Advertisment

RCIL Recruitment 2023: RCIL ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି; ଦରମା ୧.୪୦ଲକ୍ଷ

RCIL ଏକ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। BA ଆଉ MA ପିଲା ଆବେଦନ କରିପାରିବେ।

author-image
Pramod Behera
rcil recruitment 2023 vacancy salary upto Rs 1.40 lakh

rcil recruitment 2023 vacancy salary upto Rs 1.40 lakh

ରେଲ୍‌ଟେଲ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (RCIL) ଏକ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। BA ଆଉ MA ପିଲା ଆବେଦନ କରିପାରିବେ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RCILର ଅଫିସିଆଲ୍ ୱେବସାଇଟ୍, railtelindia.com କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ତେବେ ସେମାନେ ଏହି ଲିଙ୍କ୍ RCIL Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୧ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ସହକାରୀ ପରିଚାଳକ (ଟେକ୍ନିକାଲ୍) E-0 ଲେବଲ – ୨୬ଟି ପୋଷ୍ଟ
  • ସହକାରୀ ପରିଚାଳକ (ଟେକ୍ନିକାଲ୍) E-1 ଲେବଲ – ୨୭ଟି ପୋଷ୍ଟ୍‌
  • ସହକାରୀ ପରିଚାଳକ (ଫାଇନାନ୍ସ) – E-0 ଲେବଲ – ୬ଟି ପୋଷ୍ଟ୍‌
  • ସହକାରୀ ପରିଚାଳକ (HR) E-0 ଲେବଲ – ୭ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର (ମାର୍କେଟିଂ) E-1 ଲେବଲ – ୧୫ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୮୧ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଟାନରୁ BA କିମ୍ବା MA ପାଶ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୧୧ ନଭେମ୍ବର ୨୦୨୩ ଅନୁସାରେ ହେବ

ଦରମା:

  • ମାସିକ ସର୍ବନିମ୍ନ ଦରମା – ୩୦,୦୦୦ ଟଙ୍କା
  • ମାସିକ ସର୍ବାଧିକ ଦରମା – ୧,୪୦,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ST/PwBD ବର୍ଗ – ୬୦୦ ଟଙ୍କା(ଫେରସ୍ତ ହେବ)
  • ଅନ୍ୟାନ୍ୟ ବର୍ଗ – ୧୨୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ପରୀକ୍ଷା
  • ସାକ୍ଷାତକାର
  • ମେରିଟ୍ ଲିଷ୍ଟ ଅନୁସାରେ ପ୍ରାର୍ଥୀ ଚୟନ
Govt Jobs RailTel
Advertisment
Advertisment