• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How Raksha Bandhan is celebrated across India
Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା; ଆଉ କେଉଁଠି କ’ଣ, ଜାଣନ୍ତୁ...

ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ...

Akshay kumar and raveena tendon to be come reunite on big screen
ମିଶିଲା ମନ; ବଲିଉଡ୍‌ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି

ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

Rakhi Sawant allegation adil sold her nude videos dubai for 47 lakhs
ଆଦିଲ୍ ଦୁବାଇରେ ମୋର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି: ରାଖୀ ସାୱନ୍ତ

ନିକଟରେ ରାଖୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଦୁବାଇରେ ତାଙ୍କର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ବୋଲି କହିଛନ୍ତି। ଆଉ କ’ଣ କହିଛନ୍ତି ଜାଣନ୍ତୁ।

IBPS Recruitment 2023
IBPS Recruitment 2023: ଘୁଞ୍ଚିଲା ଆବେଦନ ତାରିଖ; ଜାଣନ୍ତୁ କେବେ ଶେଷ ଦିନ

IBPS ପ୍ରୋବେସନାରୀ ଅଫିସର(PO) / ମ୍ୟାନେଜମେଣ୍ଟ ଟ୍ରେନିଂ(MT) ଏବଂ ସ୍ପେଶାଲିଷ୍ଟ ଅଫିସର(SO) ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବଢେଇଛି। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରି ନାହାଁନ୍ତି ସେମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଇପାରିବେ।

gadar 2 screening in London and slogans raised Hindustan zindabad
Gadar 2: ଲଣ୍ଡନର ପ୍ରେକ୍ଷାଳୟରେ 'ଗଦର ୨'; ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ହଲ୍

ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'

Famous haryanavi singer raju Punjabi passes away
ମନୋରଂଜନ ଜଗତରେ ପୁଣି ଶୋକ; ଚାଲିଗଲେ ଏହି ପ୍ରସିଦ୍ଧ ସିଙ୍ଗର୍

'ଦେଶୀ ଦେଶୀ ନ ବୋଲ୍ୟା କର…' ସିଙ୍ଗର୍ ରାଜୁ ପଞ୍ଜାବୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁଙ୍କୁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାୟକ ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

22 malicious apps removed by Google, users need to delete them
Google ର ଚେତାବନୀ; ଏହି ୨୨ଟି ଆପ୍‌କୁ ମୋବାଇଲ୍‌ରୁ ତୁରନ୍ତ ଡିଲିଟ୍ କରନ୍ତୁ...

କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍‌କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍‌ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।

4 superfoods in your diet during pregnancy your child will be intelligent
Pregnancy Diet: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ଖାଦ୍ୟ; ପିଲା ହେବ ବୁଦ୍ଧିମାନ

ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।

salman khan sported in bald look netizens asks tere naam2
ସଲମାନ ଖାନଙ୍କୁ ଲଣ୍ଡା ହେବା ଦେଖି ଲୋକେ ଆଶ୍ଚର୍ଯ୍ୟ; କହିଲେ ଏମିତି…

ସଲମାନ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହଟ ଟପିକ୍ ହୋଇ ଠିଆ ହୋଇଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। ତାଙ୍କୁ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବୁଝିପାରୁ ନାହାନ୍ତି ଏହା ପଛର ରହସ୍ୟ କ’ଣ। ଏମିତି କ’ଣ ହେଲା ଯେ ତାଙ୍କୁ...

