• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Son surprised father with upsc 2023 result in his office
Viral Video: UPSC ପାଇବା ପରେ ବାପାଙ୍କ ଅଫିସ୍‌କୁ ଗଲେ, କହିଲେ ବଡ଼ ଅଫିସର୍ ଆସିଲେ ଠିଆହେବା କଥା ନା ନାହିଁ…

ୟୁପିଏଏସ୍‌ସି(UPSC) ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୩ ପାଶ୍‌ ଖବର ତାଙ୍କ ବାପାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇ ଆଶ୍ଚର୍ଯ୍ୟ କରିଛନ୍ତି । ଏପ୍ରିଲ୍ ୧୮ରେ ଏହା ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ କ୍ୟାମେରାରେ କଏଦ ହୋଇଥିବା ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତ ସୋସିଆଲ ମିଡିଆରେ ଜମେଇକି ଭାଇରାଲ୍‌ ହେଉଛି।

Northern Railway Group D Recruitment apply for 38 posts
Northern Railway Recruitment: ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ସୁଯୋଗ ନେବେ

ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁପ୍ D ର ଖାଲି ପଦବୀ ପୂରଣ ହେବ। ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପାଶ୍‌ କରିଥିବା ଯୁବକମାନେ ଏହାର ସୁଯୋଗ ନେଇପାରିବେ।

These 5 things make your face as cool as ice in summer
Skin Care Tips: ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ପ୍ରବଳ ସୂର୍ଯ୍ୟ ତାପ ସାଙ୍ଗକୁ ଝାଞ୍ଜିରେ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ତେବେ ଆଜି ଆମେ ଆପଣଙ୍କୁ କିଛି ଘର ତିଆରି ଫେସ୍ ପ୍ୟାକ୍ ବିଷୟରେ କହିବୁ, ଯାହା ଗ୍ରୀଷ୍ମ ସମୟରେ...

Railway Ministry Recruitment apply for 452 posts
Railway Ministry Recruitment: ଗ୍ରାଜୁଏସନ୍‌ କରିଥିଲେ ରେଳ ମନ୍ତ୍ରଣାଳୟରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ କରିପାରିବେ ଆବେଦନ

ରେଳ ମନ୍ତ୍ରଣାଳୟରେ ଚାକିରି ପାଇବାକୁ ଅନେକ ଯୁବକଙ୍କର ମଧ୍ୟ ସ୍ୱପ୍ନ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ଭିତରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Actress saba azad got strong abs by eating roti with ghee
ଆବ୍ସ ଦେଖାଇଲେ ହ୍ରିତିକଙ୍କ ପ୍ରେମିକା ସବା ଆଜାଦ; ସେଲିବ୍ରେଟିମାନେ ଦେଖି ବି ଆଶ୍ଚର୍ଯ୍ୟ

ସବା ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ହ୍ରିତିକ ରୋଶନଙ୍କ ସହ ପୋଜ୍ ଦେଇ ନୁହେଁ ବରଂ ନିଜର ଏକ ଫଟୋ କାରଣରୁ ସେ ଖବରରେ ଅଛନ୍ତି। ଏହି ଫଟୋରେ ସେ ତାଙ୍କ ଆବ୍ସ ଦେଖେଇଛନ୍ତି।

Bajrangi Bhaijaan 2 script ready now salman khan clearance is awaited
‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ; କଥା ଅଟକିଛି କେବଳ ସଲମାନଙ୍କ ପାଖରେ

ଭାଇଜାନଙ୍କ ପ୍ରଶଂସକମାନେ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ‘ବଜରଙ୍ଗୀ ଭାଇଜାନ ୨’ ଭାବେ ଦେଖିବେ। କୁହାଯାଉଛି ଯେ ‘ବଜରଙ୍ଗୀ ଭାଇଜାନ ୨’ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ବର୍ତ୍ତମାନ କେବଳ ସଲମାନ ଖାନଙ୍କ ମୁହଁରୁ ହଁ ଶୁଣିବା ବାକି ଅଛି। ଏହା ପରେ ହିଁ ଆଗକୁ ପ୍ରସ୍ତୁତି ଆରମ୍ଭ...

Never do these parenting mistakes with an angry child
Parenting Tips: ପିଲାଟି ରାଗିଥିବା ବେଳେ କରୁଛନ୍ତି କି ଏହି ୬ଟି ଭୁଲ୍; ହୋଇପାରେ ଖୁବ୍ ଅସୁବିଧା

ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ ନ କରିବେ? ଏହି ସମୟରେ ଅନେକ ବାପାମାଆ ୬ଟି ଭୁଲ୍ କରିଥାନ୍ତି। ଆସନ୍ତୁ ସେସବୁ ଜାଣିନେବା।

East Coast Railway Bhubaneswar Recruitment
East Cost Railway Recruitment: ଭୁବନେଶ୍ୱରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦରମା ୭୦ ହଜାର ପରେ

ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍‌ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।

How to shutdown pc or laptop using keyboard
ସ୍ମାର୍ଟ ହେବା ପାଇଁ ଜାଣନ୍ତୁ କମ୍ପ୍ୟୁଟର ବନ୍ଦ କରିବାର ୫ଟି ସହଜ ଉପାୟ

ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

Polling officer isha arora viral photo on social media
Viral Video: ଭାଇରାଲ୍ ହେଲେ ପୋଲିଂ ଅଫିସର୍; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍‌ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।

Mukesh khanna slams zeenat aman on her statement of live in relationship
ଜୀନତ୍ ଅମାନ୍‌ଙ୍କ ଲିଭ୍-ଇନ୍ ରିଲେସନ୍‌ସିପ୍ ମନ୍ତବ୍ୟକୁ ନେଇ ମୁକେଶଙ୍କ କଡା ଜବାବ; କହିଲେ...

