ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।
ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ...
RBI ଆସିଷ୍ଟାଣ୍ଟ ପ୍ରାଥମିକ ପରୀକ୍ଷାର ତାରିଖ ସଂଶୋଧନ କରିଛି। ଯଦି ଆପଣ ପରୀକ୍ଷାରେ ହାଜର ହେବାକୁ ଯାଉଛନ୍ତି, ତେବେ ଆପଣ RBIର ଅଫିସିଆଲ୍ ୱେବସାଇଟ୍କୁ ଯାଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ।
ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।
ଚଳଚ୍ଚିତ୍ର 'ତେଜସ୍'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ରୋମାଞ୍ଚ ଏବଂ ଆକ୍ସନର ଝଲକ ଦିଆଯାଇଛି। ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଚଳଚ୍ଚିତ୍ର ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମକୁ ପ୍ରତିଫଳିତ କରିଛି।
ପ୍ରତିବର୍ଷ ୮ ଅକ୍ଟୋବରରେ ଦେଶ ଖୁବ ଧୂମଧାମରେ ପାଳନ କରେ ‘ଭାରତୀୟ ବାୟୁସେନା ଦିବସ’। ଏହି ଅବସରରେ ଆସନ୍ତୁ ଭାରତୀୟ ବାୟୁସେନା ସହିତ ଜଡିତ କିଛି ମଜାଦାର ତଥ୍ୟ ଉପରେ ନଜର ପକେଇ ନେବା
ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ।
ମହାଦେବ ଅନ୍ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ଛନ୍ଦି ହେଲେଣି ଅନେକ ତାରକା। ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଉଛି।
ଆକ୍ସନ୍ ଥ୍ରୀଲର 'ଲିଓ' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାକୁ ନେଇ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହିନ୍ଦୀ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇପାରେ।
କମଜୋର ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ନିକଟରୁ ଦେଖିବାରେ ସକ୍ଷମ ନହେବା କିମ୍ବା ଦୂରରୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ। ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଆସନ୍ତୁ ଜାଣିବା...
ଯଦି ଆପଣ B.Tech ସହିତ M.Tech କରିଛନ୍ତି ଏବଂ ଏକ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଏଠାରେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଦାମୋଦର ଭ୍ୟାଲି କର୍ପୋରେସନ୍ (DVC) କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।
ଅକ୍ଟୋବର ମାସରେ ଦୁଇ ଭଉଣୀ ମଧ୍ୟ ବକ୍ସ ଅଫିସରେ ସଂଘର୍ଷ କରିବାକୁ ଯାଉଛନ୍ତି। ଏହି ଦୁଇ ଭଉଣୀ ହେଲେ କ୍ରିତି ସାନନ୍ ଏବଂ ନୂପୁର ସାନନ୍। ଜଣେ ଟାଇଗର୍ଙ୍କ ସହ ଆଉ ଜଣେ ‘ଟାଇଗର ନାଗେଶ୍ୱର ରାଓ’ରେ।
ଅଭିନେତା ଇମ୍ରାନ ଖାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି। ଶାରୀରିକ ଅବସ୍ଥା ଯୋଗୁଁ ତାଙ୍କୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସେ ଡ୍ରଗ୍ସ ନେଉଥିବା ଖବର ମଧ୍ୟ ଆଲୋଚନାର ପରିସରକୁ ଆସିଛି। ଏନେଇ ସେ ଖୋଲିଛନ୍ତି ମୁହଁ।
ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ...
ଯଦି ପରିବାରରେ ବାପାମାଆଙ୍କ ମଧ୍ୟରେ ଲଗାତାର ଝଗଡା ହୁଏ, ତେବେ ଏହା ପରିବାରର ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିଥାଏ ଏବଂ ଘରର ପରିବେଶ ସବୁବେଳେ ଉତ୍ତେଜନାରେ ପରିପୂର୍ଣ୍ଣ ରହିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ମଜବୁତ ରହୁ, ତେବେ ପାରସ୍ପରିକ ମତଭେଦକୁ ଶାନ୍ତିପୂର୍ଣ୍ଣ...
ଅନେକ ବିସ୍କୁଟରେ କଣା ଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହିସବୁ ବିସ୍କୁଟରେ କାହିଁକି କଣା ଥାଏ? ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି ନା ଏହା ପଛରେ କିଛି ବିଜ୍ଞାନ ଅଛି ? ଆସନ୍ତୁ ଜାଣିବା…
ଆସୁଛି 'ଲାହୋର, ୧୯୪୭'। ସନ୍ନି, ଆମିର ଏବଂ ସନ୍ତୋଷୀଙ୍କ ଏହି ବିଶାଳ ପ୍ରୋଜେକ୍ଟ ସିନେମା ପ୍ରେମୀ ଏବଂ ଭାରତର ଲୋକଙ୍କ ପାଇଁ ଏକ ବ୍ଲକବଷ୍ଟର ହେବାକୁ ଯାଉଛି।
ଓମ୍ ରାଓତଙ୍କ 'ଆଦିପୁରୁଷ' ଲୋକଙ୍କ ଭାବନାକୁ ଧକ୍କା ଦେଇଥିବା ବେଳେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି 'ଦଙ୍ଗଲ' ଫେମ୍ ନିର୍ଦ୍ଦେଶକ ନୀତେଶ ତିୱାରୀ। ସେ ‘ରାମାୟଣ’ର ସିନେମା ରୂପ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବାଛିସାରିଲେଣି ରାମ ଓ ସୀତା।
ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ଆର୍ଥ୍ରାଇଟିସ୍ ସୃଷ୍ଟି କରେ, ଯେଉଁଥିରେ ରୋଗୀକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି ଯାହା ଆର୍ଥ୍ରାଇଟିସ୍ର ଯନ୍ତ୍ରଣାକୁ ହ୍ରାସ କରିପାରେ।