Advertisment

UPSC Recruitment: UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
UPSC Recruitment 2024 Notification Out

upsc announces vacancies for multiple posts apply for 312

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ (UPSC) ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ UPSC ରେ ବିଶେଷଜ୍ଞ, ସହକାରୀ ନିର୍ଦ୍ଦେଶକ ସମେତ ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍‌ରେ ମାଧ୍ୟମରେ ଆବେଦନ ଚାଲିଛି। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତ ଦେଇପାରିବେ। ବିଭିନ୍ନ କ୍ଷେତ୍ରରେ ପିଜି ଓ ଡିଗ୍ରୀ କରିଥିବା ପ୍ରାର୍ଥୀ ମଧ୍ୟ ଏହି ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ UPSC announces vacancies for multiple posts apply for 312 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୫ ମେ’ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୩ ଜୁନ୍ ୨୦୨୪

ଖାଲି ପଦବୀ:

  • ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରତ୍ନତାତ୍ତ୍ୱିକ ରସାୟନ ବିଜ୍ଞାନୀ – ୪ଟି ପୋଷ୍ଟ୍‌
  • ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରତ୍ନତାତ୍ତ୍ୱବିତ – ୬୭ଟି ପୋଷ୍ଟ୍‌
  • ସିଭିଲ୍ ହାଇଡ୍ରୋଗ୍ରାଫିକ୍ ଅଧିକାରୀ – ୪ଟି ପୋଷ୍ଟ୍‌
  • ବିଶେଷଜ୍ଞ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର – ୧୬୭ଟି ପୋଷ୍ଟ୍‌
  • ଡେପୁଟି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର – ୯ଟି ପୋଷ୍ଟ୍‌
  • ସହକାରୀ ନିର୍ଦ୍ଦେଶକ ତୃତୀୟ ଶ୍ରେଣୀ – ୫୦ଟି ପୋଷ୍ଟ୍‌
  • ଇଞ୍ଜିନିୟର ଏବଂ ଜାହାଜ ସର୍ବେକ୍ଷଣକାରୀ-କମ୍‌-ଡେପୁଟି ଡାଇରେକ୍ଟର ଜେନେରାଲ୍ (ଟେକ୍ନିକାଲ୍) – ୨ଟି ପୋଷ୍ଟ୍‌
  • ପ୍ରଶିକ୍ଷଣ ଅଧିକାରୀ (ମହିଳା) – ୮ଟି ପୋଷ୍ଟ୍‌
  • ସହକାରୀ ପ୍ରଫେସର (ୟୁରୋଲୋଜି) – ୧ଟି ପୋଷ୍ଟ୍‌
  • ମୋଟ୍ – ୩୧୨ଟି ପୋଷ୍ଟ୍

ଅଧିକ ପଢ଼ନ୍ତୁ: ESIC Recruitment 2024: ESICରେ ପୂରଣ ହେବ ଅନେକ ପଦବୀ; ଦରମା ୨ ଲକ୍ଷ

ଶିକ୍ଷାଗତ ଯୋଗ୍ୟତା:

  • ସମ୍ବନ୍ଧିତ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା
  • ଆଇନରେ ଏକ ଡିଗ୍ରୀ ଠାରୁ ଆରମ୍ଭ କରି ପିଜି ସମ୍ବନ୍ଧୀୟ ବିଷୟଗୁଡିକରେ ରହିପାରେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ
  • ବୟସ ଗଣନା ୧୩।୦୬।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD/ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୨୫ ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ upconline.nic.in କୁ ଯାଆନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ
  • ଆପ୍ଲିକେସନ୍ ୱିଣ୍ଡୋରେ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଓ ପ୍ରିଣ୍ଟ ବାହାର କରନ୍ତୁ

ଅଧିକ ପଢ଼ନ୍ତୁ: Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ

UPSC UPSC Jobs UPSC Recruitment Govt Jobs
Advertisment
Advertisment