିନେଇଛନ୍ତି। ତେବେ କିଏ ସେହି ପୁରୁଷ ଜାଣିବା ପାଇଁ ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।

amazing benefits of millet help to reduces risk of cancer
Health Tips: ମାଣ୍ଡିଆ ଦୂର କରୁଛି କର୍କଟ, ହୃଦ୍‌ରୋଗ, ମଧୁମେହ

ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି। ମାଣ୍ତିଆରେ ଏମିତି ଅନେକ କିଛି ଅଛି ଯାହା ମାନବର ପୋଷଣ ପାଇଁ ଜରୁରୀ। ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ...

NASA said the end date of earth
NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !

ତାରା, ଗ୍ରହ ଏବଂ ଉଲ୍‌କାପିଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିବା ପରେ ନାସା ବର୍ତ୍ତମାନ ଏକ ଭୟଙ୍କର ଭବିଷ୍ୟବାଣୀ କରିଛି। ପୃଥିବୀ ଶେଷ ହେବାର ତାରିଖ ଘୋଷଣା କରିଛି। ଏକ ବିଶାଳ ଗ୍ରହ ପୃଥିବୀକୁ ଧକ୍କା ଦେବ ଏବଂ ଏହା ବିନାଶ ହେବ ବୋଲି ନାସା କହିଛି।

How to clean curtain to remove dirt and stains with easy home remedies
Tips and Tricks: ସ୍କ୍ରିନ୍‌ରୁ ଛାଡୁନି କି ମଇଳା; ଆପଣାନ୍ତୁ ଏହି ୪ଟି ଉପାୟ, ଚମକିବ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଲୋକମାନେ ଚାହିଁଲେ ମଧ୍ୟ ପରଦା ଧୋଇବାରେ ସକ୍ଷମ ନୁହଁନ୍ତି। ତେଣୁ ଆସନ୍ତୁ ପରଦା ସଫା କରିବା ପାଇଁ କିଛି ଟିପ୍ସ ଜାଣିବା, ଯାହା ସାହାଯ୍ୟରେ ପରଦାଗୁଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ନୂଆ ଭଳି ଚମକାଇ ପାରିବା।

tiger 3 budget is more than pathaan salman khan took high fees
Tiger 3 Budget: ‘ପଠାନ’ର ବଜେଟ୍‌କୁ ଟପିଗଲା ‘ଟାଇଗର ୩’; ଆଶ୍ଚର୍ଯ୍ୟ କରିବ ସଲମାନଙ୍କ ଫିସ୍

ୟଶ୍‌ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ‘ଟାଇଗର ୩’ ଅନ୍ୟତମ। ଏଭଳି ପରିସ୍ଥିତିରେ ଫିଲ୍ମର ବଜେଟ୍ ଏବଂ ଷ୍ଟାର୍‌କାଷ୍ଟ୍‌କୁ ନେଇ ଆଲୋଚନାର ବଜାର ମଧ୍ୟ ସରଗରମ ହୋଇଉଠିଛି। ଏହାର ବଜେଟ୍ ‘ପଠାନ’ ଠାରୁ ଟପିଯାଇଥିବା ବେଳେ ସଲମାନଙ୍କ ଫିସ୍ ଆଶ୍ଚର୍ଯ୍ୟ କରୁଛି।

Tejas teaser out film relase date also final after 3 years long delay
Tejas Teaser Out: ରିଲିଜ୍ ହେଲା 'ତେଜସ୍'ର ଟିଜର; ଦମଦାର୍ ଭୂମିକାରେ ନଜର ଆସିବେ କଙ୍ଗନା

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ୍'ର ଟିଜର ରିଲିଜ୍ ହୋଇଛି। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ IAF ଅଧିକାରୀ ତେଜସ୍‌ ଗିଲ୍‌ ଭୂମିକାରେ ଅଭିନୟ କରିଛନ୍ତି।

Gandhi Jayanti 2023 Top 6 qualities of mahatma gandhi what made him Great
Gandhi Jayanti 2023 : ଏହି ୭ଟି ସର୍ବଶ୍ରେଷ୍ଠ ଗୁଣ ଯୋଗୁ ଗାନ୍ଧୀ ହୋଇଗଲେ ମହାତ୍ମା

ଗାନ୍ଧୀ ଜଣେ ମହାନ ବକ୍ତା ନଥିଲେ, ତାଙ୍କ ଶରୀର ଅତ୍ୟନ୍ତ ଆକର୍ଷଣୀୟ ନଥିଲା, ସେ ସରଳ ଜୀବନ ଯାପନ କରୁଥିଲେ। କିନ୍ତୁ ତାଙ୍କ ପାଖରେ ୭ଟି ସର୍ବଶ୍ରେଷ୍ଠ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା...

