ଓଡ଼ିଶାରେ ଚାକିରି ଆଉ ତାହା ପୁଣି ସ୍ୱାସ୍ଥ୍ୟ ବିଭାଗରେ, ଏହି ମୌକାରେ ଥିବା ପ୍ରାର୍ଥୀଙ୍କ ପାଇଁ ଆଉ ବା କ’ଣ ଖୁସି ଖବର ଥାଇପାରେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://ganjam.nic.in/ କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Zilla Swasthya Samiti Recruitment 2023 Notification କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ୱାକ୍-ଇନ୍-ଇଣ୍ଟରଭ୍ୟୁ – ୨୧ ନଭେମ୍ବର ୨୦୨୩
- ସାକ୍ଷାତକାର ସମୟ – ଦିନ ୧୧ଟାରୁ ଆରମ୍ଭ
- ସ୍ଥାନ – ଜିଲ୍ଲା ସ୍ୱାସ୍ଥ୍ୟ ସମିତି(ZSS), ଗଞ୍ଜାମ
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; OSSC ବାହାର କଲା ଅନେକ ପଦବୀ
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBS ଡିଗ୍ରୀ କରିଥିବା ଉଚିତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୬୫ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD/ESM – ୦୫ ବର୍ଷ ପାଇଁ
- PWD + SC / ST – ୧୫ ବର୍ଷ
ଦରମା:
- ଚୟନ ହେବାପରେ ପ୍ରାର୍ଥୀ ମାସକୁ ୫୮,୩୪୩ ଟଙ୍କା ଦରମା ପାଇବେ
ଚୟନ ପ୍ରକ୍ରିୟା:
- ୱାକ୍-ଇନ୍-ଇଣ୍ଟରଭ୍ୟୁ
- ଡମ୍ୟୁମେଣ୍ଟ୍ ଯାଞ୍ଚ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ସମସ୍ତ ଯୋଗ୍ୟତା ପ୍ରମାଣପତ୍ର
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି କଲର ପାସ୍ପୋର୍ଟ ସାଇଜ୍ ଫଟୋ
- ଗୋଟିଏ ID ପ୍ରମାଣ (ଭୋଟର ID / ଆଧାର କାର୍ଡ / ପ୍ୟାନ କାର୍ଡ)
- ବାସିନ୍ଦା ପ୍ରମାଣପତ୍ର
- ଜାତିଗତ ପ୍ରମାଣପତ୍ର
ଅଫଲାଇନରେ କିପରି ଆବେଦନ କରିବେ:
- ପ୍ରଥମେ ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ
- ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରି ପଞ୍ଜିକରଣ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏ
- ଅଫ୍ଲାଇନ୍ରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ନିର୍ଦ୍ଦିଷ୍ଟ ଠିକଣାରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚନ୍ତୁ