Man takes loan of rs 2-7 lakh to fill potholes in the road
ଆଖି ବୁଝିଦେଲେ ସରକାର: ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ ଯୁବକ

ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।

gadar 2 beats pathaan baahubali pk dangal
Gadar 2: ଖାଲି ‘ବାହୁବଲୀ’ ନୁହେଁ ଏହିସବୁ ଫିଲ୍ମର ରେକର୍ଡ ଭାଙ୍ଗିଲା 'ଗଦର ୨'; ୧୦ମ ଦିନର ରୋଜଗାର ଚମକେଇ ଦେବ

‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍‌ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି...

rare child born with genetic disorder looking like alien
Rare child born: ଜନ୍ମ ହେଲା ଅଦ୍ଭୁତ ଶିଶୁ; ଦେଖିବାକୁ ଅବିକଳ ଏଲିଅନ୍

ଏକ ନବଜାତ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଲାଟି ଦେଖିବାକୁ ଅବିକଳ ଏଲିଅନ୍ ପରି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।

Consume 3 grams of cumin for three months avoid serious issues like obesity
Health Tips: ଜିରାର ଚମତ୍କାରିତା; ମୋଟାପା କମାଏ, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ

ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ...

Indian Navy Tradesman Mate Recruitment 2023 notification
Indian Navy Recruitment 2023: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ୧୦ମ ପିଲା କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୨ ଟ୍ରେଡ୍ସମ୍ୟାନ୍ ମେଟ୍ ପଦବୀରେ ନିଯୁକ୍ତି ମିଳିବ।

Omg 2 box office collection affected by a certificate and left behind form gadar 2
ଭଲ କାହାଣୀ ସତ୍ତ୍ୱେ କାହିଁକି ‘ଗଦର-୨’ ତୁଳନାରେ ରୋଜଗାରରେ ପଛରେ ପଡିଛି ‘OMG-2’

ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

gadar 2 beats prabhas baahubali 2 record
Gadar 2: ‘ବାହୁବଲୀ ୨’କୁ ପଛରେ ପକେଇ ନୂଆ ରେକର୍ଡ କଲା ‘ଗଦର ୨’

‘ଗଦର ୨’ ରିଲିଜ୍‌ ହେବାର ୯ ଦିନ ବିତିଗଲାଣି, ଏହା ପରେ ବି ଫିଲ୍ମର କ୍ରେଜ୍‌ କମି ନାହିଁ। ଏହି ଫିଲ୍ମ ରିଲିଜ୍‌ ହେବା ଦିନଠାରୁ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ରଟି ‘ବାହୁବଲୀ ୨’ ର ରେକର୍ଡ ଭାଙ୍ଗିଛି। ଜାଣନ୍ତୁ ସେହି ରେକର୍ଡ କ’ଣ…

Women special how to look younger after age of 30 naturally
Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର...

5 miraculous leaves will destroy uric acid
Health Tips: ଦୈନିକ ଖାଆନ୍ତୁ ଏହି ୫ଟି ପତ୍ର; ରହିବନି ୟୁରିକ୍ ଏସିଡ୍‌ ସମସ୍ୟା

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ। ବିନା ଖର୍ଚ୍ଚରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ୫ଟି ପତ୍ରକୁ ଖାଆନ୍ତୁ।

NCL Recruitment 2023
NCL Recruitment 2023: ମାଟ୍ରିକ୍ ପାଶ୍ କରିଛନ୍ତି କି; ଆପଣ ବି କରିପାରିବେ ସରକାରୀ ଚାକିରି

ଉତ୍ତର କୋଲ୍ ଫିଲ୍ଡସ୍ ଲିମିଟେଡ୍ (NCL) HEMM ଅପରେଟର୍ (ଟ୍ରେନି) ସହିତ ୩୩୮ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆପଣ ଯଦି ମାଟ୍ରିକ୍ ପାଶ୍ କରିଥିବେ ତେବେ ଏହାର ସୁଯୋଗ ନେଇପାରିବେ।

ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ
ଭାଇ-ଭାଉଜଙ୍କ ଆତ୍ମହତ୍ୟା; ନ୍ୟାୟରେ ବିଳମ୍ବ ଯୋଗୁଁ ଆଙ୍ଗୁଠି କାଟି ପ୍ରତିବାଦ କଲେ ଯୁବକ

ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।