How Gandhi became father of nation
Gandhi Jayanti 2023: ଦେଶ ପାଇଁ ବଳିଦାନ ଦେଇ ଗାନ୍ଧୀ ହୋଇଗଲେ ଜାତିର ପିତା

ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ...

know the purpose and history of celebrating world vegetarian day
World Vegetarian Day 2023 : କାହିଁକି ପାଳନ ହେଲା ‘ବିଶ୍ୱ ଶାକାହାରୀ ଦିବସ’

ପର୍ଯ୍ୟାବରଣ ବିଚାର, ପଶୁ କଲ୍ୟାଣ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପଶୁ ଜାତୀୟ ଖାଦ୍ୟ ଛାଡିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ‘ବିଶ୍ୱ ଶାକାହାରୀ ଦିବସ’ ପାଳନ କରାଯାଏ। ପଶୁମାନଙ୍କ ଜୀବନ ରକ୍ଷା କରିବା ଏବଂ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ବିଷୟରେ ସଚେତନତା...

World Vegetarian Day 2023 these vegetarian food have more nutrients than meat and eggs
World Vegetarian Day 2023 : ହାଡ ଏବଂ ମାଂସପେଶୀକୁ ମଜବୁତ କରେ ଶାକାହାର ଖାଦ୍ୟ

ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍‌ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ...

handicapped person playing drum with artificial limbs
Viral Video: ବାପା ହେବା ସହଜ ନୁହେଁ; ଏହି ଭିଡିଓ ଆପଣଙ୍କ ଆଖିକୁ କରିଦେବ ଛଳଛଳ

ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…

vivek agnihotri accused shahrukh khan jawan sunny deol gadar 2
ଶାହରୁଖଙ୍କ ଆଗରେ ହାର୍ ମାନିଲେ ବିବେକ ଅଗ୍ନିହୋତ୍ରୀ; ଅନୁରୋଧ କରି କହିଲେ ଏମିତି

ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।

how to find that your partner respect you or not
Relationships: ୫ଟି ପ‍ଏଣ୍ଟରେ ଜାଣନ୍ତୁ ଆପଣଙ୍କ ପାର୍ଟନର୍ ଆପଣଙ୍କୁ ସମ୍ମାନ କରେ ନା ନାହିଁ…

ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ, ଯେତିକି ପ୍ରେମ ଏବଂ ବିଶ୍ୱାସର ଆବଶ୍ୟକତା ହୋଇଥାଏ ପରସ୍ପରକୁ ସମ୍ମାନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତି କିଛି ସଙ୍କେତ ଅଛି ଯାହା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ କେତେ ସମ୍ମାନ କରନ୍ତି ତାହା ଆପଣ ସହଜେ ଜାଣିପାରିବେ।

thyroid disorders in women how to control it
Health Tips: ସାଂଘାତିକ ହୋଇପାରେ ଥାଇରଏଡ୍ ସମସ୍ୟା, ଜାଣନ୍ତୁ କିପରି ମିଳିବ ମୁକ୍ତି...

ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ସମସ୍ୟା ଏକ ସାଧାରଣ ହୋଇଗଲାଣି। ଏହା ଯେ କେତେ ସାଂଘାତିକ ତାହା କେବଳ ଜଣେ ପିଡୀତ ହିଁ କହିପାରେ। ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ, ଯାହାକୁ ଆପଣେଇ ଆମେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା।

stenographer job in the government of india
ssc ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଆବେଦନ

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Anushka Sharma second pregnancy virat kohli become second time father
ଆଉ ଥରେ ଗର୍ଭବତୀ ହେଲେ ଅନୁଷ୍କା ଶର୍ମା! ପୁଣି ବାପା ହେବେ ବିରାଟ!

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Prabhas salaar clashes with shahrukh khan dunki
ଶାହରୁଖ ଖାନଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ୍‌ରୁ ଆସୁଛି ଜବରଦସ୍ତ ଫିଲ୍ମ

ଚଳିତ ବର୍ଷ ଶାହରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ' ଆଗରେ କୌଣସି ସାଉଥ୍‌ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ଉଠିପାରି ନାହିଁ। ଏହାରି ଭିତରେ କିନ୍ତୁ ଶାହରୁଖଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ ସିନେମା ଏହାର ସୁପରଷ୍ଟାରକୁ ମଇଦାନକୁ ଛାଡିବାକୁ ପ୍ରସ୍ତୁତ ହେଉଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।