ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ନେହୁରା ହେଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି।
Published By: Pramod Behera
Last updated: 22 February 2024, 04:58 PM IST
ଖଣ୍ଡଗିରି ମେଳାରେ ସାଧୁ ସନ୍ଥଙ୍କ ସମାଗମ
ଖଣ୍ଡଗିରି ମେଳାରେ ପ୍ରତିଦିନ ଦେଖିବାକୁ ମିଳୁଛି ମୀନା ବଜାର ଭିଡ଼
ବାବାଙ୍କ ଠାରୁ କୁନି ଝିଅ ନେଉଛି ଆଶୀର୍ବାଦ
ସାଧୁଙ୍କୁ ମହିଳାଙ୍କ ଆଶୀର୍ବାଦ ଭିକ୍ଷା