NPCILରେ ପୂରଣ ହେବ ଅନେକ ପଦବୀ। ଏନେଇ NPCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କର ମଧ୍ୟ GATE ପରୀକ୍ଷାର ସ୍କୋର ରହିବା ଉଚିତ।
ଦୁନିଆର ସବୁଠାରୁ ଦାମୀ କଫି, ‘ବ୍ଲାକ୍ ଆଇଭରୀ ବ୍ଲେଡ୍’ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏକ କିଲୋଗ୍ରାମ କଫିର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା। ଏହି କଫି ହାତୀ ମଳରୁ ହୋଇଥାଏ ତିଆରି।
ଇଦ୍-ଉଲ୍-ଫିତର ପବିତ୍ର ରମଜାନ ମାସ ସମାପ୍ତିର ପ୍ରତୀକ। ଇଦ୍ ପାଳନ ପୂର୍ବରୁ ମୁସଲମାନ ଭାଇମାନେ ଚନ୍ଦ୍ର ଦର୍ଶନ କରନ୍ତି। ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ।
ସରକାରୀ ଚାକିରି କରିବାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ପ୍ରକାଶ କରିବା ସହ SSC ଏହାର ଆବେଦନ ଲିଙ୍କକୁ ମଧ୍ୟ ସକ୍ରିୟ କରିଛି।
ବୋନି କପୁର ଓ ପ୍ରିୟାମଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନିର୍ମାତା ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯେତେବେଳେ ସେମାନେ ପାପାରାଜି ପାଇଁ ଏକାଠି ପୋଜ୍ ଦେଉଥିଲେ, ନିର୍ମାତା ଅଭିନେତ୍ରୀଙ୍କ କାନ୍ଧ ଏବଂ ଅଣ୍ଟାରେ ହାତ ରଖିଥିଲେ, ଯାହାକୁ ନେଟିଜେନ୍ସ ଆଦୌ ପସନ୍ଦ କରୁ ନାହାନ୍ତି।
କଙ୍ଗନା କହିଛନ୍ତି ଯେ ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ସଚ୍ଚୋଟତାର ସହିତ ପରଦାରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ମହିଳାମାନଙ୍କ ଉପରେ ନିଜର ମତ ଏବଂ ଚଳଚ୍ଚିତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ମଧ୍ୟ ପ୍ରକାଶ କରିଥିଲେ।
ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରମ୍ପଙ୍କ ନିର୍ଚାଚନୀ ପ୍ରଚାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଜାଣନ୍ତୁ…
ରେଳ ମନ୍ତ୍ରଣାଳୟ ଅଧିନରେ ଥିବ ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର...
ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ...
ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।
ଆଜିକାଲି ନିଜ ସଂସ୍ଥାର ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା...
ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।
ଭାରତୀୟ ମର୍ଚାଣ୍ଟ ନେଭୀରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ଯଦି ଆପଣ ମଧ୍ୟ ଭାରତୀୟ ମର୍ଚାଣ୍ଟ ନେଭୀରେ ଯୋଗଦେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...
ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ...
ଆଇକନ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଦ୍ୱିତୀୟ ଝଲକ ମୁକ୍ତିଲାଭ କରିଛି। ଟିଜର ରିଲିଜ୍ ହେବା ମାତ୍ରେ ଇଣ୍ଟର୍ନେଟ୍ରେ ଝଡ ସୃଷ୍ଟି ହୋଇଛି। ପ୍ରତ୍ୟେକ କୋଣରୁ ପ୍ରଶଂସାର ସୁଅ ଛୁଟିଛି।
ସମୟ ବଦଳିବା ସହିତ ଚୋରମାନେ ମଧ୍ୟ ଅଗ୍ରଗତି କରିଛନ୍ତି। ଚୋରମାନେ ଚୋରି ପାଇଁ ନୂଆ ନୂଆ ଉପାୟ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହାକୁ ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ, ଏପରି ଜଣେ ଚୋରର ଏକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ଆମେ ଏହି ଲେଖା ମାଧ୍ୟମରେ ରସୁଣର ଏକ ଚମତ୍କାର ଟିପ୍ସ କହିବୁ। ରସୁଣର ଲାଭ ଏବଂ ଆପଣଙ୍କ ଖପୁରୀକୁ ପୋଷକ ଯୋଗାଇବା ପାଇଁ ରସୁଣ ତେଲ ତିଆରି କରିବାର ଏକ ଉପାୟ ମଧ୍ୟ କହିବୁ। ଏହାକୁ ନିଜେ ଘରେ କରି ମୁଣ୍ଡରେ ଲଗେଇଲେ ଚୁଟି ଝଡିବା ବନ୍ଦ ହେବ...