ଜୀନତ ଅମାନ୍‌ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

pushpa-2 makers earns 200 crores from first distribution deal
Broke Records: ରେକର୍ଡ ଭାଙ୍ଗୁଛି 'ପୁଷ୍ପା ୨'; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।

Basantika Dassahara Tens sins of human
Basantika Dassahara 2024: ମାନବର ଦଶପାପ ହରଣ କରୁଥିବାରୁ ସେ ଦଶହରା; ଏହି ଦଶ ପାପ କ’ଣ

ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି।

Sudasha Brata which ten name of Mahalaxmi are important in this Brata
Sudasha Brata 2024: ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି… ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି

ଉତ୍କଳୀୟ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଆସନ୍ତୁ ଏହାର ବିଧି-ବିଧାନ ଜାଣିନେବା।

get associate job without exam in ntpc
NTPC Recruitment: NTPCରେ ପୂରଣ ହେବ ଆସୋସିଏଟ୍ ପଦବୀ; ୬୪ ବର୍ଷର ପ୍ରାର୍ଥୀ ବି କରିପାରିବେ ଆବେଦନ

କେନ୍ଦ୍ର ସରକାର ଅଧିନରେ ଥିବା ସଂସ୍ଥା ଗୁଡିକ ମଧ୍ୟରେ ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ଏକ ନାମକରା ସଂସ୍ଥା। NTPCରେ ଚାକିରି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Prasanth varma teases fans with an exciting update on jai hanuman poster
ଆସିଲା 'ଜୟ ହନୁମାନ'ର ପ୍ରଥମ ଝଲକ; ଧାର୍ମିକ ଚେତନାରେ ଭରପୂର

ରାମନବମୀ ଅବସରରେ ବ୍ଲକ୍‌ବଷ୍ଟର୍‌ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍‌ ରିଲିଜ୍‌’ ହୋଇଛି। ଏହି ସିକ୍ୱେଲ୍‌ 'ଜୟ ହନୁମାନ' ନାମରେ ଆସିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି।

Now 12th fail to come out on 20000 screens in china
ନିର୍ମାତା ହେବେ ମାଲାମାଲ୍; ୨୦ହଜାରରୁ ଅଧିକ ହଲ୍‌ରେ ରିଲିଜ୍ ହେବ ଏହି ହିନ୍ଦୀ ଫିଲ୍ମ

ବିଦେଶରେ ହଙ୍ଗାମା କରିବ ଭାରତୀୟ ସିନେମା। ‘୧୨ଶ ଫେଲ୍’ ଚଳଚ୍ଚିତ୍ର ଚୀନ୍‌ର ୨୦,୦୦୦ରୁ ଅଧିକ ପରଦାରେ ପ୍ରଦର୍ଶିତ ହେବ। ଏହାକୁ ନେଇ ନିର୍ମାତା ମାଲାମାଲ୍ ହେବେ ବୋଲି ଅନୁମାନ କରାଯାଉଛି।

Best temperature of air conditioner in summers
Summer Tips: ଆପଣ AC ବ୍ୟବହାର କରୁଛନ୍ତି କି… ଜାଣନ୍ତୁ ରୁମ୍‌ର ତାପମାତ୍ରା କେତେ ରହିଲେ ଭଲ ନିଦ ହୁଏ

ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଏସି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଏଠାରେ ଜାଣିବା ଦରକାର ଯେ ରୁମ୍‌ର ତାପମାତ୍ରା ଶୋଇବା ଉପରେ ଗଭୀର ପ୍ରଭାବ ପକାଇଥାଏ। ନ୍ୟାସ୍‌ନାଲ୍‌ ସ୍ଲିପ୍ ଫାଉଣ୍ଡେସନ୍‌ ଏହି ବିଷୟରେ ଏକ ସର୍ଭେ କରିଛି, ଯାହାଦ୍ୱାରା ଜାଣିହେବ ଯେ ରୁମ୍‌ର ତାପମାତ୍ରା କେତେ...

Ram Navami know the 12 kalas of lord Ram
Ram Navami 2024: ଶ୍ରୀରାମଙ୍କ ୧୨ ଗୁଣ ତାଙ୍କୁ କରିଦେଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କ ଠାରୁ ଏହି ଗୁଣସବୁ ଶିଖିନେବା

ଭଗବାନ ଶ୍ରୀରାମଙ୍କର ଅନେକ ଗୁଣ ଥିଲା ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମମ୍ ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ ସର୍ବୋତ୍ତମ କରିଦେଇଥିଲା। ଏହି ଗୁଣକୁ ଶାସ୍ତ୍ରୀୟ ଭାଷାରେ ‘କଳା’ ବୋଲି କୁହାଯାଇଛି। ବିଶ୍ୱାସ କରାଯାଏ ଯେ ଶ୍ରୀରାମଙ୍କ ୧୨ କଳା ବା ଗୁଣ ଥିଲା। ତେବେ ଆସନ୍ତୁ ଶ୍ରୀରାମଙ୍କ ଠାରୁ ଏହି...

Why did Lord 'Ram' become Ramachandra even though born in the suryavansh
Ram Navami 2024: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରାମ’ ଉଚ୍ଚାରଣ ଏକ ପ୍ରାଣାୟାମ। ତେବେ ଆସନ୍ତୁ ଏହାର ଗୂଢ ତତ୍ତ୍ୱ କ’ଣ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।