ଏକ ବାର୍ତ୍ତାଳାପରେ କ୍ରିତି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ଅନେକ ଷ୍ଟାର୍ କିଡ୍ସଙ୍କୁ ଦେଖି ନିରାଶ ହୋଇଥିଲେ, ଯେଉଁମାନେ ନିଜକୁ ପ୍ରମାଣ କରିପାରି ନ ଥିଲେ, ତଥାପି ସୁଯୋଗ ମଧ୍ୟ ପାଇଥିଲେ।
ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଏହି ସୁଯୋଗ ନେଇଆସିଛି। ଏନେଇ OSSC ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (CGLRE) ୨୦୨୪ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ...
ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ...
ଯଦିଓ ପ୍ରତ୍ୟେକ ଋତୁରେ ଛୋଟ ପିଲାମାନଙ୍କ ପାଇଁ କିଛି ବିପଦ ଥାଏ, କିନ୍ତୁ ଗ୍ରୀଷ୍ମ ଋତୁ ଆହୁରି ବିପଜ୍ଜନକ। ଏହି ଋତୁରେ, ନବଜାତ ଶିଶୁ ଏବଂ ସ୍କୁଲ୍ ପିଲାମାନଙ୍କ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ। ତେବେ ଏହି ସମୟରେ କେଉଁ କେଉଁ ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା...
ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ...
BSF ରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କର ଅନ୍ତର୍ନିହିତ ଇଚ୍ଛା। ଆପଣ ଯଦି ଏହି ଚାକିରି ଖୋଜୁଛନ୍ତି, ତେବେ ସୀମା ସୁରକ୍ଷା ବଳ (BSF) ରେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି। ଗ୍ରୁପ୍ B ଏବଂ C ପଦବୀରେ ନିଯୁକ୍ତି ପାଇଁ BSF ନିଯୁକ୍ତି ବିଜ୍ଞପ୍ତି...
ଆଜିକାଲିର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ସ୍ୱାମୀ-ସ୍ତ୍ରୀ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଅଫିସ୍, ଘର ଏବଂ ପିଲାମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏକ ସହଜ କାମ ନୁହେଁ। କିନ୍ତୁ ଯଦି ଆପଣଙ୍କର ଯୋଜନା ଠିକଠାକ ଅଛି ତେବେ ଆପଣଙ୍କ ଜୀବନ ବହୁ ପରିମାଣରେ ସହଜ...
ପାର୍ଟନର୍ ସହ ଝଗଡା ହେବା ପରେ ତିନୋଟି ଭୁଲ ବେଳେବେଳେ ମହଙ୍ଗା ପଡିଥାଏ। ଅନେକ ସମୟରେ ବୁଝାମଣା କରିବା ଚକ୍କରରେ ଅନେକ କିଛି ଭୁଲ୍ ହୋଇଯାଏ ଏବଂ ପଛରେ ଅନୁତାପ ଛଡା ଆଉ କିଛି ନ ଥାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ପାର୍ଟିରେ ଡିଜେରେ ନାଗିନ୍ ଗୀତ ବାଜୁଥିଲା। ଜଣେ ମହିଳା ଏହି ଗୀତରେ ନାଚୁଥିଲେ। ମହିଳାଙ୍କ ନାଚ ଦେଖି ଦୁଇ ବୃଦ୍ଧ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ। ସେମାନେ ମଧ୍ୟ ମହିଳାଙ୍କ ସହ ଯୋଗ ଦେଲେ।
ନିର୍ମାତା 'ପୁଷ୍ପା ୨'ରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଅଧିକାଂଶ ଶିକ୍ଷିତ ପ୍ରାର୍ଥୀ ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ପ୍ରାୟ ଦଶମ ପାଶ୍ ପରେ ପରେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା...
ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା...
ସୋନାକ୍ଷୀ ସିହ୍ନା ‘ତିଲ୍ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍ସାଲୀ ରଚନା କରିଛନ୍ତି।
ବିମାନ ସେବାରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି ଏଭଳି କିଛି ଲକ୍ଷ ରଖିଛନ୍ତି ତେବେ ସୁଯୋଗ ଆପଣଙ୍କ ପାଖରେ। ଏହି ସୁଯୋଗ ନେଇଆସିଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI)। ଏନେଇ AAI ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍ ତାରକାମାନେ ଏଥିରେ...
ଲମ୍ବା, ମୋଟା ଏବଂ ଚକଚକିଆ ଚୁଟି କେବଳ ଆକର୍ଷଣ ପ୍ରଦାନ କରେନି, ବରଂ ଏହା ସ୍ୱାସ୍ଥ୍ୟର ପ୍ରତୀକ ମଧ୍ୟ। ଯଦି ଆପଣଙ୍କ ଚୁଟିରେ ପର୍ଯ୍ୟାପ୍ତ ପୋଷଣ ନାହିଁ, ଏହା ଦୁର୍ବଳ ହୋଇପାରେ ଏବଂ ଛିଡିବା ଆରମ୍ଭ କରିପାରେ। ତେଣୁ, ଚୁଟିର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯତ୍ନ ନେବା ଏବଂ...
ଅନେକ ସୁଖ ନିଦ୍ରା ପାଇବା ପାଇଁ ନିଦ ବଟିକା ମଧ୍ୟ ଖାଆନ୍ତି। ଏହା କିନ୍ତୁ ଶରୀର ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବିନା ଖର୍ଚ୍ଚରେ ସୁଖ ନିଦ୍ରା ମିଳିପାରେ। ଏହା ହେଉଛି ଶୋଇବା ପୂର୍ବରୁ ଉଷୁମ ପାଣିରେ...